୭ ଦିନ ପିଅନ୍ତୁ ୧୪ କପ ବରଫ ପରି ତରଳିଯିବ ଚର୍ବି 100 % ଗ୍ୟାରେଣ୍ଟି – Health Tips

ବନ୍ଧୁଗଣ ବର୍ତମାନ ଅମର ଖରାପ ଜୀବନ ଶୈଳୀ କାରଣରୁ ଲୋକେ ଅଧିକ ମେଡ଼ାବହୁଳତାର ସ୍ୱୀକାର ହେଉଛନ୍ତି, ଆମର ଭାରତରେ ଅନେକ ଲୋକଙ୍କ ପାଖରେ ଚର୍ବି ଜନିତ ସମସ୍ୟା ଦେଖାଦେଇଥାଏ |ପେଟରେ ଚର୍ବି ଜମିବା କାରଣରୁ ଲୋକେ ଅଧିକ ସମୟ ଚିନ୍ତାରେ ରହିଥାନ୍ତି,ଚର୍ବି ଶରୀରରେ ଅଧିକ ମାତ୍ରାରେ ଜମିଲେ ଅନେକ ପ୍ରକାର ରୋଗ ମଧ୍ୟ ଦେଖା ଦେଇଥାଏ |ମୁଁ ଆଜି ଆପଣଙ୍କୁ ଆପଣଙ୍କ ଶରୀର ଚର୍ବି କମିବା ପାଇଁ ଏକ ସୁନ୍ଦର ପ୍ରାକୃତିକ ଘରୋଇ ଉପଚାର କହିବି, ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀର ଚର୍ବିର ମାତ୍ରା ନିଶ୍ଚିତ କମିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡ଼ି ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-

ଗୋଲମରିଚ, କଞ୍ଚା ହଳଦୀ,ବୃଶୁଙ୍ଗା ପତ୍ର

ପ୍ରସ୍ତୁତି :-

ଆପଣ ଏହି ପ୍ରକୃତିକ ଉପାୟରେ ହୋମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଏକ ପାତ୍ର ନେଇ ସେଥିରେ ଏକ ଗ୍ଲାସ ପାଣି ନିଅନ୍ତୁ ପରେ ଆପଣ ସେହି ପାଣିରେ ଏକ ଛୋଟ ଖଣ୍ଡ ହଳଦୀକୁ ଭଲ ଭାବରେ ଛେଞ୍ଚି ସେଥିରେ ପକାନ୍ତୁ |ପରେ ଆପଣ ଛଅଟି ଗୋଲମରିଚ ନେଇ ତାହାର ଗୁଣ୍ଡ ମଧ୍ୟ ସେହି ପାଣି ପକାନ୍ତୁ, ଏହା ସହିତ ଆପଣ ଏକ ଡାଳି ବୃସୁଂଗା ପତ୍ରକୁ ଭଲ ଭାବରେ ଧୋଇ ସେଥିରେ ପକାନ୍ତୁ |ଏହି ଡ୍ରିଙ୍କର ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ମିଶ୍ରି କିମ୍ବା ମହୁର ବ୍ୟବହାର କରିପାରିବେପରେ ଆପଣ ଏହି ପାଣିକୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ |ଯେପରି ଏକ ଗ୍ଲାସ ପାଣି ଅଧା ଗ୍ଲାସରେ ହୋଇଯିବ ପରେ ଆପଣ ଗ୍ୟାସ ବନ୍ଦ କରି ଏହି ଡ୍ରିଙ୍କୁ ଏକ କପକୁ ଛାଣି ନିଅନ୍ତୁ |

ବ୍ୟବହାର :-

ଏହି ଘରୋଇ ପ୍ରସ୍ତୁତ ଡ୍ରିଙ୍କୁକୁ ଆପଣ ପ୍ରତ୍ୟେକ ଦିନ ଦୁଇ ଥର ସେବନ କରନ୍ତୁ, ଏହି ଡ୍ରିଙ୍କକୁ ଆପଣ ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ସେବନ କରନ୍ତୁ |ଏହା ସହିତ ପ୍ରତ୍ୟେକ ଦିନ ରାତିରେ ଖାଇବାର ଅଧା ଘଣ୍ଟା ପରେ ଏହି ଡ୍ରିଙ୍କ ଉଷମ ଥିବା ସମୟରେ ଏହାକୁ ସେବନ କରନ୍ତୁ, ଯଦି ଆପଣ ଲଗାତାର ଭାବରେ ଏହି ଡ୍ରିଙ୍କ ସେବନ କରନ୍ତି ତେବେ ଆପଣଙ୍କ ଶରୀର ଚର୍ବି ଧୀରେ ଧୀରେ କମିବା ସହିତ ଆପଣ ସ୍ଲିମ ମଧ୍ୟ ହୋଇଯିବେ |

ଏହା ସହିତ ଆପଣ ନିଜ ଜୀବନ ଶୈଳୀରେ କିଛି ପରିବର୍ତନ କରିବା ପାଇଁ ଚେଷ୍ଟା କରନ୍ତୁ, ପ୍ରତ୍ୟେକ ଦିନ ସକାଳ ଏକ୍ସସାରସାଇଜ କରିବା ସହିତ ଜଙ୍କ ଫୁଡ କିମ୍ବା ଅଏଲି ଜାତୀୟ ଫୁଡ ଠାରୁ ସମ୍ପୂର୍ଣ ଦୂର କରନ୍ତୁ |ଏହା ସହିତ ଆପଣ ପ୍ରତ୍ୟେକ କିଛି ସମୟ ଚଲାବୁଲା କରିବା ସହିତ ନର୍ମାଲ ଜାତୀୟ ଖାଦ୍ୟ ଖାନ୍ତୁ, ପ୍ରତ୍ୟେକ ଦିନ ଫଳ ସହିତ ସବୁଜ ପନିପରିବା ଖାଇବା ଦ୍ଵାରା ଆପଣଙ୍କ ଶରୀର ସମ୍ପୂର୍ଣ ସୁସ୍ଥ ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment