ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ୨ ଶବ୍ଦ ସତ ପୁରୁଷ ପର୍ଯ୍ୟନ୍ତ ଧନର ଅଭାବ ରହିବ ନାହିଁ – Sadhu Bani

ବନ୍ଧୁଗଣ ଏହି ଦୁନିଆରେ କୌଣସି ବ୍ୟକ୍ତି ସର୍ବଦା ସୁଖ ଶାନ୍ତିରେ ରହିବା ପାଇଁ ଇଛା କରନ୍ତି, ତେଣୁ ସେମାନେ ଜୀବନରେ ସର୍ବଦା ଭଗବାନଙ୍କ ସ୍ମରଣ କରିବା ଆବଶ୍ୟକ |କାରଣ ଏହି ମଣିଷ ଜନ୍ମ ସବୁଠାରୁ ଦୁର୍ଲଭ ଜନ୍ମ ଅଟେ, ଯଦି ବ୍ୟକ୍ତି ସର୍ବଦା ନିଜର ମନ ଧ୍ୟାନ ଭଗବାନଙ୍କ ଠାରେ ସ୍ଥିର ରଖିଥାଏ ତେବେ ସେ ଜୀବନରେ ସର୍ବଦା ଖୁସିରେ ରହିଥାଏ |ଭଗବାନଙ୍କ ଅପାର କୃପା ସେହି ବ୍ୟକ୍ତିମାନଙ୍କ ଉପରେ ରହିଥାଏ ଯେଉଁମାନେ ନିଜ ମନର ଭକ୍ତି ସହକାରେ ଭଗବାନଙ୍କ ପୂଜାର୍ଚନା କରିଥାନ୍ତି |ମୁଁ ଆଜି ଆପଣକୁ ଦୁଇଟି ମୁଖ୍ୟ ଶବ୍ଦ ବିଷୟରେ କହିବି ଯାହାକି ଆପଣ ରାତ୍ରି ସମୟରେ କହି ଯଦି ଭଗବାନଙ୍କୁ ପ୍ରଣାମ କରନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଶବ୍ଦ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଯଦି ଆପଣ ସଚ୍ଚା ମନରେ କିମ୍ବା ଶ୍ରଦ୍ଧା ସହକାରେ ଭଗବାନଙ୍କୁ ସ୍ମରଣ କରନ୍ତି ତେବେ ଆପଣଙ୍କ ଜୀବନରୁ ଭଗବାନଙ୍କ ଅପାର କୃପାରୁ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ ଜୀବନରେ ସର୍ବଦା ଖୁସିରେ ରହିଥାନ୍ତି |ଆପଣ ପ୍ରତ୍ୟେକ ଦିନ ସୁଇବା ପୂର୍ବରୁ ଯଦି ଭଗବାନଙ୍କୁ ସ୍ମରଣ କରି “ଜୟ ଶ୍ରୀକୃଷ୍ଣ “ଶହେ ଆଠ ଥର ଜପ କରନ୍ତି ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବା ସହିତ ବର୍ଷ ବର୍ଷ ଧରି ଆପଣଙ୍କ ଘରେ କେବେ ଧନର ଅଭାବ ରହିବ ନାହିଁ |ଏହି ପରି ଆପଣ ଯଦି ନିଷ୍ଠା ସହକାରେ ଏହି ଶବ୍ଦ ପ୍ରତ୍ୟକ ଦିନ ଜପ କରନ୍ତି ତେବେ ଆପଣଙ୍କ ଘରେ କେବେ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ, ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କୃପା ଆପଣଙ୍କ ଉପରେ ସର୍ବଦା ରହିବ |

ଏହା ସହିତ ଆପଣ ସେହି ସମୟରେ ଯଦି ଭଗବାଙ୍କ ଅନ୍ୟ ନାମ “ଗୋବଲ୍ଳହବାୟ ନମଃ “ଏହି ନାମ ଯଦି ଜପ କରନ୍ତି ତେବେ ସମସ୍ତ ଦେବି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି |ଏହା ସହିତ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି,ଏହି ମନ୍ତ୍ର ଜପ କରିବା ଦ୍ଵାରା ବ୍ୟକ୍ତି ସଂସାରରେ ଥିବା ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ କେବେ ଧନ ଜନିତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ |ଏହା ସହିତ ଆପଣ ଜୀବନରେ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ କରିଥାନ୍ତି |

ଆପଣ ନିଜ ମନର ଭକ୍ତି ସହକାରେ ଯଦି ଭଗବାନଙ୍କୁ ଜପ କରି ତାଙ୍କର ପୂଜାର୍ଚ୍ଛନା କରନ୍ତି ତେବେ ଆପଣ କେବେ କୌଣସି ସମୟରେ ବିପଦ ସମୁଖୀନ ହୁଅନ୍ତି ନାହିଁ |ଏହା ସହିତ ଆପଣଙ୍କ ଘରେ ପାରିବାରିକ ସୁଖ ଶାନ୍ତି ମଧ୍ୟ ଲାଗି ରହିଥାଏ, ଜୀବନରେ ଭଗବାନ ଶ୍ରୀକୃଷ୍ଣ ଅପାର କୃପା କାରଣରୁ ଆପଣଙ୍କ ଭାଗ୍ୟର ପରିବର୍ତନ ହେବା ସହିତ ଅଚାନକ ଧନ ମଧ୍ୟ ଆପଣ ପ୍ରାପ୍ତ କରିପାରନ୍ତି |ଏହା ସହିତ ନିଜ ସାଙ୍ଗ ସାଥି ମାନଙ୍କ ସହିତ ମଧ୍ୟ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ ଏବଂ ଆପଣ ସର୍ବଦା ଖୁସିରେ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment