ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ ଯେଉଁ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ଆପଣ ନକୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଏକ ଭାଇରାଲ ଭିଡ଼ିଓ ଟି ଦେଖିବାକୁ ମିଳିଛି ଯେଉଁ ଭିଡ଼ିପ ରେ ଯାତ୍ରା କଳାକାର ରାଣୀ ପଣ୍ଡା ତାଙ୍କର ଆସିବାକୁ ଥିବା ଏକ ହଟ ଡାନ୍ସ ଆଲବମ ପ୍ରାକ୍ଟିସ କରୁଥିବାର ଭିଡ଼ିଓ ବର୍ତ୍ତମାନ ଆପଣ ମାନଙ୍କ ସାମ୍ନା କୁ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଯାତ୍ରା ମଞ୍ଚରେ ହଟ ଆଇଟମ ଡାନ୍ସର ଭାବରେ ନିଜର ଗୋଟିଏ ପରିଚୟ ସୃଷ୍ଟି କରିଛନ୍ତି | ଆଉ ଅନେକ ଯାତ୍ରା ମଞ୍ଚରେ ନିଜର ଅଭିନୟ ସାଙ୍ଗକୁ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ଯାତ୍ରା କଳାକାର ରାଣୀ ପଣ୍ଡା ଙ୍କର ଜବରଦସ୍ତ ଡାନ୍ସ ପୋରଫୋମେନ୍ସ ଦେଖିବାକୁ ମିଳିଛି |
ଆଉ ଯେଉଁଠି କୁହାଯାଉଛି କି ରାଣୀ ପ୍ରିୟଦର୍ଶିନୀ ଙ୍କର ଏକ ନୂଆ ଓଡ଼ିଆ ଆଲବମ ଆସିବାକୁ ଯାଉଛି | ଆଉ ଯେଉଁ ଆଲବମ ରେ ରାଣୀ ପଣ୍ଡା ତାଙ୍କର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେବା ପାଇଁ ଲାଗିଛନ୍ତି | ଆଉ ତାଙ୍କର ଆସିବାକୁ ଥିବା ସେହି ଆଲବମ ଗୀତ ର ପ୍ରାକ୍ଟିସ କରୁଥିବାର ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ତାହା ସହିତ ସୁନ୍ଦର ଭାବରେ ରାଣୀ ପ୍ରିୟଦର୍ଶିନୀ ତାଙ୍କୁ ଯେମିତି ଡାନ୍ସ କରିବାକୁ କୁହାଯାଉଛି ସେହି ଭଳି ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି | ଆଉ ତାଙ୍କର ସେହି ଆଲବମ ର ସୁଟିଂ ମଧ୍ୟ ହେଉଛି |
ତେବେ ଆପଣ ମାନେ ପୂର୍ବରୁ ରାଣୀ ପଣ୍ଡା ଙ୍କର ଯାତ୍ରା ମଞ୍ଚରେ ଡାନ୍ସ କରୁଥିବାର ଦେଖିଥିବେ | ଯେଉଁଠି ଯାତ୍ରା ମଞ୍ଚରେ ନିଜର ଡାନ୍ସ ର ଝଲକ କୁ ଦେଖାଇ ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରୁଥିଲେ ରାଣୀ ପଣ୍ଡା | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଆଲବମ ରେ ଦେଖିବାକୁ ମିଳିଛି ରାଣୀ ପଣ୍ଡା ଙ୍କର କମାଲ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।