Singipur ଯାତ୍ରା କମେଡି – କ’ଣ ଟିକେ ଚିପିବି ? ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… ମାତ୍ର 4 ଘଣ୍ଟାରେ 996k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।

ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି। ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଯାତ୍ରା ର ଏକ କମେଡି ସିନ ଯାହାକି ଟି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡି ଯିବେ।

ତେବେ ସେହି ଯାତ୍ରା ସିନ ଟି ଏକ ପକମେଡି କାହାଣୀ ଉପରେ ଆଧାରିତ ଅଟେ ଯେଉଁ ଥିରେ ଦେଖା ଯାଇଛି କି ଜଣେ ଝିଅ ହିରୋଇନ ହେବା ପାଇଁ ପୁରା କୁତୁକୁତୁ ହେଉଛନ୍ତି। ଆଉ ଏହି ସମୟ ରେ ତାଙ୍କ ଘର କୁ ଜଣେ ଫୋଟ ଗ୍ରାଫର ଆସୁଛନ୍ତି ଯିଏକି ସିନେମା ରେ ହିରୋଇନ ହେବା ପାଇଁ ଅଡିସନ ନେବା କୁ ଆସିଛନ୍ତି ବୋଲି କହିଛନ୍ତି। ତେବେ ଏତିକି କହିବା ମାତ୍ରେ ଝିଅ ଟି କହୁଛି , “ଭାଇ କଣ ଟେକିବି…ଆଉ ଯୁବକ ଜଣଙ୍କ କହୁଛନ୍ତି କଣ ଠିଆ ରେ ଠିଆ ରେ…”।

ତେବେ ଏହା ପରେ ଯୁବକ ଜଣଙ୍କ ତାଙ୍କର ଦେହ ର ସାଇଜ ପଛରୁଛନ୍ତି ଏବଂ ସେ ଯୁବତୀ ଉତ୍ତର ଦେବା ପରେ ଯୁବକ ଜଣଙ୍କ କହୁଛନ୍ତି ” କଣ ଟିକେ ଚିପିବି” ।ଏହା ପରେ ଦୁହେଁ ଅତି ନିକଟତର ହୋଇ ଯାଉଛନ୍ତି। ଏହା ପରେ ଝିଅ ର ବାପା ଆସି ମଝିରେ ପହଂଚୁଛନ୍ତି ଆଉ ସେ ମଧ୍ୟ ବେଶ କମେଡି କରି ନିଜ ଝିଅ କୁ ବୁଝେଇବା ସହ ଯୁବକ ଙ୍କୁ ଘରୁ ଯିବାକୁ କହୁଛନ୍ତି। ତେବେ ମୋଟା ମୋଟୀ ଆପଣ ଦେଖିବେ କି ଏହି ସିନ ଟି ବହୁତ ମଜାଦାର ହୋଇଛି ଏବଂ କଥା ଗୁଡିକ ଏହିପରି କମେଡି ହୋଇଛି କି ଆପଣ ଦେଖିବା ମାତ୍ରେ ହସି ହସି ଗଡି ଯିବେ। ତେବେ ଏହା ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment