Swastik Tv News Odisha

Season 6 – ଷ୍ଟେଜ ଉପରେ ଏହି ଆଶ୍ଚର୍ଯ୍ୟ ବାଳିକା କଲା ” A Horror Dance “… ଦେଖିଲେ ନିଜକୁ ସମ୍ଭାଳି ପାରିବେ…ନି

0

ବନ୍ଧୁଗଣ ଆପଣ ତ ଅନେକ ପ୍ରକାରର ଡାନ୍ସ ଭିଡିଓ କୁ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିଛି ଡାନ୍ସ ର ଭିଡିଓ ଏମିତି ଆକର୍ଷଣୀୟ ହୋଇଥାଏ ଯାହାକୁ ଦେଖିଲେ ସେଠାରେ ଆଖି ଅଟକି ଯାଇଥାଏ। ଏଭଳି ବି ନୃତ୍ୟ କରିହୁଏ ବୋଲି ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏମିତି କିଛି ଡାନ୍ସ ଭିଡିଓ କୁ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ ଏବଂ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ। ବହୁତ୍ ଅଭ୍ୟାସ ପରେ ଏପରି ଡାନ୍ସ କରିବା ସମ୍ଭବ ହୋଇପାରେ। ତେବେ ଏହା ହେଉଛି ଏକ ଭିନ୍ନ ଧରଣର ଡାନ୍ସର ଷ୍ଟାଇଲ।

ଯାହା ଯେତିକି ଚମତ୍କାର ସେତିକି ଭୟାନକ। ଆଉ ଏହି ଡାନ୍ସ ଭିଡିଓକୁ ଯିଏବି ଦେଖୁଛି ସେ ଏଭଳି ଡାନ୍ସର ପ୍ରଶଂସା କରୁଚି। ଯେଉଁ ଭିଡିଓ କୁ କୋଟି କୋଟି ଲୋକ ଦେଖି ସାରିଲେଣି। ତେବେ ଆପଣମାନେ ଜାଣିଛନ୍ତି ନୃତ୍ୟ ଏକ ଏମିତି ଜିନିଷ ଯାହା ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଆଉ ଏହାକୁ ଦେଖି ଅନ୍ୟମାନେ ବି ଖୁସି ହୁଅନ୍ତି।
ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି।

ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ।ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ। ସେହିପରି ଆଜି ଏହି ଭିଡିଓ ରେ ଆପଣ ଇଣ୍ଡିଆଜ୍ ଗଟ ଟେଲେଣ୍ଟ ର କିଛି ଦମଦାର ଡାନ୍ସ ଭିଡିଓ ର କ୍ଲିପ୍ ଦେଖିବାକୁ ପାଇବେ। ଏଭଳି ଡାନ୍ସ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। ଏଠାରେ ଏହି ଭିଡିଓ ରେ ଯେଉଁ ସବୁ ଡାନ୍ସ ରହିଛି ସେଗୁଡିକ ଦେଖିବାକୁ ତ ଭଲ ଲାଗୁଛି କିନ୍ତୁ ପ୍ରଦର୍ଶନ କରିବା ବେଶ୍ କଷ୍ଟକର ଅଟେ। ପ୍ରଥମେ ଏହି ଭିଡିଓରେ ଜଣେ କୁନି ଝିଅର ଜବରଦସ୍ତ ବଡି ମୋଭମେଣ୍ଟର ଡାନ୍ସ ଦେଖିବାକୁ ପାଇବେ।

ଏହାପରେ ଏକ ଡାନ୍ସ ଗ୍ରୁପ କିପରି ଭାବରେ ବାଉଁଶରେ ତାଙ୍କର ଆକର୍ଷଣୀୟ ଡାନ୍ସ ଦେଖାଉଛନ୍ତି ତାହା ଆପଣ ଦେଖିବାକୁ ପାଇବେ। ଯାହାକୁ ଦେଖି ବିଚାରକ ମାନେ ମଧ୍ୟ ଅବାକ୍ ହୋଇ ଯାଇଛନ୍ତି।ଏହାପରେ ଏକ କୁନି ଝିଅର ଏକ ଦମଦାର ଡାନ୍ସ ର ଷ୍ଟାଇଲ କୁ ଆପଣ ଦେଖିବାକୁ ପାଇବେ।ଏକ ୩ ବର୍ଷର ଝିଅ ଯେଉଁଭଳି ଭାବରେ ଏଠାରେ ଡାନ୍ସ କରୁଛି ତାକୁ ଦେଖି ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ଯାହା ସମସ୍ତଂକ ହୃଦୟକୁ ଛୁଇଁଲା ଭଳି ହୋଇଛି। ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ। ପ୍ରତିଟି ଡାନ୍ସ ବେଶ୍ ଆକର୍ଷିତ କଲାଭଳି ରହିଛି ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.