ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ କିଛି ଏମିତି ମନୋଛୁଆଁ ମଜାଳିଆ ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇଯବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ହୋଲି ରେ କେଉଁ ଭଳି ଭାବରେ ରଙ୍ଗ ଖେଳା ର ମଜା ନେବାକୁ ଲାଗିଛନ୍ତି ଶାଳୀ ଓ ଭିଣେଇ ଜଣଙ୍କ | ଆଉ ଯେଉଁ ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପଳାଇବା |
ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ ରଙ୍ଗ ର ପର୍ବ ହୋଲି ବିଷୟରେ | ତେବେ ଆମ ଭାରତରେ ବିଭିନ୍ନ ରାଜ୍ୟ ରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ମାନ ପାଳିତ ହୋଇଥାଏ ଆଉ ଯେଉଁ ପର୍ବ ରେ ଲୋକ ମାନେ ସୁନ୍ଦର ଭାବରେ ଉପଭୋଗ କରିଥାନ୍ତି | ତେବେ ପର୍ବ ଆଉ ପର୍ବାଣୀ ର କଥା ଉଠିଲେ ଭାଇଚାରା କଥା ମଧ୍ୟ ଦେଖିବାକୁ ମିଳିଥାଏ | ଆଉ ସେହି ଭଳି ଏକ ଖୁସି ଆଉ ଆନନ୍ଦ ର ପର୍ବ ହେଉଛି ହୋଲି ପର୍ବ |ଆଉ ଯେଉଁ ପର୍ବ ରେ ଧନି ଗରିବ ସମସ୍ତେ ମିଶିକି ପାଳନ କରିଥାନ୍ତି |
ତାହା ବ୍ୟତୀତ ପରସ୍ପର ସହିତ ଏହି ରଙ୍ଗ ର ପର୍ବ କୁ ଖେଳି ରଙ୍ଗୁଲି ର ମଜା ମଧ୍ୟ ନେଇଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରଙ୍ଗରେ ପୁରା ପୁରି ବୁଡ଼ି ଯାଇଥିଲେ ଶାଳୀ ଆଇ ଭିଣେଇ ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଥିଲା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କେଉଁ ଭଳି ଭାବରେ ଭିଣେଇ ଜଣଙ୍କ ଶାଳୀ ଙ୍କ ସହିତ ରଙ୍ଗ ର ପର୍ବ ହୋଲି ରେ ରଙ୍ଗ ର ମଜା ନେବାକୁ ଲାଗିଛନ୍ତି |
ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ଭିଣେଇ ଜଣଙ୍କ ଶାଳୀ ଙ୍କୁ ଧରି ରଖିଛନ୍ତି ଆଉ ତାହା ପରେ କଳା ରଙ୍ଗ କୁ ଭିଣେଇ ଜଣଙ୍କ ଶାଳୀ ଙ୍କର ଦେହ ରେ ବଳି ବାକୁ ଲାଗିଥିଲେ ବୋଲି ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ସମସ୍ତେ ମିଶିକି କେଉଁ ଭଳି ଭାବରେ ରଙ୍ଗ ର ମଜା ନେଉଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।