ଆପଣ ମାନେ ସମସ୍ତେ ଜାଣିଥିବେ କି ସୌଦାର୍ଯ୍ୟ ର ମୂଳ କାରଣ ହୋଇଥାଏ ତାହା ହେଉଛି ଆମର କେଶ | ଆଉ ଯଦି ଆପଣଙ୍କର କେଶ ସୁନ୍ଦର ନାହି ଆଉ କେଶ ଜନିତ ସମସ୍ୟା ଦେଖା ଯାଉଥିବ | କେଶ ସବୁ ଝଡି ଯାଉଥିବ | ତାହେଲେ ଆପଣ କମ ବୟସରେ ବେଶୀ ବୟସର ଲୋକ ଙ୍କ ଭଳି ଦେଖା ଯିବେ ବୋଲି କୁହାଯାଉଛି | ତେବେ ଆଜି ମୁଁଆପଣ ମାନଙ୍କୁ କହିବାକୁ ଯାଉଛି ସେମିତି କିଛି ସମସ୍ୟା ଯାହା ହେଉଛି କେଶ ଝଡିବା ଓକମ ବୟସରୁ ଚନ୍ଦା ପଣ ର ଶିକାର ହେବା ଓଃ ଚୁଟି ନ ବଢିବା ଭଳି ସମସ୍ୟା | ଆଉ ଏହି ସମସ୍ୟା ଯଦି ଆପଣ ଙ୍କ ପାଖରେ ରହିଛି ତାହେଲେ ସେଥିରୁ ରକ୍ଷା ପାଇବା ର ସହଜ ଗୋଟିଏ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |
ତେବେ ଆଜି କାଲି ର ଯୁବ ପିଢ଼ି ମାନଙ୍କର ଖାଦ୍ୟ ପେୟ ର ଅସାବଧାନତା | ତାହା ସହିତ ଆଜିର ପିଲାମାନେ ଅଧିକ ପରିମାଣରେ ବ୍ୟବହାର କରୁଥିବା କେମିକାଲ ପ୍ରଡକ୍ଟସ ଗୁଡିକ ର ଅତ୍ୟଧିକ ପରିମାଣରେ ବ୍ୟବହାର କରିବା ଫଳରେ ତାହା ଆମ କେଶ ଉପରେ ଭଲ ପ୍ରଭାବ ପକାଇବା ପରିବର୍ତ୍ତେ ଖରାପ ପ୍ରଭାବ ଗୁଡିକ ପକାଉଛି | ଆଉ ଯାହା କେଶରେ ମୂଳ କୁ ଦୁର୍ବଳ କରିବାକୁ ଲାଗିଛି | ଆଉ ଯାହା ଫଳରେ ଅନେକ ସମୟରେ କେଶ ଜନିତ ସମସ୍ୟା ଗୁଡିକ ମଧ୍ୟ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କ ପାଇଁ ନେଇ ଆସିଛି କିଛି ଏଭଳି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଟିପ୍ସ, ଯାହାକୁ ଆପଣ ମାନେ ବ୍ୟବହାର କରିକି କେଶ ଝଡିବା ଓ କେଶ ବଡ଼ ନ ହେବା ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବା |
ଆବଶ୍ୟକୀୟ ଉପକରଣ :-ଚାହା ପତି , ପିଆଜ, ଆଲୋବେରା ଜେଲ,ସାମ୍ପୁ
ପ୍ରସ୍ତୁତି ପ୍ରଣାଳୀ :-ତେବେ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସେହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ଆବଶ୍ୟକ ପଡିବ ପ୍ରଥମେ ଚାହା ପତି ର | ତେବେ ଆପଣ ପ୍ରଥମେ ଗଢେଇ ବସେଇ ସେଥିରେ ଦୁଇ ଗ୍ଲାସ ପାଣି ନେବେ | ତାହା ପରେ ସେଥିରେ ଦୁଇ ଚାମଚ ଚାହା ପତି ପକାଇବେ | ଆଉ ତାହାକୁ 10-15 ମିନିଟ ପର୍ଯ୍ୟନ୍ତ ପାଣିରେ ଫୁଟାଇବେ | ଆଉ ତାହା ଭଲ ଭଵରେ ଫୁଟିକି ପାଣି ରେ ମିଶିଗଲା ଆପଣ ଗୋଟିଏ ଗୋଟା ପିଆଜ କୁ ଆଣିବେ ନାଲି ପିଆଜ ଆବଶ୍ୟକ | ତେବେ ଏହି ପିଆଜ କୁ ଗ୍ରାଇଣ୍ଡିଙ୍ଗ କରିକି ସେଥିରୁ ରସ କୁ ଭଲ ଭାବରେ କାଢି ନିଅନ୍ତୁ ଆଉ ସେହି ଚାହା ପାଣି ରେ ମିଶାଇ ଦିଅନ୍ତୁ | ଆଉ ତାହା ପରେ ଆପଣ ମାନେ ସେଥିରେ ଗୋଟିଏ ଚାମଚ ଆଲୋବେରା ଜେଲ କୁ ମିଶାଇବାର ଆବଶ୍ୟକତା ରହିଛି | ଆଉ ଶେଷରେ ଆପଣ ମାନେ ଆପଣ ବ୍ୟବହାର କରୁଥିବା ସାମ୍ପୁ ଗୋଟିଏ ଚାମଚ ମିଶାଇବେ ଆଉ ତାହାକୁ ଭଲ ଭାବରେ ମିଶାଇ ଦେବେ |
ବ୍ୟବହାର :-ପ୍ରସ୍ତୁତ କରିଥିବା ଏହି ମିଶ୍ରଣ କୁ ଆପଣ ଆପଣଙ୍କ ମୁଣ୍ଡରେ ସାମ୍ପୁ ଭଳିଆ ଲଗାଇ ପରେ ଧୋଇ ପାରିବେ | ଏହି ଭଳି ଭାବରେ ସପ୍ତାହ ରେ 2 ଥର କରିବେ |ଏହି ଭଳି ଭାବରେ ଆପଣ ମାନେ କେଶ ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।