Singer Arpita ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ Santanu… ଏବେ ସୁଦ୍ଧା 3.6 Million ରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭାଇରାଲ ଭିଡ଼ିଓ ମାନଙ୍କ ବିଷୟରେ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଗୀତ ହେଉ ଵା ଡାନ୍ସ ର କିଛି ଭିଡ଼ିଓ ମାନ ଆମ ମାନଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଆମେ ଯେଉଁ ଭିଡ଼ିଓ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭଳି ଭାବରେ ସିଙ୍ଗର ଅର୍ପିତା ତାଙ୍କର ସଙ୍ଗ ର କମାଲ ଦେଖାଇବାକୁ ଲାଗିଛନ୍ତି ମଞ୍ଚ ଉପରେ ଆଉ ଯାହାକୁ ଆପଣ ମାନେ ମଧ୍ୟ ଶୁଣିଲେ ଏନଜୟ କରିବାକୁ ଲାଗିବେ |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ତ ଓଡ଼ିଆ ର ନମ୍ବର 1 ସିଙ୍ଗର ଅର୍ପିତା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ସୁମଧୁର ସ୍ୱର ର କମାଲ କୁ ଦେଖାଇ ଦର୍ଶକ ମାନ୍ଙ୍କୁ ତାଙ୍କର ସ୍ବରର ଯାଦୁ ରେ ଆକୃଷ୍ଟ କରେଇଛନ୍ତି | ଆଉ ତାହା ସହିତ ଅନେକ ଓଡ଼ିଆ ଗୀତ କୁ ଗାଇ ଦର୍ଶକ ମାନଙ୍କ ର ହୃଦୟରେ ଘର କରିଛନ୍ତି ଆଉ ନିଜର ଗୋଟିଏ ପରିଚୟ ସୃଷ୍ଟି କରିଛନ୍ତି | ସେହି ଭଳି ଭାବରେ ଶାନ୍ତନୁ ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ ଯିଏ କି ସାର୍ଥକ ରେ ଏକ ସିଂଗିଙ୍ଗ ସିୟାଲିଟି ଶୋ ରେ ଭାଗନେଇଥିଲେ ଆଉ ଭାଇରାଲ ବୟ ଭାବରେ ନିଜର ପରିଚୟ ସୃଷ୍ଟ କରିଛନ୍ତି |

ଆଉ ଯାହା କୁହାଯାଉଛି କି ସୁନାମ ଧନ୍ୟା ସିଙ୍ଗର ଅର୍ପିତା ଙ୍କୁ ଦେଖିବାକୁ ମିଳିଛି ସାର୍ଥକ ରେ ହୋଲି ଉପଲକ୍ଷେ ହେଉଥିବା ଏକ ଷ୍ଟେଜ ପ୍ରଗାମ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଅର୍ପିତା ସୁନ୍ଦର ଭାବରେ ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛି | ଆଉ ତୁ ଜା ତୋତେ କିଏ ପଚାରେ ଗୀତ ଟିକୁ ଗାଇବାକୁ ଲାଗିଥିଲେ ମଞ୍ଚ ଉପରେ | ଆଉ ଯାହା କୁ ଦେଖି ଶାନ୍ତନୁ ମଧ୍ୟ ମଞ୍ଚ ଉପରକୁ ଆସିଥିଲେ |

ତାହା ସହିତ ଦେଖିବାକୁ ମିଳିଥିଲା କି ମଞ୍ଚ ରେ ଗୀତ ସହିତ ଡାନ୍ସ ମଧ୍ୟ କରିଥିଲେ ଅର୍ପିତା ଆଉ ସେହି ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ ବୋଲି କୁହଜାଉଛି |ତେବେ ଖାଲି ଅର୍ପିତା ନୁହଁନ୍ତି ଅର୍ପିତା ଙ୍କ ସହିତ ଭାଇରାଲ ବୟ ଶାନ୍ତନୁ ମଧ୍ୟ ଡାନ୍ସ କରିଥିଲେ ଆଉ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିବା କଥା ଦେଖିବାକୁ ମିଳିଛି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment