ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ଙ୍କୁ ବେଶ ଖୁସି ଲାଗିଥାଏ ଆଉ ସେହି ଭଳି ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିକିଛି dj ର ତାଳେ ତାଳେ ଡାନ୍ସ କରି ସମସ୍ତଙ୍କର ମନକୁ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ନଜର ପକାଇବା |
ତେବେ କୁହାଯାଏ କି ଡାନ୍ସ ହେଉଛି ଗୋଟିଏ ଏମିତି ଜିନିଷ ଯାହା ସମସ୍ତ ଙ୍କ ମନରେ ଖୁସି ଆଣି ଦେଇଥାଏ ବୋଲି କୁହାଯାଉଛି | ଆଉ ଯେତେବେଳେ ଡାନ୍ସ ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଇଥାନ୍ତି ସୋସିଆଲ ମିଡ଼ିଆରେ ସେତେବେଳେ ଆପଣ ମାନଙ୍କୁ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକ ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଦୁଇଜଣ ମହିଳା ଙ୍କ ସହିତ ଜଣେ ଝିଅ |
ଆଉ ଯେଉଁଠି କୁହାଯାଉଛି କି ୱେଷ୍ଟ ବେଙ୍ଗଲ ରେ ଏକ ପୂଜା ଫାଂକ୍ସନ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଡାନ୍ସ ର କମାଲ ମହିଳା ମାନଙ୍କର | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ମହିଳା ଓ ଝିଅ ଜଣଙ୍କ ବାଜା ର ତାଳେ ତାଳେ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ସମସ୍ତଙ୍କ ସାମ୍ନା ରେ | ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ଆଉ କେଉଁ ଭଳି ଭାବରେ ମନ ଖୁସି ରେ ସେମାନେ ଏନଜୟ କରିବାକୁ ଲାଗିଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ଦେଖିବାକୁ ମିଳିଛି |
ତେବେ ବାଜା ଵାଲା ମାନେ ସୁନ୍ଦର ଭାବରେ ଗୀତ ର ତାଳେ ତାଳେ ବଜେଇବା ପାଇଁ ଲାଗିଛନ୍ତି ବାଜା | ଆଉ ସେହି ବାଜା ର ତାଳ ସହିତ ମହିଳା ମାନେ ସେମାନଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଓ ଭୋର ପୁର ଏନଜୟ କରିଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ମହିଳା ମାନଙ୍କର ଏହି ଭଳି ଡାନ୍ସ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।