ଓଃ କି ଡ୍ୟାନ୍ସ ! School ground ଉପରେ Teri Mitti ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡିଆର ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି| ଆଉ ଯେଉଁ ଭିଡ଼ିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିବାକୁ ଲାଗିଥାଏ ବୋଲି କୁହାଯାଉଛି ତାହା ସହିତ ଦେଖିବାକୁ ମିଳିଥାଏ କି ଛୋଟ ଛୋଟ ଛୁଆଁ ମାନେ ଆଜି କାଲି ସୁନ୍ଦର ଭାବରେ ମାନଙ୍କୁ କିଣିନେଲା ଭଳି ଡାନ୍ସ ଦେଖାଇବାକୁ ଲାଗୁଛନ୍ତି ଆଉ ଯାହାକୁ ଆଜିର ସୋସିଆଲ ମିଡ଼ିଆରେ ଯୁଗ ରେ ଭାଇରାଲ ହେବା ଫଳରେ ଲୋକ ମାନେ ସେ ସବୁ କୁ ଦେଖି ବେଶ ପସନ୍ଦ କରିବାରେ ଲାଗୁଛନ୍ତି | ତାହା ସହିତ ସେମାନଙ୍କର କେରିୟର ରେ ମଧ୍ୟ ତାହା ବିଶେଷ ଭାବରେ ସହାୟକ ହୋଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ଲୋକ ମାନେ ସମସ୍ତଙ୍କର ଡାନ୍ସ ଅପେକ୍ଷା ଯେତେବେଳେ ଛୋଟ ପିଲାମାନେ ସେମାନଙ୍କର ଡାନ୍ସ ଦେଖାଇ ଥାଆନ୍ତି ସେତେବେଳେ ସେହି ଡାନ୍ସ କୁ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ବେଶ ପସନ୍ଦ କରିଥାନ୍ତି ଓ ଭଲ ପାଇବା ମଧ୍ୟ ଦେଇଥାନ୍ତି ବୋଲି କୁହାଯାଉଛି |ତେବେ ବର୍ତ୍ତମାନ ସେହି ଭଳି ଦୁଇଜଣ କୁନି କଳାକାର ସେମାନଙ୍କର ଡାନ୍ସ ପୋରଫୋମେନ୍ସ ଦେଖାଇ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି କୌଣସି ସ୍କୁଲ ରେ ଏହିଭଳି ଏକ ଦମଦାର ଫାଂକ୍ସନ ଚାଲିଛି | ଆଉ ଯେଉଁଠି ଦୁଇ ଜଣ କୁନି ଝିଅ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି | ସେମାନେ “ତେରି ମିଟ୍ଟୀ ” ଏହି ଭଳି ଏକ ଦେଶାତ୍ମକ ଗୀତ ରେ ଡାନ୍ସ କରିବାକୁ ଲାଗିଛନ୍ତି | ତାହା ସହିତ ଦେଖିବାକୁ ମିଳିଛି କି ଦୁଇ ଜଣ ଝିଅ ସମାନ ପୋଷାକ ପିନ୍ଧିଛନ୍ତି ଆଉ ଏହି ଭଳି ଏକ ଦେଶାତ୍ମକ ଗୀତ ରେ ଜାତୀୟ ପତାକା କୁ ଉଡାଇକି କରିବାକୁ ଲାଗିଛନ୍ତି ଡାନ୍ସ ଆଉ ଯାହା ବେଶ ସୁନ୍ଦର ହୋଇଛି ବୋଲି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ତାହା ସହିତ ଦେଖିବାକୁ ମିଳିଥିଲା କି ଏହି ଭିଡ଼ିଓ ରେ ଦୁଇଜଣ ସମାନ ଭାବରେ ନାଚିବାକୁ ଲାଗିଛନ୍ତି ଓ ଉପସ୍ଥିତ ଦର୍ଶକ ମାନ ଙ୍କର ମନକୁ କିଣି ନେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭିଡ଼ିଓ ଟିରେ | ଆଉ ଦେଖିବାକୁ ମିଳିଛି କି ଏହି ଭଳି ଭିଡ଼ିଓ କୁ କେହି ଜଣେ ଫୋନ ରେ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରାଇଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଛୋଟ ଝିଅ ଦୁଇଜଣଙ୍କର ଏହି ଭଳି ଡାନ୍ସ ବେଶ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment