ଦେଖନ୍ତୁ viral ଭିଡିଓ -ସ୍କୁଲ ଭିତରେ ଝିଅଙ୍କ ମଦ ପିଇବା ସହିତ କରିଲେ ଉତପାତିଆ କାମ, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି। କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପ୍ ରେ ନେଉଛନ୍ତି। ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି। ସେହିଭଳି ଏକ ନିନ୍ଦନୀୟ ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କିଛି ଯୁବତୀ ମାନଙ୍କୁ ଖଲୋମ ଖୋଲା ମଦ ପିଉ ଥିବାର ଦେଖିବା ପାଇଁ ମିଳୁଛି।
ହଁ ଆଜ୍ଞା ସୋସିଆଲ ମେଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକିଏ ଭଲ ଭାବରେ ଦେଖି ନିଅନ୍ତୁ ଯେଉଁଥିରେ ଦୁଇ ଜଣ କଲେଜ୍ ଛାତ୍ରୀ କଲେଜ୍ ୟୁନିଫର୍ମ ରେ ଅଛନ୍ତି ବେକରେ ଆଇ କାର୍ଡ ମଧ୍ୟ ରହିଛି। ଆଉ କଲେଜ୍ ର ପାଚେରି ପଛପଟେ ଏହି ଦୁଇ ଯୁବତୀ କିପରି ଢ଼କ ଢ଼କ କରି ବିଅର୍ ପିଉଛନ୍ତି। ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଉ ଯାଉଛନ୍ତି ଏହି ଯୁବତୀ ମାନେ।ଯାହା ଏକ ଲଜ୍ୟାର ବିଷୟ ଅଟେ। ପୁଅ ପିଲାଙ୍କ ଠାରୁ ମଧ୍ୟ ବଳି ଯାଇଛନ୍ତି ଏହି ନଛୋଡବନ୍ଧା ଯୁବତୀ ମାନେ। ଆଉ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ନେଇ ସମାଲୋଚନା ମଧ୍ୟ କରୁଛନ୍ତି। ଆଉ ଏଭଳି ଯୁବତୀ ମାନେ ସମାଜ ଉପରେ କୁ ପ୍ରଭାବ ପକାଉଛି ବୋଲି କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ସମାଜ ଉପରେ କୁ ପ୍ରଭାବ ପକାଉଛି ତାହା ନିଶ୍ଚିତ। ତେଣୁ ଏଥିପ୍ରତି ସବୁ ବାପ ଧ୍ୟାନ ଦେବା ଆବଶ୍ୟକ। ଝିଅକୁ କେବଳ କଲେଜ୍ କୁ ଛାଡି ଦେଇ ନିଶ୍ଚିତ ହୋଇ ଘରେ ବସି ରହିଲେ ହେବନାହିଁ ସେମାନଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ବ ଦେବା ଆବଶ୍ୟକ। କଲେଜ୍ କୁ ଯାଇ ଝିଅ କଣ କରୁଛି କାହା ସହ ମିଶୁଛି କେମିତି ବ୍ୟବହାର କରୁଛି ସବୁ କିଛିର ଟିକନିଖି ଖବର ବାପା ମା ମାନଙ୍କର ରଖିବା ନିହାତି ଆବଶ୍ୟକ।

କାରଣ ଝିଅ ଯାହା କରିଥାଏ ସେ ସବୁର ପ୍ରଭାବ ପରିବାର ଉପରେ ବାପା ମାଙ୍କ ଉପରେ ପଡ଼ିଥାଏ। ତେଣୁ ଝିଅକୁ ଆକଟ କରିବା ସହିତ ଭଲ ଶିକ୍ଷା ଦିଅନ୍ତୁ ଏବଂ ଭଲ ରାସ୍ତାକୁ ଆସିବା ପାଇଁ ପରାମର୍ଶ ଦିଅନ୍ତୁ। ତାହାଲେ ଯାଇ ଆପଣଙ୍କ ପିଲା ପାଠ ପଢିବା ସହିତ ଆପଣଙ୍କ ନାଁକୁ ଉଜ୍ଜଳ କରିବ। ନଚେତ୍ ଭିଡିଓରେ ଦେଖା ଯାଉଥିବା ଯୁବତୀ ମାନଙ୍କ ପରି ଆପଣଙ୍କ ଝିଅ ବି ହୋଇପାରେ ସେଥିରେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment