ଓଃ କି ଡ୍ୟାନ୍ସ ! ଶାଢ଼ୀ ପିନ୍ଧି ଗାଉଁଲି ଝିଅ କଲା ଜବରଦସ୍ତ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଆପଣ ମାନେ ଦେଖିଲେ ଆପଣ ଙ୍କର ମନରେ ଖୁସି ଆସିଥାଏ ଓ ଆପଣ ପ୍ରସଂଶା ନ କରି ରହି ପାରନ୍ତି ନାହିଁ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଏକ ଡାନ୍ସ ର ଭିଡ଼ିଓ ଟି ଭାଇରାଲ ହେଉଥିବାର | ଆଉ ଯେଉଁ ଭିଡ଼ିଓ ଟି ରେ ଦେଖା ଯାଉଥିବା ଡାନ୍ସ କୁ ଦେଖି ସମସ୍ତେ ଖୁସି ହୋଇଥିବା କଥା ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଅନେକ ଭିଡ଼ିଓ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଡାନ୍ସ ର ଭିଡ଼ିଓ ମାନ ମଧ୍ୟ ଭାଇରାଲ ହୋଇଥାଏ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଥାଏ କି ଝିଅ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଶାଢ଼ୀ ପିନ୍ଧିକି | ଆଉ ବ୍ଲାକ ଶାଢୀରେ ସିନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇଛନ୍ତି ଝିଅ ଜଣଙ୍କ | ଅଣ୍ଟା ସହିତ ତାଙ୍କର ବଡି କୁ ଗୀତ ସହିତ ତାଳ ଦେଇ ଡାନ୍ସ କରିବା ର କମାଲ ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି |

ସାଧାରଣତଃ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଜରିଆରେ ନିଜ ପାଖରେ ଟେଲେଣ୍ଟ ଥିଲେ ତାହା ଆଉ ଲୁଚିକି ରହୁନାହିଁ | ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ନିଜର ଟେଲେଣ୍ଟ କୁ ସୋସିଆଲ ମିଡ଼ିଆ ଜରିଆରେ ଗଣ ମାଧ୍ୟମ ସାମ୍ନା କୁ ଆଣିଛନ୍ତି ଆଉ ଯାହା ଦର୍ଶକ ମାନଙ୍କର ସାମ୍ନା କୁ ଆସିବା ଫଳରେ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରୁଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ରୁମ ଭିତରେ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇଛନ୍ତି ଝିଅ ଜଣଙ୍କ |

ଆଉ ଯାହା କୁହାଯାଉଛି କି ଝିଅ ଜଣଙ୍କ ର ଡାନ୍ସ ର ଶୌଳି ଏତେ ସୁନ୍ଦର ଥିଲା କି ଯିଏ ବି ତାଙ୍କର ଏହି ଭଳି ଡାନ୍ସ ଆଉ ଅଣ୍ଟା ହଲାଇ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ଦେଖିଲେ ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ମନୋଛୁଆଁ ଡାନ୍ସ ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment