ସିନ୍ଦୁର ଅଧିକାର ସିରିଏଲ ରେ ପରଦା ପଛର ଦୃଶ୍ୟ… ପୋଖରୀ ଭିତରେ ଏମିତି ସୁଟିଂ ଜୀବନରେ କେବେ ଦେଖି ନଥିବେ… || sucharitavlog

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆମକୁ ବେଶ ଖୁସି ଦେଇଥାଏ | ଆଉ ସେହିଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ଆମର ସିରିଏଲ ରେ ପରଦା ପଛରେ ଦେଖା ଯାଉଥିବା କେତେକ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଆରବ, ଇତି ଓ ଉର୍ବୀ ଙ୍କର ଏକ ଜବରଦସ୍ତ ସିନ ଟି ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମେ ସବୁବେଳେ ପରଦା ଆଗରେ ଥିବା ଘଟଣା କୁ ଦେଖିଥାଉ ଆଉ ସେଥିରେ ମଜା ନେଇଥାଉ |ତେବେ ବର୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗୁଛି ତାହା ହେଉଛି ପରଦା ପଛରେ ଥିବା କେତେକ ଘଟଣା ବିଷୟରେ ଦେଖିବାକୁ ମିଳିଛି |ଆଉ ଯାହା କୁହାଯାଉଛି କି ସିନ୍ଦୁରର ଅଧିକାର ସିରିଏଲ ରେ ଉର୍ବୀ ଦେଖାଇବାକୁ ଲାଗିଛନ୍ତି ପରଦା ପଛରେ ସୁଟିଂ ସେଟ ର କିଛି ଘଟଣା | ଆଉ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଭିଡ଼ିଓ ରେ ଉର୍ବୀ ସୁନ୍ଦର ଭାବରେ ସିରିଏଲ ରେ ସମସ୍ତଙ୍କର ପରିଚୟ ଦେବାକୁ ଲାଗିଛନ୍ତି, ଆଉ କେମିତି ମଜା ମସ୍ତି ର ସହିତ ସମସ୍ତେ ମିଳିମିଶି କାମ କରୁଛନ୍ତି ତାହା ବର୍ତ୍ତମାନ ଦେଖିବାକୁ ମିଳିଛି |

ଆଉ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ସିନ୍ଦୁରର ଅଧିକାର ସିରିଏଲ ରେ ପରଦା ପଛର କିଛି ଦୃଶ୍ୟ ଦେଖାଇବାକୁ ଲାଗିଛନ୍ତି ଉର୍ବୀ | ଆଉ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଇତି ଆଉ ଆରବ ଙ୍କର ଏକ ଜବରଦସ୍ତ ସିନ ସୁଟିଂ ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ଦେଖିବାକୁ ମିଳିଛି କି ପାଣି ଭିତରେ କିଛି ଗୁଣ୍ଡା ଇତି କୁ ବୁଡାଇ ଦେଉଛନ୍ତି, ଆଉ ସେ ବଂଚିବା ପାଇଁ ଚିତ୍କାର କରିବାରେ ଲାଗିଛନ୍ତି |

ସେପଟେ ଦେଖିବାକୁ ମିଳିଥିଲା ଇତି କି ଖୋଜିବା ପାଇଁ ଆରବ ପୁରା ପୁରୀ ଚେଷ୍ଟା ଚଳେଇବାରେ ଲାଗିଛନ୍ତି | ଆଉ ବୁଡି ବୁଡି ପାଣି ଭିତରେ ଖୋଜିବାକୁ ଲାଗୁଛନ୍ତି ଇତି ଙ୍କୁ ବୋଲି ଦେଖିବାକୁ ମିଳିଛି | ଆଉ ସ୍ୱାମୀ ସବୁ ର ସିନ କୁ ଶିଖେଇବାକୁ ଲାଗିଛନ୍ତି ଡିରେକ୍ଟର ଜଣଙ୍କ | ଆଉ ସେମାନଙ୍କ କଥା ଅନୁସାରେ ସିରିଏଲ ରେ ଏକ୍ଟର ମାନେ ମଧ୍ୟ କାମ କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment