ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି | ତାହା ସହିତ ଟେଲିଭିଜନ ରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ଶୋ ର ଭିଡ଼ିଓ ଗୁଡିକ ମଧ୍ୟ ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଡାନ୍ସ ଓ ଏକ୍ଟିଂ ମାଧ୍ୟମରେ ଓଡ଼ିଆ ର ଘରେ ଘରେ ବେଶ ପ୍ରସଂଶା ଅର୍ଜନ କରିଛନ୍ତି ସେ ହେଉଛନ୍ତି ସୁରୀୟମୟୀ | ତେବେ ବର୍ତ୍ତମାନ ସେ ଓଡିଶା ର ସବୁଠୁ ବଡ଼ ରିୟାଲିଟି ଶୋ “ନାଚ ଓଡିଶା” ରେ ଜୋର୍ଜ ଭାବରେ ଅଛନ୍ତି | ଆଉ ଯିଏକି ଗ୍ରାଣ୍ଡ ଫିନାଲି ରେ ଏକ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଡାନ୍ସ ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଦେଖିବାକୁ ମିଳିଛି କି ସିଦ୍ଧାର୍ଥ ଟିଭି ଏବେ ବିଭିନ୍ନ ପ୍ରକାରର ଚେଷ୍ଟା ଚଳେଇଛି, ଆଉ ଯେଉଁ ଚେଷ୍ଟା ମାଧ୍ୟମରେ ଯେଉଁ ମାନଙ୍କ ପାଖରେ ଟେଲେଣ୍ଟ ଲୁଚିକି ରହିଥିଲା ଆଉ ଯେଉଁ ମାନେ କୌଣସି କାରଣ ଯୋଗୁଁ ସେହି ଟେଲେଣ୍ଟ ଗୁଡିକୁ ପ୍ରକାଶ କରି ପାରିନାହାନ୍ତି | ସେହି ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି ସିଦ୍ଧାର୍ଥ ଟିଭି | ଆଉ ଏହି ଶୋ ଟିର ନାଁ ହେଉଛି “ନାଚ ଓଡିଶା ” ଆଉ ଯେଉଁଥିରେ ଓଡିଶା ର କୋଣ ଅନୁକୋଣ ରୁ ବହୁତ କଣ୍ଟେଷ୍ଟେଣ୍ଟ ଆସିଥାନ୍ତି ନିଜର ପ୍ରତିଭା କୁ ଦେଖାଇବା ପାଇଁ |
ଆଉ ଯେଉଁଠି ଜୋଜେସ ଭାବରେ ସୁରୀୟମୟୀ, ଶିବାନୀ ଓ ପୁନମ ଭଳି ବଡ଼ ବଡ଼ ଫ୍ଲିମ ଷ୍ଟାର ମାନେ ମଧ୍ୟ ଥିବାର ଦେଖୁବାକୁ ମିଳିଥିଲା | ଆଉ ଯେଉଁଠି ସୁରୀୟମୟୀ ଗ୍ରାଣ୍ଡ ଫିନାଲି ର ମଞ୍ଚରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଶ୍ରୀଜିଙ୍ଗ ପୋରଫୋମେନ୍ସ | ଆଉ ଯେଉଁ ଡାନ୍ସ ର ଯାଦୁ ଏମିତି ଥିଲା କି ତାହା ସେଠାକାର ମାହଲ କୁ ପୁରା ରଙ୍ଗୀନ କରେଇ ଦେଇଥିଲା | ଆଉ “ମନ ରହିଗଲା ତୁମରି ଠାରେ ” ଗୀତରେ ବହୁତ ସୁନ୍ଦର ଭାବରେ ନିଜର ଡାନ୍ସ ର ଯାଦୁରେ ସମସ୍ତଙ୍କୁ ଦିୱାନୀ କରେଇଛନ୍ତି ଅଲିଉଡ ର କୁଇନ ସୁରୀୟମୟୀ |
ତେବେ ତାଙ୍କର ଏହିଭଳି ଷ୍ଟେଜ ଉପରେ ନାଚକୁ ସମସ୍ତେ ମଧ୍ୟ ବେଶ ପସନ୍ଦ କରିଛନ୍ତି ଓ ପ୍ରସଂଶା ଉପରେ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି | ତେବେ ସବୁବେଳେ ସିଦ୍ଧାର୍ଥ ଟିଭି କିଛି ନାଁ କିଛି ନୂଆ କରିବାକୁ ଚେଷ୍ଟା କରିଛି | ଆଉ କରିଛି ମଧ୍ୟ ତେବେ ସେମାନଙ୍କ ସହିତ ମେଣ୍ଟର ମାନଙ୍କର ଏହିଭଳି ଡାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି | ଆଉ ସୁରୀୟମୟୀ ଙ୍କର ଏହି ଡାନ୍ସ ର କମାଲ ରେ ଅନେକେ ମୁଗ୍ଧ ହୋଇଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।