Part 2 – ଶିବାନୀ ଗଣନାଟ୍ୟ | ଭିକାରୀ କମେଡି ମାଈପ ବନ୍ଦନା… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାତ୍ରା ଜଗତର ଏକ ଦମଦାର ସିନ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି |ଆଉ ଏବଂ ଜବରଦସ୍ତ କମେଡି ସିନ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଭିକାରୀ ଯାତ୍ରା କମେଡି ର ଏକ ଜବରଦସ୍ତ ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଲୋକ ମାନେ ବିଶେଷ କରିକି ଯାତ୍ରା ଜଗତ ପ୍ରତି ନିଜର ଭଲ ପାଇବା ଅଧିକ ଦେଖାଇବାକୁ ଲାଗୁଛନ୍ତି |ଆଉ ଯାତ୍ରା କୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି | ତାହା ଛଡା ଯେତେବେଳେ କମେଡି କଥା ଉଠେ ସେତେବେଳେ ଲୋକ ମାନେ ଯାତ୍ରା ଜଗତ ଉପରେ ଅଧିକ ଭଲ ପାଇବା ଦେଖାଇଥାନ୍ତି |ଆଉ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଵାକୁ ଲାଗିଛି ତାହା ହେଉଛି ଶିବାନୀ ଗଣନାଟ୍ୟ ର ଏକ ଜବରଦସ୍ତ ଭିକାରୀ ଯାତ୍ରା କମେଡି ର ଏକ ସିନ ଟି |ଆଉ ଯେଉଁଠି ବେଶ ସୁନ୍ଦର ଭାବରେ ନିଜର ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଯାତ୍ରା କଳାକାର ଜଣଙ୍କ |

ଆଉ ସେ ମାନନୀୟ ଶଶୂର ନାମରେ ଏକ କମେଡି ଗୀତ ଟି ଗାଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି |ତାହା ସହିତ ଦେଖିବାକୁ ମିଳିଛି କି ଯାତ୍ରା କମେଡି ରେ କମେଡିଆନ ଜଣଙ୍କ ନିଜର ବାହାଘର ଓ ନିଜ ସ୍ତ୍ରୀ ଙ୍କ ବିଷୟରେ କହିବାକୁ ଲାଗିଛନ୍ତି |ଆଉ ବିବାହ କୁ 6 ବର୍ଷ ବିତି ଛି କିନ୍ତୁ କିଛି ହେଉନି ବୋଲି କହିବା ସହିତ ସ୍ତ୍ରୀ ର ତାଙ୍କ ପ୍ରତି କରୁଥିବା ଅତ୍ୟାଚାର ବିଷୟରେ କହିବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି | ତାହା ସହିତ ଦେଖିବାକୁ ମିଳିଛି ଏହି ଯାତ୍ରା କମେଡି ରେକମେଡିଆନ ଭିକାରୀ ଙ୍କର ସ୍ତ୍ରୀଏକ ବିଲାତି କୁକୁର କୁ ଆଣିବା ପାଇଁ ଚାହୁଁଛନ୍ତି |

ତାହା ସହିତ କୁହାଯାଉଛି କି ସ୍ୱାମୀ ଙ୍କ ଯାହା ଟିକିଏ ସେବା କରୁଛନ୍ତି ବିଲାତି କୁକୁର ଆସିଲେ ତାହାର ସେବାରେ ଲାଗି ପଡିବେ, ଆଉ ସ୍ୱମୀ ଙ୍କର ସେବା କରିବା ପାଇଁ ଚାହିଁବେନି ତାଙ୍କର ସ୍ତ୍ରୀ ବୋଲି କହିବାକୁ ଲାଗିଛନ୍ତି |ଆଉ ଯାତ୍ରା କମେଡି ରେ ଏହିଭଳି ଜବରଦସ୍ତ ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment