ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ସୋସିଆଲ ମିଡ଼ିଆ ଜରିଆରେ ଅନେକ କିଛି ଘଟଣା ଦୁର୍ଘଟଣା ସାମ୍ନା କୁ ଆସିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି କିଛି ଭିଡ଼ିଓ ଦେଖିବାକୁ ମିଳିଛି ଯାହା ସମସ୍ତ ଙ୍କୁ ଦୁଃଖ କରେଇ ଦେଇଛି | ଆଉ ଯେଉଁଠି କୁହାଯାଉଛି କି BSF ଯବାନ ଙ୍କର ମୃତ୍ୟୁ ଘଟିଛି ଦୁର୍ଘଟଣା କାରଣରୁ, ଯାହାକୁ ନେଇକି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ପ୍ରତିଦିନ କିଛି ନାଁ କିଛି ଘଟଣା ମାନ ଘଟୁଛି ଆମ ମାନଙ୍କ ସହିତ | ଆଉ ସେହି ଘଟଣା ଗୁଡିକ ମଧ୍ୟରେ କେତେକ ଘଟଣା ବିଷୟରେ ଆପଣ ମାନେ ଶୁଣିଲେ ଆପଣ ଙ୍କ ମନ ଦୁଃଖ ହୋଇ ଯାଉଥିବା ବେଳେ କେତେକ ଘଟଣା ଏଭଳି ରହିଛି ଯାହା ଆମକୁ ଖୁସି ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏକ ଦୁଖଦଃ ଘଟଣା ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଛି କି BSF ଯବାନ ଙ୍କର ଏକ ସଡ଼କ ଦୁର୍ଘଟଣା ଟି ଘଟିଥିଲା ଆଉ ଯେଉଁଥିପାଇଁ ଯବାନ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି |

ଏହା ସହିତ ଯାହା କୁହାଯାଉଛି କି ଯବାନ ଜଣଙ୍କର ଘର ବିବାହ ରେ ହୋଇଥିବା ବେଳେ ଜାମ୍ମୁ କାଶ୍ମୀର ବୋର୍ଡର ରେ ସେନା ଭାବରେ ଭାରତର ସୀମା ଜଗିଥାନ୍ତି BSF ଯବାନ ଜଣଙ୍କ | ଆଉ ଯାହା କୁହାଯାଉଛି କି କିଛି ଦିନ ପାଇଁ ଛୁଟି ରେ ଯବାନ ଜଣଙ୍କ ଘରକୁ ଆସିଥିଲେ | ଆଉ ସଉଦା ପତ୍ର କରିବା ପାଇଁ ହାତକୁ ବାହାରି ଯାଇଥିଲେ ବାଇକ ନେଇକି | ତେବେ ଠିକ ସେହି ସମୟରେ ଘଟି ଯାଇଥିଲା ଏହି ଭଳି ଏକ ଅଭାବନୀୟ ଘଟଣା ଟି, ଆଉ ଯେଉଁଠି କୁହାଯାଉଛି କି ଘଟଣା ସ୍ଥଳରେ ଯବାନ ଜଣଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସାମ୍ନା କୁ ଆସିଛି |

ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ବୋଲି କୁହାଯାଉଛି | ତାହା ସହିତ ଯାହା ଜଣା ପଡିଛି କି ଘଟି ଯାଇଥିବା ଏହି ଭଳି ଘଟଣା କାରଣ ରୁ ଯବାନ ଜଣଙ୍କର ମୃତ୍ୟୁ ଘଟିଛି ଓ ଯାହା କୁ ନେଇକି ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଘର ଲୋକ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment