ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ କୁହାଯାଏ କି ପ୍ରାକୃତିକ ବିପର୍ଯ୍ୟୟ ଯେ ଏତେ ଭୟଙ୍କର ହୋଇଥାଏ ଯାହା ଏହି ଭିଡ଼ିଓ କୁ ଦେଖିକି ଜାଣି ହେବ ବୋଲି କୁହାଯାଉଛି | ଆଉ ଯେଉଁଠିଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ବନ୍ୟା ରୁ ନିଜର ଜୀବନକୁ ରକ୍ଷା କରିବା ପାଇଁ ମରଣ ସହିତ ସଂଘର୍ଷ କରୁଛନ୍ତି ସମସ୍ତେ ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷର ବୁଦ୍ଧି ଆଉ କୌଶଳ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ତାହା ହାର ମାନିବାକୁ ବାଧ୍ୟ ହୋଇଥାଏ | ଆଉ ପ୍ରକୃତି ର କରାଳ ରୂପ ଆଗରେ ସମସ୍ତେ ମୁଣ୍ଡ ନୁଆଁଇଥାନ୍ତି | ଆଉ ବର୍ତ୍ତମାନ ସେହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି ଜାମ୍ମୁ କାଶ୍ମୀର ରେ ବନ୍ୟା ସମୟର ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଠି ବନ୍ୟା ରେ କେଉଁ ଭଳି ଭାବରେ ଲୋକ ମାନେ ଭାସି ଯାଉଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |
ଆଉ ଯାହା ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ ଚାରିଆଡେ ବନ୍ୟା ପାଣି ମାଡ଼ି ଯାଇଛି ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ନିଜର ଜୀବନକୁ କେଉଁ ଭଳି ଭାବରେ ରକ୍ଷା କରିବେ ତାହା ଭାବୁଛନ୍ତି | ତେବେ ବନ୍ୟା ରେ ଜଳ ର ସୁଅ ମଧ୍ୟ ଏତେ ପ୍ରାଖୋର ଯେ ଯଦି ସେହୁ ସୁଅ ରେ ଆପଣ ମାନେ ପଡିଯିବେ ତାହେଲେ ସେହି ବର୍ଷା ର ସୁଅ ରେ ଭାସି ଜୀବନ ଯିବାର ମଧ୍ୟ ସମ୍ଭାବନା ଅଛି | ଆଉ ଯେଉଁଠି ବନ୍ୟା ଯୋଗୁଁ ଲୋକ ମାନେ କେଉଁ ଭଳି ଭାବରେ ଲୋକ ମାନେ କେଉଁ ଭଳି ଭାବରେ ବନ୍ୟା ପାଣି ଭିତରେ ଫୋସି ଯାଇଛନ୍ତି ଯାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି |
ତାହା ସହିତ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ କେଉଁଭଳି ଭାବରେ ଉଚ୍ଚ ସ୍ଥାନରେ ଛିଡା ହୋଇଛନ୍ତି ଆଉ ନିଜ କୁ ବଞ୍ଚାଇବା ପାଇଁ ବନ୍ୟା ପାଣି ଭିତରେ ଫୋସି ରହିଛି ତାହା ଏହି ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।