ଦର୍ଶକ ବନ୍ଧୁ ଆଜି କାଲି ଅଧିକାଂଶ ଲୋକ ତାଙ୍କର ମୋଟାପଣ ପାଇଁ ସବୁବେଳେ ଚିନ୍ତା ରେ ଥିବାର ଦେଖା ଯାଇଥାନ୍ତି | କାରଣ ଏହି ମୋଟା ପେଟ ପାଇଁ କିଛି ଲୋକ ବାହାର ଲୋକଙ୍କ ଆଗରେ ନିଜକୁ ବହୁତ ଖରାପ ଅନୁଭବ କରିବା ସହିତ କିଛି କିଛି ସ୍ଥାନରେ ସେମାନଙ୍କୁ ଅପମାନ ହେବାକୁ ମଧ୍ୟ ପଡିଥାଏ ଏମିତି କି ସେମାନଙ୍କ ସ୍ୱାମୀ ବା ସ୍ତ୍ରୀ ଙ୍କ ସହିତ କୌଣସି ବାହାର ସ୍ଥାନ କୁ ଯିବାକୁ ମଧ୍ୟ ପସନ୍ଦ କରିନଥାନ୍ତି | ସେଥିପାଇଁ ଦର୍ଶକ ବନ୍ଧୁ ନିଜକୁ ସୁସ୍ଥ ଓ ଫିଟ ରଖିବା ପାଇଁ ଆସନ୍ତୁ ଜାଣିବା ଏହାର ଘରେଇ ଉପଚାର ବିଷୟରେ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋଟା ପଣ କମ ହେବା ସହିତ ନିଜକୁ ସୁନ୍ଦର ଓ ଫିଟ ରଖିପାରିବେ | ତେଣୁ ଆସନ୍ତୁ ଜାଣିବା ବନ୍ଧୁଗଣ ସେହି ସହଜ ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକୀୟ ଉପକରଣ :-
ଭେସଲିନ, ଭିକ୍ସ, ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ :-
ଦର୍ଶକ ବନ୍ଧୁ ନିଜର ମୋଟା ପଣ ବା ପେଟ ଥିବା ଚର୍ବି କୁ ସବୁଦିନ ପାଇଁ କମ କରିବା ପାଇଁ ପ୍ରଥମେ ଆପଣ ଏକ ଭେସଲିନ ନିୟନ୍ତୁ ଓ ତାପରେ ଏକ ଭିକ୍ସ ର କ୍ରିମ ନିୟନ୍ତୁ ଓ ତାପରେ ଏକ ଛୋଟ ଗିନା ନେଇ ସେଥିରେ ଏକ ଚାମଚ ଭେସଲିନ ଓ ଏକ ଚାମଚ ଭିକ୍ସ ନିୟନ୍ତୁ | ମନେ ରଖିବେ ଦର୍ଶକ ବନ୍ଧୁ ଯେତିକି ପରିମାଣ ରେ ଭେସଲିନ କୁ ବ୍ୟବହାର କରିବେ ସେତିକି ପରିମାଣ ରେ ଆପଣ ଭିକ୍ସ କୁ ବ୍ୟବହାର କରିବେ ଓ ତାପରେ ସେଥିରେ ଏକ ଚାମଚ ସୋରିଷ ତେଲ ତେଲ ଦିୟନ୍ତୁ ଓ ଏହି ୩ ଟି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ | କିଛି ସମୟ ପରେ ଏହା ଭଲ ଭାବରେ ମିକ୍ସ ହେଲା ପରେ ଏହାକୁ ଆପଣ ବ୍ୟବହାର କରିପାରିବେ | ତାହାଲେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ |
ବ୍ୟବହାର :-
ତେବେ ଏବେ ଆପଣ ବ୍ୟବହାର କରିଥିବା ଘରେଇ ଉପଚାର ଟି କୁ ଆପଣ ରାତିରେ ଶୋଇବା ପୂର୍ବ ରୁ ଆପଣଙ୍କ ମୋଟା ପେଟ ବା ମୋଟା ଜଙ୍ଘ ରେ ଲେପନ କରି ତାହାକୁ ପଲିଥିନ ଦ୍ୱାରା ଘଡ଼ାଇ ଦିୟନ୍ତୁ | ଯେମିତି ସେହି ସ୍ଥାନ ରେ ଝାଳ ବହିବାକୁ ଲାଗିବ | ଏହାକୁ ଆପଣ ସକାଳେ ମଧ୍ୟ ବ୍ୟବହାର କରିପାରିବେ | ଏମିତି କିଛି ଦିନ ଏହି ଘରେଇ ଉପଚାର ଟିକୁ ବ୍ୟବହାର କରି ଦେଖନ୍ତୁ | ଦେଖିବେ ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ପେଟ ରେ ମୋଟା ପଣ କମ ହେବା ସହିତ ପେଟର ଚର୍ବି ମଧ୍ୟ କମ ହେବାକୁ ଲାଗିବ |
ଏହା ଥିଲା ବିନା ବ୍ୟାୟାମ ରେ ସହଜ ଘରେଇ ଉପଚାର ଟି ଯାହା କୁ ବ୍ୟବହାର କରିକି ଆମେ ପେଟର ଚର୍ବି କମେଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।