ଓଃ କି ଡ୍ୟାନ୍ସ ! ଶାଶୁ ଘରେ ନୂଆ ବୋହୂ କଲା ଜବରଦସ୍ତ ହଟ ଡ୍ୟାନ୍ସ….

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଡାନ୍ସ ଭିଡ଼ିଓ ରେ ଯାହା ସମସ୍ତ ଙ୍କର ମନକୁ କିଣି ନେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଶଶୁରାଲ ରେ ବୋହୂ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଯେତେବେଳେ ବାହାଘର ଵା ଘରେ କୌଣସି ଫାଂକ୍ସନ ର କଥା ଉଠେ ସେତେବେଳେ ସେହିଭଳି ଭିଡ଼ିଓ ଗୁଡିକ ଆପଣ ମାନଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ବୋହୂ ଜଣଙ୍କ ର ଜବରଦସ୍ତ ଡାନ୍ସ ର କମାଲ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ସାଧାରଣତଃ ଆପଣ ମାନେ ଜାଣିଥିବେ କି ଯେତେବେଳେ ଡାନ୍ସ କଥା ଉଠେ ସେତେବେଳେ ସମସ୍ତ ଆଗ୍ରହ ପ୍ରକାଶ କରିଥାନ୍ତି ଡାନ୍ସ କରିବା ସହିତ ଏନଜୟ କରିବା ପାଇଁ ଓ ମନ ଭରି ଡାନ୍ସ କରିବା ପାଇଁ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଶାଶୂ ଘରେ ବୋହୂ ଜଣଙ୍କ କରିବାକୁ ଲାଗିଛନ୍ତି ଜବରଦସ୍ତ ଡାନ୍ସ | ଆଉ ଯେଉଁ ଡାନ୍ସ ମାଧ୍ୟମରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ବୋହୂ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ବୋହୂ ଜଣଙ୍କ | ଆଉ ବୋହୂ ଜଣଙ୍କ ଡାନ୍ସ କରୁଥିବା ସମୟରେ ସାରା ପରିବାର ଲୋକ ମାନେ ସେଠାରେ ଉପସ୍ଥିତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ଭିଡ଼ିଓ ଟିରେ |

ଆଉ ଯେଇଠି ପରିବାର ଲୋକ ମାନଙ୍କ ସହିତ ବୋହୂ ଜଣଙ୍କ କରିବାକୁ ଲାଗିଥିଲେ ଡାନ୍ସ | ତେବେ ତୁଝକ ହିଁ ଦୁଲ୍ହା ବନାଉଙ୍ଗୀ ଗୀତ ରେ ଡାନ୍ସ କରିବା ପାଇଁ ଲାଗିଛନ୍ତି ବୋହୂ ଜଣଙ୍କ | ତାହା ସହିତ ଦେଖିବାକୁ ମିଳିଥିଲା କି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋହୂ ଜଣଙ୍କର ଏହି ଭଳି ଡାନ୍ସ ର କମାଲ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment