ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଥାଏ ଯାହା କୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯାଇଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସଂଗୀତ ଫାଂକ୍ସନ ରେ ଝିଅ ଆଉ ପୁଅ ଜଣଙ୍କ ମିଶିକି ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ ବାହାଘର ର କଥା ଉଠେ ସେତେବେଳେ ନାଚ ଆଉ ଗୀତ ମଜା ତାହା ସହିତ ଯୋଡିକି ରହିଥାଏ | ତାହା ବ୍ୟତୀତ ଆଜି କାଲି ବିବାହ ଫାଂକ୍ସନ ପୂର୍ବରୁ ନାଚ ଓ ଗୀତ ସହିତ ସଂଗୀତ ମେହେନ୍ଦି ଓ ହଳଦୀ ଅତି ଫାଂକ୍ସନ ମଧ୍ୟ ବେଶ ହସ ଖୁସି ଆଉ ମଜା ର ସହିତ ପାଳନ କରୁଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ସଂଗୀତ ଫାଂକ୍ସନ ର ଏକ ଭିଡ଼ିଓ ଆଉ ଯେଉଁଠି ଦେଖିବାକୁ ମିଳିଛି ମନ ଖୁସି ରେ ଝିଅ ଓ ପୁଅ ମିଶିକି ନିଜର ସଂଗୀତ ଫାଂକ୍ସନ କୁ ଏନଜୟ କରୁଛନ୍ତି |
ଆଉ ତାହା ସହିତ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ସୋନା କିତନା ସୋନା ଗୀତ ରେ ସୁନ୍ଦର ଭାବରେ କପୁଲ ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ କପୁଲ ଯୋଡ଼ି ମାନେ | ଆଉ ତାହା ସହିତ କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଡାନ୍ସ ର କମାଲ ଦେଖାଇ ରେ ପୁରା ପୁରି ମଜା ଉଠାଉଛନ୍ତି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଥିବା କପୁଲ ମାନେ ବୋଲି କୁହାଯାଉଛି | ଆଉ ଏହି ଭଳି ଭାବରେ ନିଜର ବିଭାଗ ଫାଂକ୍ସନ ରେ ଦେଖିବାକୁ ମିଳିଛି ସଂଗୀତ ଫାଂକ୍ସନ ରେ ଡାନ୍ସ ର କମାଲ |
ଆଉ ସେହି ଡାନ୍ସ ର କମାଲ କୁ କପୁଲ ଯୋଡ଼ି ଡାନ୍ସ ମାଧ୍ୟମରେ ମଜା ଉଠାଇବା ସହିତ ଉପସ୍ଥିତ ଥିବା ସମସ୍ତେ ମଧ୍ୟ ମଜା ଉଠାଇବାକୁ ଲାଗିଛନ୍ତି ଓ ବାହାଘର ପୂର୍ବରୁ ହେଉଥିବା ଫାଂକ୍ସନ ର ମଜା ମଧ୍ୟ ଉଠାଇଥିବା କଥା କୁହାଯାଉଛି |ଆଉ ଏହି ଭଳି ସୁନ୍ଦର ଭାବରେ ଭାଇରାଲ ହେଉଥିବା ଡାନ୍ସ ର ଭିଡ଼ିଓ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।