ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇ ଯାଇଥାନ୍ତି ଆଉ ସେହି ଭଳି ଭିଡ଼ିଓ ରୁ ଆପଣ ଙ୍କୁ କିଛି ଶିଖିବାକୁ ମଧ୍ୟ ମିଳିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଭଗବାନ ଙ୍କର ନାମ ସଂକୀର୍ତନ ସହିତ ପ୍ରବଚନ ଦେଉଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ବନ୍ଧୁବନ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
କୁହାଯାଏ କି ଭଗବାନ ଙ୍କୁ ପାଇବାର ସହଜ ମାର୍ଗ ଟି ହେଉଛି ଭକ୍ତି | ତେଣୁ ଆପଣ ଙ୍କ ମନରେ ଯଦି ଭକ୍ତି ଭାବ ଥିବ ଆଉ ତାହା ସହିତ ଆପଣ ଯଦି ଭଗବାନ ଙ୍କୁ ମନ ର ସହିତ ଭକ୍ତି ର ସହିତ ପୂଜା କରୁଥିବେ ତାହେଲେ ଭଗବାନ ଆପଣ ଙ୍କର କଥା କୁ ନିଶ୍ଚୟ ଶୁଣିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ସେହି ପ୍ରଭୁ ଙ୍କର ବିଭିନ୍ନ ନୀଳା କଥା କୁ ବୁଝାଇଛନ୍ତି ମହିଳା ଜଣଙ୍କ ଲୋକ ମାନଙ୍କୁ ଗୀତ ମାଧ୍ୟମରେ ଆଉ ବଙ୍ଗଳା ଭାଷାରେ ଗାଇବାକୁ ଲାଗିଛନ୍ତି ଭଜନ ଗୀତ |
ତାହା ସହିତ ଭକ୍ତି ଭାବରେ ମଜି ଯାଇଛନ୍ତି ମହିଳା ଜଣଙ୍କ | ଆଉ ତାଙ୍କର ଏହି ଭଳି ଭଜନ ଓ ପ୍ରବଚନ ଭଗବାନ ଙ୍କ ର ବିଷୟରେ କହିବା ପାଇଁ ମହିଳା ଜଣଙ୍କ ଆସିଛନ୍ତି | ଆଉ ସୁନ୍ଦର ଭାବରତ୍ୱ ଲୋକ ମାନଙ୍କ ମନରେ ଦ୍ଗାର୍ମିକ ଭାବନା ଭରି ଦେବା ସହିତ ଧାର୍ମିକ ଚିନ୍ତନା ମଧ୍ୟ ଜାଗ୍ରତ କରିବା ପାଇଁ ଲାଗିଛନ୍ତି ଲୋକ ମାନଙ୍କର ମନ ଭିତରେ ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଏ କି ଭଜନ ହେଉଛି ଏକ ମାତ୍ର ସହଜ ମାଧ୍ୟମ ଯାହା ସାହାଯ୍ୟ ରେ ଆପଣ ମାନେ ଭଗବାନ ଙ୍କର ନିକଟ ବର୍ତ୍ତୀ ହୋଇ ପାରିବେ ବୋଲି କୁହାଯାଉଛି |
ଆଉ ଏଠାରେ ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ସୁନ୍ଦର ଭାବରେ ତାଙ୍କର ଭଜନ ଗୀତ ରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଵା ସହିତ ଭଗବାନ ଙ୍କ ର ଦୁବ୍ୟ ବାଣୀ ବିଷୟରେ ମଧ୍ୟ କହିବା ପାଇଁ ଲାଗିଛନ୍ତି | ଆଉ ମହିଳା ଜଣଙ୍କର ଏହିଭଳି ପ୍ରଗ୍ରାମ କୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ମହିଳା ଜଣଙ୍କ ମଧ୍ୟ ସୁନ୍ଦର ଭାବରେ କୃଷ୍ଣ ଙ୍କର ନାମ ଜପ କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।