ସେଲ୍ଫି ନେବା ହେଲା କାଳ….ଭାଇରାଲ ହେଉଛି ଯୁବତୀ ଙ୍କ Selfie ନେବା ଭିଡ଼ିଓ କ୍ୟାମେରାରେ ରେକର୍ଡ ହେଲା ଶେଷ ଭିଡିଓ ଭିଜୁଆଲ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିଵା ଭଳି ଲାଗିଥାଏ | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମାଡ଼ି ଆସୁଥିବା ବନ୍ୟା ପାଣି ଭିତରେ କେଉଁ ଭଳି ଭାବରେ ସେଲ୍ଫି ଉଠାଉଛନ୍ତି ଯୁବକ ମାନେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି ର ଯୁବ ପିଢ଼ି ମାନଙ୍କ ପାଇଁକି ସେଲ୍ଫି ନେବା ଏକ ନିଶା ହୋଇ ଗଲାଣି | ଆଉ ସ୍ଥାନ, କାଳ ପାତ୍ର କିଛି ନ ଦେଖି ଯେଉଁଠି ପାରୁଛନ୍ତି ସେଇଠି ଉଠାଇବାକୁ ଲାଗୁଛନ୍ତି ଫୋଟ ଆଉ ଯାହା ଫଳରେ ଅନେକ ସମୟରେ ସେମାନେ ବିପଦ ର ସାମ୍ନା କରିବା ସହିତ ଅନେକ ଙ୍କର ଜୀବନ ମଧ୍ୟ ଯାଇଥାଏ ଏହି ସେଲ୍ଫି ଯୋଗୁଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ସେଲ୍ଫି କୁ ନେଇକି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଯୁବକ ମାନେ ବନ୍ୟା ସମୟରେ ମାଡ଼ି ଆସୁଥିବା ନଦୀ ର ସ୍ରୋତ ଭିତରେ ପଶିକି ସେଲ୍ଫି ଉଠାଇବାକୁ ଲାଗିଛନ୍ତି | ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରେ | ଆଉ ଯେଉଁଠି କୁହାଯାଉଛି କି ସେହି ଜିଲ୍ଲା ର ଦର୍ଶନୀୟ ସ୍ଥଳୀ ଭୀମକୁଣ୍ଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ | ଆଉ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବେ ଏମିତି ବି ସେଲ୍ଫି ନିଶା ମଣିଷ ଙ୍କ ପାଖରେ ରହି ପାରେ ବୋଲି |

ତେବେ ପ୍ରତିବର୍ଷ ବୌତରଣୀ ନଦୀ ରେ ବନ୍ୟା ଆସିଥାଏ କେନ୍ଦୁଝର ରେ ଥିବା ଭୀମକୁଣ୍ଡ ମନ୍ଦିର ପାଖକୁ ଆଉ ଏଠାରେ ମଧ୍ୟ ସେହିଭଳି ବନ୍ୟା ଦେଖିବାକୁ ମିଳିଥିଲା | ଆଉ ସେହି ବନ୍ୟା ସମୟରେ ପାଣି ର ପ୍ରଖର ସ୍ରୋତ ମଧ୍ୟରେ ଦେଖିବାକୁ ମିଳିଥିଲା କି କେତେଜଣ ଯୁବନ ଜୀବନ କୁ ବାଜି ଲଗାଇ ଉଠାଇବାକୁ ଲାଗିଥିଲେ ସେଲ୍ଫି | କୁହାଯାଉଛି କି ଆଉ ଯଦି ଟିକିଏ ବି ଅସାବଧାନତା ହୁଅନ୍ତି ତାହେଲେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment