ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କ ମନକୁ ଛୁଇଁଥାଏ ବୋଲି କୁହାଯାଉଛି | ଆଉ ବାରମ୍ବାର ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ, ସାଧାରଣତଃ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ର କିଛି ଭିଡ଼ିଓ ଭାଇରାଲ ହୋଇଥାଏ ସେତେବେଳେ ସେହି ଭିଡ଼ିଓ ଗୁଡିକ ଅଧିକ ଆକର୍ଷଣୀୟ ହୋଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଛୋଟ ଛୋଟ ପିଲା ମାନଙ୍କର ସ୍କୁଲ ଯିବା ରାସ୍ତା ରେ ଦେଖାଉଥିବା ଷ୍ଟାଣ୍ଡ ଉପରେ ନଜର ପକାଇଵା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି ର ସୋସିଆଲ ମିଡ଼ିଆ ଯୁଗରେ କେହି ଆଉ ପଛରେ ରହୁନାହିଁ, ସମସ୍ତେ ନିଜ ଭିତରେ ଥିବା ପ୍ରତିଭା ଆଉ କଳା କୁ ପ୍ରକାଶ କରି ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରୁଛନ୍ତି ଓ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଛୋଟ ଛୋଟ ପିଲା ପୁଅ ଓ ଝିଅ ଦୁଇଜଣ ସ୍କୁଲ କୁ ଯିବା ବାଟରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଜବରଦସ୍ତ ଡାନ୍ସ |
ଆଉ ଯେଉଁଠି ପ୍ରଥମେ ପୁଅ ଜଣଙ୍କ ଗୋଡ଼ ଉପରକୁ ଆଉ ହାତ କୁ ତଳକୁ କରିକି ଦେଖାଇବାକୁ ଲାଗିଥିଲେ କିଛି ନିଆରା ଝଲକ ଆଉ ତାହା ପରେ ଝିଅ ଜଣଙ୍କ ମଧ୍ୟ ତାଙ୍କ ଭିତରେ ଥିଲା ଏକ ନିଆରା ଶୌଳି ର ପ୍ରତିଭା କୁ ପ୍ରକାଶ କରିବାକୁ ଲାଗିଥିଲେ | ଆଉ ଛୋଟ ଛୋଟ ପିଲା ମାନଙ୍କର ଏହି ଭଳି ପ୍ରତିଭା କୁ ଦେଖିଲା ପରେ ଯାହା ଜଣା ପଡୁଛି କି ଯଦି ପିଲା ମାନଙ୍କୁ ଏହି ଭଳି କିଛି ପ୍ରତିଭା କୁ ଶିଖିବା ପାଇଁ ସୁଯୋଗ ଦିଆଯାଏ ଵା ତାହା ସହିତ ସେମାନଙ୍କୁ ଟ୍ରେନିଂ ଦିଆଯାଏ ତାହେଲେ ସେମାନେ ବହୁତ ଆଗକୁ ଯାଇ ପାରିବେ |
ତେବେ ଛୋଟ ଛୋଟ ପିଲା ମାନଙ୍କର ଏହି ଭଳି ପ୍ରତିଭା କୁ କେହି ଜଣେ ମୋବାଇଲ ରେ ରେକଡ଼ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ସମସ୍ତେ ଝିଅ ପୁଅ ଦୁଇଜଣ ଙ୍କୁ ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ଯାହା କୁହାଯାଉଛି କି ତାଙ୍କ ଭିତରେ ଥିବା ଏହି ଭଳି ପ୍ରତିଭା କୁ ଲୋକ ମାନେ ଦେଖିବା ପରେ ଚର୍ଚ୍ଚା କରିବାକୁ ଲାଗିଛନ୍ତି ଓ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।