ଓଃ କି ଡ୍ୟାନ୍ସ ! ସ୍କୁଲ ଭିତରେ ଗାଉଁଲି ଝିଅ କଲା ନିୟୁ ଷ୍ଟାଇଲ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବର୍ତ୍ତମାନ ସୋସିଆଲ ଆଜିକାଲି ଅନେକ ପ୍ରକାରର ଏଣ୍ଟଟେନମେଣ୍ଟ ଭିଡ଼ିଓ ଗୁଡିକ ଦେଖିବାକୁ ମିଳୁଛି ।ତେବେ କମେଡି, ଡ୍ୟାନ୍ସ ଓ ଆକ୍ଟିଂ ର ଛୋଟ ଛୋଟ ଭିଡ଼ିଓ ଗୁଡିକ ଦେଖିଲେ ଆମକୁ ଖୁବ ମଜା ଲାଗିଥାଏ ।ହେଲେ ଏମିତି ସବୁ ଭିଡ଼ିଓ ଗୁଡିକ ଭିତରୁ ଡ୍ୟାନ୍ସ ଭିଡ଼ିଓ ଖୁବ ଜଳଦି ଆମକୁ ଆକୃଷ୍ଟ କରିଥାଏ ।ସତ କହିବାକୁ ଗଲେ ଡ୍ୟାନ୍ସ କାହାକୁ ବା ଭଲ ନଲାଗେ,ଆଉ ଆଜିର ପିଲା ମାନଙ୍କ ରେ ଡ୍ୟାନ୍ସ ରେ ର ଅଦ୍ଭୁତ ଅଦ୍ଭୁତ ଷ୍ଟେପ ଗୁଡିକ ଦେଖିବାକୁ ମିଳୁଛି ।ଆଉ ସେହି ଡ୍ୟାନ୍ସ ଦେଖିଲେ ସହଜରେ ଆଖି ହଟେଇ ହୁଏ ନାହିଁ, ଯେମିତି ଏହି ସ୍କୁଲ ଝିଅ ଟିକୁ ଦେଖୁ ନାହାଁନ୍ତି ଏତେ ସୁନ୍ଦର ଡ୍ୟାନ୍ସ କରୁଛି କି ଯେ କେହି ବି ପ୍ରଶଂସା ନକରି ରହିପାରିବେ ନାହିଁ ।

ତେବେ ଡ୍ୟାନ୍ସ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନିହାତି ଜରୁରୀ, ଡ୍ୟାନ୍ସ କରିବା ଦ୍ୱାରା ଆମେ ସବୁବେଳେ ନିଜକୁ ଋଫ୍ରେସ ଅନୁଭବ କରିଥାଉ ।ଛୋଟ ପିଲା ଠାରୁ ବୁଡ଼ା ଯାଏ ଆଜି ଏହି ଡ୍ୟାନ୍ସ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପରିଚୟ ସୃଷ୍ଟି କରିପାରିଛନ୍ତି ।ତେବେ ଅନେକ ସମୟରେ ଲୋକମାନେ ସୋସିଆଲ ମେଡିଆରେ ନିଜର ଡ୍ୟାନ୍ସ ଟେଲେଣ୍ଟ ଦେଖାଇ ପ୍ରଶଂସା ସାଉଁଟି ପାରୁଛନ୍ତି ।ଏବେ ସୋସିଆଲ ମେଡିଆରେ ଜଣେ ସ୍କୁଲ ଝିଅ ର ଡ୍ୟାନ୍ସ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ।କୁନି ଝିଅ ଟି ତେଲୁଗୁ ଗୀତରେ ଏତେ ସୁନ୍ଦର ଷ୍ଟେପ କରୁଛି କି ଆପଣ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ହେବେ ।

ତେବେ ଭାଇରଲ ଭିଡ଼ିଓଟିରେ ଝିଅ ଟିଏ ଖୁବ ସୁନ୍ଦର ଡ୍ୟାନ୍ସ କରୁଥିବାର ଦେଖା ଯାଉଚି ।ଝିଅଟି ସ୍କୁଲ ୟୁନିଫର୍ମ ରେ ରହିଥିବା ବେଳେ ପାଖରେ କିଛି ସ୍କୁଲ ପିଲାମାନେ ଛିଡା ହେଇ ଝିଅର ଡ୍ୟାନ୍ସ ର ମଜା ନେଉଛନ୍ତି ।ତେବେ ଝିଅଟି ଗୋଟିଏ ତେଲଗୁ ଗୀତରେ ଡ୍ୟାନ୍ସ କରୁଛି ଯେଉଁ ଗୀତଟି ହେଉଛି “ବଲମ ଫିତା..” ।ତେବେ ପୁରା ଭିଡ଼ିଓରେ ଝିଅ ଟିର ଟିକିଏ ଏନେର୍ଜି କମିବାର ଦେଖାଯାଉ ନାହିଁ, ତା ସହିତ ଝିଅର ଡ୍ୟାନ୍ସରେ ସବୁବେଳେ ନୂଆ ନୂଆ ଷ୍ଟେପ ଦେଖିବାକୁ ମିଳୁଛି ।ଆଉ ଏମିତି ଡ୍ୟାନ୍ସ ଦେଖି ସବୁ ପିଲାମାନେ ତାଳି ଝିଅକୁ ଉତ୍ସାହିତ କରୁଛନ୍ତି ।

ପୁରା ଭିଡ଼ିଓରେ ପିଲାଙ୍କୁ ଦେଖି ଓ ପରିବେଶ ଦେଖି ଜଣା ପଡୁଛି କି ଭିଡ଼ିଓ ଟି ଏକ ସ୍କୁଲ ଭିତରେ, ଆଉ ଝିଅଟି ସ୍କୁଲ ରେ ଡ୍ୟାନ୍ସ କରୁଥିବା ବେଳେ କେହି ଏହାର ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ ।ତାପରେ ଭିଡ଼ିଓ ଟି ବହୁତ ମାତ୍ରାରେ ଭାଇରଲ ହେବା ସହିତ ଏବେ ଯାଏ ଭିଡ଼ିଓ ଟିକୁ 57 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।ଆପଣ ଯଦି ଝିଅ ଟିର ଡ୍ୟାନ୍ସ ଏବେ ନାହିଁ ଦେଖି ନାହାନ୍ତି ତାହେଲେ ନିଶ୍ଚୟ ଥରେ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment