ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 46 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଆଜି କାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି | ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଜଣଙ୍କର ପିଲାମାନଙ୍କୁ ସୁନ୍ଦର ଭାବରେ ପଢାଇବାର ଶୌଳି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ କେଉଁ ଭଳି ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲା ମାନଙ୍କ ପାଠ ପ୍ରତି ଆଗ୍ରହ କୁ ବଢ଼ାଇଛନ୍ତି ତାହା ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ସାମ୍ନା କୁ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକ ମାନେ | ତେବେ ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମେ ଜାଣିଥାଉ ଯେ ଛୋଟ ପିଲାମାନେ ଗୀତ ଆଉ ନାଚ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ସହଜ ରେ ପାଇଁ ପାରିଥାନ୍ତି | ଆଉ ପାଠ କୁ ଯଦି ଆମେ ସେମାନଙ୍କୁ ନାଚ ମାଧ୍ୟମରେ ଶିଖାଇବା ତାହେଲେ ତାହାକୁ ପିଲାମାନେ ଶୀଘ୍ର ଗ୍ରହଣ କରିଥାନ୍ତି | ତାହା ବ୍ୟତୀତ ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢା ର ବିକାଶ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରାଯାଉଛି |

ଏହା ବ୍ୟତୀତ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ପିଲାମାନଙ୍କ ପାଇଁ ଖାଦ୍ୟ, ପୋଷାକ ଠାରୁ ଆରମ୍ଭ କରିକି ବହି ପର୍ଯ୍ୟନ୍ତ | ଆଉ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଛତ୍ରପୁର ର ବୋଲି କୁହାଯାଉଛି | ଆଉ ଯେଉଁଠି ଅଙ୍ଗନବାଡି ଦିଦି ଦୁଇଜଣ ସୁଜାତା ଓ ରଶ୍ମିତା ନାଚ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢାଇବା କୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବଉଳା ଗାଈ କୁ ନେଇକି କହିଛନ୍ତି କି ଗାଈ କହଉଛି ମୋତେ ଘାସ ଦିଅ ଆଉ କ୍ଷୀର ନିଅ ବୋଲି |

“ଝୁମୁରୁ ଝାଇଁ ” ଗୀତ କୁ ଗାଇଵା ସହିତ ସେହି ଗୀତ ମାଧ୍ୟମରେ ପିଲାମାନଙ୍କୁ ଗାଈ କଣ ଖାଇଥାଏ ଓ ଗାଈ ପାଖରୁ ଆମେ କଣ ସବୁ ପାଇଥାଉ ସେ ବିଷୟରେ ବୁଝାଇବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ଦୁଇଜଣ ଗୀତ ଆଉ ନାଚ ମାଧ୍ୟମରେ ପିଲାମାନେ ଦୁଇ ଜଣଙ୍କୁ | ଆଉ ଦିଦି ଦୁଇଜଣଙ୍କର ଏହି ଭଳି ପିଲାମାନଙ୍କୁ ପାଠ ପଢାଇବାର ଷ୍ଟାଇଲ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment