ଓଃ କି ଡ୍ୟାନ୍ସ ! ବର୍ଷାରେ ଓଦା ହୋଇ Sizzling Dance କଲେ Ritu – Stage ରେ ଲାଗିଲା ନିଆଁ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରତେକ ଦିନ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ସବୁବେଳେ ଭାଇରାଲ ହୋଇଥାଏ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ମନ ଖୁସି ହୋଇ ଯାଇଥାଏ ଓ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନାଚ ଓଡିଶା ନାଚ ର ଗ୍ରାଣ୍ଡ ଫିନାଲେ ର ରିତୁ ଙ୍କର ସିଜଲିଙ୍ଗ ପୋରଫୋମେନ୍ସ ବିଷୟରେ କିଛି ଭିଡ଼ିଓ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆଜି କାଲି ସିଦ୍ଧାର୍ଥ ଟିଭି ଯୋଗୁଁ ମହିଳା ମାନେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଉ ମହିଳା ମାନଙ୍କ ଭିତରେ ଲୁଚିକି ରହିଥିବା ଟେଲେଣ୍ଟ କୁ ପ୍ରକାଶ କରେଇବା ପାଇଁ ଏକ ସୁଯୋଗ ଦେଉଛି ସିଦ୍ଧାର୍ଥ ଟିଭି |ତାହା ସହିତ କୁହାଯାଉଛି କି ମହିଳା ମାନେ ମଧ୍ୟ ଆଜି କାଲି ଆଗକୁ ଯିବାକୁ ଲାଗିଲେଣି ଆଉ ନିଜର ପ୍ରତିଭା କୁ ସମସ୍ତ ଙ୍କର ସାମ୍ନା ରେ ପ୍ରକାଶ କରି ନିଜ ପାଇଁ ଗୋଟିଏ ସୁଯୋଗ ମଧ୍ୟ ସୃଷ୍ଟି କରି ପାରୁଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନାଚ ଓଡ଼ିଆ ନାଚ ର ମଞ୍ଚ ରେ ଦେଖିବାକୁ ମିଳିଥିବା ସୁନ୍ଦର ଡାନ୍ସ ପୋରଫୋମେନ୍ସ ବିଷୟରେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ” ମୋର ଛାତି ଭିତର କଣ୍ଟା ବଜେ ଟ୍ରିଙ୍ଗ ଟ୍ରିଙ୍ଗ ” ଗୀତ ରେ ନିଜର ହଟ ସିଜଲିଙ୍ଗ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନାଚ ଓଡିଶା ନାଚ ର କଣ୍ଟେଷ୍ଟେଣ୍ଡ ଭାବରେ ଯୋଗ ଦାନ କରିଥିବା ରିତୁ ମାଡାମ | ଆଉ ବର୍ଷା ସହିତ ଏଭଳି ଭାବରେ ନିଜର ଡାନ୍ସ କୁ ଦେଖାଇଥିଲେ ଯାହା ଜୋଜେସ ମାନଙ୍କର ମନକୁ ମଧ୍ୟ ଛୁଇଥିବା କଥା କୁହାଯାଉଛି |ତେବେ ଏହି ମଞ୍ଚ ରେ ଜୋଜେସ ଭାବରେ ଶାଶ୍ୱତ, ପୁନମ, ଶୀତଲ ଓ ସୁରୀୟମୟୀ ଥିବା ବେଳେ ସେମାନେ ମଧ୍ୟ ରିତୁ ଙ୍କର ଡାନ୍ସ ର ମଜା ନେଇଛନ୍ତି |

ଆଉ ଏହି ଭଳି ଭାବରେ ହଟ ସିନେମେଟିକ ପୋରଫୋମେନ୍ସ ର ଯାଦୁ ରେ ପୁରା ପୁରୀ ମଜି ଯାଇଛନ୍ତି ଜୋଜେସ ଙ୍କ ସହିତ ଦର୍ଶକ ମାନେ ବୋଲି କୁହାଯାଉଛି | ଆଉ ତାହା ସହିତ ରିତୁ ଙ୍କ ଭିତରେ ଥିବା ଏହି ଭଳି ଡାନ୍ସ ର ଟେଲେଣ୍ଟ କୁ ସମସ୍ତେ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment