ସେଲ୍ଫି ନେବା ହେଲା କାଳ.. ଦେଖନ୍ତୁ ଯୁବତୀ ଙ୍କ ମୃତ୍ୟୁ ପୂର୍ବର ଶେଷ ଛାତିଥରା ଭିଡ଼ିଓ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କର ସାମ୍ନା କୁ ଆସୁଥାଏ ଯାହାକୁ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗିଵା ସହିତ ଦୁଃଖ ମଧ୍ୟ ଲାଗିଥାଏ | ଆଉ ମୃତ୍ୟୁ କେତେବେଳେ କାହା ଜୀବନରେ ଆସିପାରେ ସେ କଥା କିଏ କହି ପାରିବ ବୋଲି ପ୍ରଶ୍ନ ଉଠେ | ତେବେ ବେଳେ ବେଳେ ମଜା ମଧ୍ୟ ଆମ ମାନଙ୍କ ପାଇଁକି ସଜା ହୋଇ ଯାଇଥାଏ ଆଉ ଚାଲି ଯାଇଥାଏ ଜୀବନ | ତେବେ ଠିକ ସେହିଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ସେଲ୍ଫି ନେଉଥିବା ସମୟରେ ଝିଅ ଜଣଙ୍କର ଜୀବନ ଚାଲି ଯାଇଛି ଝରଣା ପାଣି ରେ ଭାସି ଯାଇ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

କୁହାଯାଏ ନିଶ୍ୱାସ କୁ ବିଶ୍ୱାସ ନାହିଁ, କେବେ ଆମର ମୃତ୍ୟୁ ଘଟିବ ସେ କଥା କିଏ ଵା କହି ପାରିବ |ତେବେ ମଣିଷ ମଣିଷ ବେଳେ ବେଳେ ଅତ୍ୟଧିକ ଖୁସି ହେବା ଆଉ ଆନନ୍ଦିତ ହୋଇ ଯାଇଥାଏ ଆଉ ଯାହା ଫଳରେ ସେ କଣ କରୁଛି ତାହା ଜାଣି ପାରି ନ ଥାଏ ଆଉ ଅସାବଧାନତା ହୋଇ କାମ କରିଥାଏ | ଆଉ ସେହି ଅସାଧନତା ନେଇ ଯାଇଥାଏ ଲୋକ ମାନଙ୍କର ଜୀବନ ବୋଲି କୁହାଯାଉଛି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି | ଆଉ ଯାହା କୁହାଯାଉଛି କି ଅନୁପମା ପ୍ରଜାପତି ଯିଏକି ନିଜ ବନ୍ଧୁ ମାନଙ୍କ ସହ ଯାଇଥିଲେ ବୁଲିବା ପାଇଁ ଆଉ ମଜା ମସ୍ତି କରିବା ପାଇଁ | ଆଉ ସମସ୍ତ ଙ୍କ ସହ ମିଶି ଉଠାଉ ଥିଲେ ସେଲ୍ଫି | ତାହା ସହିତ ପାହାଡ଼ ଓ ଝରଣା କୁ ଦେଖିକି ସେ ଏତେ ଖୁସି ହୋଇ ଯାଇଥିଲେ କି ସେ କେଉଁଠି ଛିଡା ହୋଇଛନ୍ତି ଆଉ କଣ କରୁଛନ୍ତି ତାହା ଜାଣି ପାରି ନ ଥିଲେ |ଆଉ ଯାହା କୁହାଯାଉଛି କି ଅନୁପମା ଏକ ପଥର ଉପରେ ଛିଡା ହୋଇଥିଲେ |

ଆଉ ଜଣେ ଯୁବକ ତାଙ୍କ ପାଖକୁ ଯିବା ପାଇଁ ପଥର ଉପରକୁ ଉଠିଲା ବେଳେ ଅନୁପମା ଙ୍କ ସହିତ ତାଙ୍କର ଧକ୍କା ଲାଗି ଯାଇଥିଲା | ଆଉ ଯାହା ଫଳରେ ବୋହିଯାଉଥିବା ଝରଣା ର ଶ୍ରତ ରେ ସଙ୍ଗେ ସଙ୍ଗେ ଭାସି ଯାଇଥିଲେ ଅନୁପମା ବୋଲି କୁହାଯାଉଛି | ଆଉ ଚାହୁଁ ଚାହୁଁ ତାଙ୍କର ଜୀବନ ଚାଲି ଯାଇଥିବା କଥା ମଧ୍ୟ କୁହାଯାଉଛି |ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment