ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମନ ଖୁସି ହୋଇଯାଇଥାଏ | ଆଉ ସେହି ଭଳି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ସ୍କୁଲ ରେ ପଢ଼ୁଥିବା ଝିଅ ଜଣଙ୍କର ଡାନ୍ସ ଭିଡିଓ | ଆଉ ଯେଉଁ ଡାନ୍ସ ଭିଡିଓ ଟିରେ ସ୍କୁଲ ରେ ପଢ଼ୁଥିବା ଝିଅ ଜଣଙ୍କ ସ୍କୁଲ ପ୍ରଗ୍ରାମ ରେ କରିବାକୁ ଲାଗିଛନ୍ତି ଡାନ୍ସ, ଆଉ ସମସ୍ତଙ୍କୁ ତାଙ୍କ ଡାନ୍ସ ରେ ଆତ୍ମ ବିଭୋର କରିବାକୁ ଲାଗୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି କେନ୍ଦୁଝର ରେ | ଆଉ ଯେଇଠି ସ୍କୁଲ ପ୍ରଗ୍ରାମ ରେ ଝିଅ ଜଣଙ୍କ ସ୍କୁଲ ଡ୍ରେସ ପିନ୍ଧି ନାଚିବାକୁ ଲାଗିଛନ୍ତି | ଆଉ ତାଙ୍କର ସେହି ଦମଦାର ଡାନ୍ସ ରେ ଉପସ୍ଥିତ ଥିବା ପିଲାଙ୍କ ସମେତ ସମସ୍ତଙ୍କର ମନକୁ ମଧ୍ୟ ବେଶ ହରଣ କରିବାକୁ ଲାଗିଛନ୍ତି | ଆଉ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଖୁସି ହୋଇଯିବେ ବୋଲି କୁହାଯାଉଛି |ତେବେ ଏହି ଡାନ୍ସ ଟି ହେଉଛି ଗଜ ପଥର ହାଇ ସ୍କୁଲ ରେ | ଆଉ କୁହାଯାଉଛି କି ସ୍କୁଲ ରେ ଚାଲିବାକୁ ଲାଗିଥିଲା ଗୋଟିଏ ସ୍କୁଲ ପ୍ରଗ୍ରାମ |
ଆଉ ଯେଉଁଥିରେ ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ | ଆଉ ଯାହା କୁହାଯାଉଛି କି ଦିଲବର ଗୀତ ରେ ଦର୍ଶକ ମାନ ଙ୍କର ମନକୁ କିଣି ନେଇଛନ୍ତି ଝିଅ ଜଣଙ୍କ | ଆଉ ଯାହା ପ୍ରଗ୍ରାମ ଦେଖୁଥିବା ପିଲାମାନଙ୍କ ସମେତ ଶିକ୍ଷକ ମାନେ ମଧ୍ୟ ସେହି ଡାନ୍ସ କୁ ଦେଖିବା ପରେ ଖୁସି ହେବା ସହିତ ପ୍ରସଂଶା ମଧ୍ୟ କରିବା ପାଇଁ ଲାଗି ପଡିଥିଲେ ପିଲା ଟିର | ଆଉ ଯାହା କୁହାଯାଉଛି କି “ଦିଲ ବର ” ଗୀତ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି ଝିଅ ଟି |
ଆଉ ଝିଅ ଟି ସହିତ ସ୍କୁଲ ର ଅନ୍ୟ ପିଲାମାନେ ମଧ୍ୟ ତାଙ୍କର ଗୀତ ରେ ବେଶ ଝୁମୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା ବୋଲି ଦେଖିବାକୁ ମିଳିଛି | ତେବେ ଝିଅ ଟିର ଏହିଭଳି ଡାନ୍ସ କୁ ମଧ୍ୟ ଉପସ୍ଥିତ ଥିବା ଶିକ୍ଷକ ଯେଉଁ ମାନେ କି ଜୋର୍ଜ ଭାବରେ ପ୍ରଗ୍ରାମ କୁ ଚଳାଉଥିଲେ ସେମାନେ ମଧ୍ୟ ଝିଅ ଟିକୁ ଉତ୍ସାହିତ କରାଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।