Singer Manasi Patra ଙ୍କ ସୁନ୍ଦର ଗୀତ Live – ” ମୁଁ ବି ନମିତା ଅଗ୍ରୱାଲ ହେବି ” ଶୋ ରେ କଲେ କମାଲ…

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ସେହି ଭଜନ ଗୀତ ବର୍ତ୍ତମାନ ଓଡିଶା ର ସବୁଠୁ ବଡ଼ ରିୟାଲିଟି “ଶୋ ମୁ ବି ନମିତା ଅଗ୍ରୱାଲ ହେବି” ଶୋ ରେ ଦେଖିବାକୁ ମିଳିଛି | ଏହି ରିୟାଲିଟି ଶୋ ଟି ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ ହେଇଥିବା ବେଳେ ଏହି ରିୟାଲିଟି ଶୋ କୁ ବିଭିନ୍ନ ଗୁଣୀ ଜ୍ଞାନୀ ଲୋକମାନେ ଅତିଥି ହେଇ ଆସିଥାନ୍ତି | ତେବେ ଏହି ଶୋ ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଣ୍ଠ ଶିଳ୍ପୀ ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି | ଏହି ଶୋ କୁ ଦଶହରା ରେ ଆସିଥିବା ଅତିଥି ମାନସୀ ପାତ୍ର | ଯିଏ କି ଓଡିଶାର ଘରେ ଘରେ ପରିଚିତି ଯାହାଙ୍କ କଣ୍ଠ ରୁ ଭଜନ ଶୁଣି ଲୋକମାନେ ସ୍ତବ୍ଧ ହେଇଯାଇଥାନ୍ତି | ସେହିପରି ଜଣେ କଳାକାର ଯିଏ ଆମ ଓଡିଶା ର ଗର୍ବ ଓ ଗୌରବ | ତାହେଲେ ଆସନ୍ତୁ ତାଙ୍କର ଗୀତ ଉପରେ ଟିକିଏ ନଜର ପକାଇବା |

ତେବେ ଏହି ରିୟାଲିଟି ଶୋ ରେ ଅତିଥି ହେଇ ଆସିଥିବା ମାନସୀ ପାତ୍ର ଏହି ଦଶହରା ପର୍ବ ରେ ମା ଦୁର୍ଗା ଙ୍କ ଉଦେଶ୍ୟ ରେ ବହୁତ ସୁନ୍ଦର ଭଜନ ଟି ଗାଇ ଏବେ ଚର୍ଚ୍ଚା ରେ ଅଛନ୍ତି ଅତିଥି ମାନସୀ ପାତ୍ର | ତେବେ ସେ ଗାଇଥିବା ଏହି ସୁନ୍ଦର ଗୀତ ଟି ହେଉଛି ”ଆଜି ବାଜୁଛି ଶଙ୍ଖ ମହୁରୀ, ଦେଖ ଆସୁଛି ମା’ ଗୌରୀ ” ତେବେ ମାନସୀ ପାତ୍ର ଙ୍କ କଣ୍ଠରୁ ଏହିପରି ସୁନ୍ଦର ଭଜନ ଟି ଶୁଣିବା ପରେ ଏହା ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହିତ ପୁଣି ଥରେ ଦର୍ଶକ ମାନଙ୍କୁ ତାଙ୍କର ସ୍ୱରର ଯାଦୁ ରେ ମୋହିତ କରିଛନ୍ତି ମାନସୀ ପାତ୍ର |

ହଁ ଦର୍ଶକ ବନ୍ଧୁ ଓଡିଶା ଥିବା ବିଭିନ୍ନ ଗାୟିକା କଳାକାର ମାନଙ୍କ ମଧ୍ଯ ରୁ ମାନସୀ ପାତ୍ର ଅନ୍ୟତମ | ତେବେ ସେ ମୁଁ ନମିତା ଅଗ୍ରୱାଲ ହେବି ଶୋ ଅତିଥି ହେଇ ଆସି ପୁଣି ଥରେ ସେହି ମଞ୍ଚରେ ଗୀତ ଗାଇ ଓଡିଶା ବାସୀ ଙ୍କ ମନ ଜିତିଛନ୍ତି | ତେବେ ଗୀତ ଗାଇବାର ମାତ୍ର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲା | ତେବେ ଗୀତ ଟି ବହୁତ ଦିନ ଆଗରୁ ସ୍ଟୁଡ଼ିଓ ଡବିଙ୍ଗ ହେଇଥିଲେ ମଧ୍ୟ ପୁଣି ଥରେ ଏହି ଗୀତ କୁ ମୁ ବି ନମିତା ଅଗ୍ରୱାଲ ହେବି ରିୟାଲିଟି ଶୋ ରେ ବହୁତ ସୁନ୍ଦର ଭାବରେ ଗାଇ ଏବେ ସୋସିଆଲ ମିଡିଆରେ ବେଶ ଏହି ଗୀତ ଟି ଭାଇରାଲ ହେବାରେ ଦେଖା ଦେବାରେ ଲାଗିଛି |

ତେବେ ଛୋଟ ଛୋଟ ପିଲା ମାନଙ୍କୁ ସେମାନଙ୍କର ପ୍ରତିଭା କୁ ପ୍ରକାଶ କରେଇବାର ସିଦ୍ଧାର୍ଥ ଟିଭିର ଏକ ନିଆରା ପ୍ରୟାସ ବୋଲି କୁହାଯାଉଛି | ଆଉ ଯେଉଁଠି ଏତେ ବଡ଼ ମହା ମଞ୍ଚରେ ନିଜର ସ୍ବରର ଝଲକ ଦେଖାଇ ପ୍ରସଂଶା ଲୋଡିଛନ୍ତି ମାନସୀ ପାତ୍ର | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

1 thought on “Singer Manasi Patra ଙ୍କ ସୁନ୍ଦର ଗୀତ Live – ” ମୁଁ ବି ନମିତା ଅଗ୍ରୱାଲ ହେବି ” ଶୋ ରେ କଲେ କମାଲ…”

Leave a Comment