ଶହ ଶହ କୁମ୍ଭୀର ଭିତରେ ଚାଲିଲା ବୋଟ୍… ଭିଡ଼ିଓ ହେଲା ଭାଇରାଲ..ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ସେହି ସବୁ ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ମଧ୍ୟ ଆପଣ ମାନେ ବିଶ୍ଵସ କରି ପାରିବେ ନାହିଁ ବୋଲି କୁହାଯାଇଥାଏ | ଆଉ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ଭିଡ଼ିଓ ର ସତ୍ୟତା ମଧ୍ୟ ଜାଣିବା ପାଇଁ ଅନେକ ସମୟରେ ଚେଷ୍ଟା କରିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହିଭଳି କିଛି ଘଟଣା ଟି ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି କି ଲୋକ ମାନେ ସବୁବେଳେ କିଛି ନୂଆ କଥା ଦେଖିଲେ ମାନେ ତାହାକୁ ସୋସିଆଲ ମିଡ଼ିଆ ଜରିଆରେ ଲୋକ ମାନଙ୍କ ପାଖକୁ ପହଂଚାଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ନିଜେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ତାହା ସହିତ ଆପଣ ମାନେ ଜାଣିଥିବେ କି ନଦୀ ମାନଙ୍କର କୁମ୍ଭୀର ରହିଥାନ୍ତି ଆଉ ଯାହା ଅତ୍ୟନ୍ତ ଭୟଙ୍କର ହୋଇଇଥାଏ |

ଆଉ ସେଥିପାଇଁ ତ ନଦୀ ରେ ଯିବା ପାଇଁ ହେଲେ ଆମକୁ ସବୁବେଳେ ସତର୍କତା ସହିତ ଯିବାକୁ ପଡିଥାଏ ଓ ଚାରି ଆଡକୁ ଲକ୍ଷ୍ୟ କରିବାକୁ ପଡିଥାଏ | ଅନେକ ସମୟରେ ଆପଣ ମାନେ ନଦୀ ରେ ବଟିଙ୍ଗ କରିକି ଯାଉଥିବେ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି ନଦୀ ରେ ବଟିଙ୍ଗ କରିକି ଯାଉଥିବା ସମୟରେ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଵୟଭୀତ ହୋଇଯିବେ ବୋଲି କୁହାଯାଉଛି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ବ୍ୟକ୍ତି ଜଣଙ୍କ ବଟିଙ୍ଗ କରିକି ଯାଉଛନ୍ତି ନଦୀ ଆଉ ଆଉ ସେହି ନଦୀ ରେ ଶହ ଶହ ସଂଖ୍ୟାରେ କୁମ୍ଭୀର ଭାସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ସେହି ଭାଇରାଲ ଭିଡ଼ିଓ ରେ |ଆଉ ଯେତେବେଳେ ବୋଟ ଟି ସେମାନଙ୍କ ନିକଟକୁ ଯାଉଛି ସେତେବେଳେ ସେମାନେ କୂଳ କୁ ପଳେଇ ଯାଉଥିବାର କିଛି ଦୃଶ୍ୟ ସାମ୍ନା କୁ ଆସିଛି | ଆଉ ଏହି ଘଟଣା ଟିର ସତ୍ୟା ସତ୍ୟ ଜଣା ପଡ଼ି ନାହିଁ ଭିଡ଼ିଓ ଟି ସତ କି ମିଛ କିନ୍ତୁ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment