ଶୁଣନ୍ତୁ ଭାଇରାଲ Audio Call : ରସିକିଆ ଆରଆଇ ଙ୍କ ପରକୀୟା ପ୍ରୀତିର ପ୍ରେମଳାପ ଭାଇରାଲ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖୁଥିଲେ ମଧ୍ୟ ବର୍ତ୍ତମାନ ଅଧିକ ସମୟରେ ବିଭିନ୍ନ ଅଡ଼ିଓ ଗୁଡିକ ବିଷୟରେ ଶୁଣିବାକୁ ପାଉଥିବେ | ଆଉ ଯେଉଁ ଅଡ଼ିଓ କୁ ଶୁଣିକି ଆମେ ମାନେ ଅନେକ କଥା ଜାଣିବାକୁ ପାଇଥାଉ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି କୁହାଯାଉଛି କି ଆଇଆଇ ଙ୍କ ସହିତ ଯୁବତୀ ଙ୍କର ଏକ ଅଡ଼ିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଯୁବତୀ ଜଣଙ୍କ କେଉଁ ଭଳି ଭାବରେ ବ୍ଲେମ ର ଶିକାର ହେଇଛନ୍ତି ସେ ବିଷୟରେ ପ୍ରକାଶ କରିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇଵା |

କୁହାଯାଉଛି କି ଆଜି କାଲି ବଡ଼ ବଡ଼ିଆ ବାବୁ ଅଫିସର ତଥା ସରକାରୀ କର୍ମଚାରୀ ମାନଙ୍କୁ ବିଶ୍ୱାସ ନାହିଁ | ଆଉ ଯେଉଁ ମାନେ କି କେତେବେଳେ କଣ ସବୁ କାମ କରୁଛନ୍ତି ଆଉ ଯାହା ଯୋଗୁଁ ଅସୁବିଧାର ଶିକାର ହେଉଛନ୍ତି ସେ ବିଷୟରେ କୁହାଯାଉଛି | ତେବେ ଭାଇରାଲ ହେଉଥିବା ଏହି ଅଡ଼ିଓ ରେ ଶୁଣିବାକୁ ମିଳିଛି ଆଇଆଇ ଙ୍କ ସହିତ ସଂତୃପ୍ତ ଯୁବତୀ ଜଣଙ୍କ ର କଥା ହେଉଥିବା ସମୟର କିଛି ଭାଇରାଲ ହେଉଥିବା ଅଡ଼ିଓ | ଆଉ ଯେଉଁଥିରେ ଯୁବତୀ ଜଣଙ୍କ ଅଫିସର ଜଣ ଙ୍କ ତାଙ୍କୁ ଡ଼ାକିବ କାରଣରୁ ତାଙ୍କ ଅଫିସକୁ ଯାଇଥିଲେ |

ଆଉ ତାଙ୍କର ପୁଅ କୁ ମଧ୍ୟ ତାଙ୍କର ସାଙ୍ଗରେ ନେଇ ଯାଇଥିଲେ | ଆଉ ଯେଉଁଠି ଯୁବତୀ ଜଣଙ୍କ ନିଜ ର ସ୍ୱାମୀ ଥାଉ ଥାଉ ଅଫିସର ଙ୍କ ସହିତ ସମ୍ପର୍କ ରଖିବା କଥା ଏଠାରେ ପ୍ରକାଶ କରିଛନ୍ତି | ଆଉ ତାଙ୍କ ସହିତ ପ୍ରୀତି ବଢାଇବା ପାଇଁ ମଧ୍ୟ ଆଇ ଆଇ ଜଣ ଙ୍କ ରାଜି ହୋଇଛନ୍ତି ଆଉ ବିଭିନ୍ନ ପ୍ରକାରର ପ୍ରପୋଜାଲ ମଧ୍ୟ ଦେବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି | ତେବେ ଏହି କଥା କୁ ସ୍ୱାମୀ ଜଣଙ୍କ ଜାଣିବା ପରେ ଯୁବତୀ ଙ୍କୁ ବିଭିନ୍ନ ଭାଷାରେ ଗାଳି ଦେବା କଥା ମଧ୍ୟ ଏହି ଅଡ଼ିଓ ଟିକୁ ଶୁଣିକି ବେଶ ଭଲ ଭାବରେ ଜାଣି ହେଉଛି |

ତେବେ ଆଜି କାଲି ଦୁନିଆରେ ନିଜ ର ସ୍ୱାମୀ ଓ ସ୍ତ୍ରୀ ଥାଉ ଥାଉ ଯେଉଁ ଭଳି ଭାବରେ ପର କ୍ରିୟା ପ୍ରୀତି ସମସ୍ତେ ଚଳାଉଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଅଡ଼ିଓ କୋଲ କୁ ଦେଖିକି ସ୍ପଷ୍ଟ ଭାବରେ ଜଣା ପଡୁଛି | ଆଉ ଏହି ଭଳି ଏକ ଅଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment