Swastik Tv News Odisha

Special Tips – ଯାଦୁ, କାଛୁ, କୁଣ୍ଡିଆଣ, ଏକଜିମା ସମ୍ପୂର୍ଣ୍ଣ ଭଲ ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଚମତ୍କାର

0

ବନ୍ଧୁମାନେ ଫୋନଗଲ ଇନଫେକସନ ଯାହା ଥରେ ହେଲେ ସେଥିରୁ ମୁକ୍ତି ପାଇବା ଭାରି କଷ୍ଟ ହେଇଥାଏ ।ଆଉ ଯେତେବେଳେ ଆମ ବ୍ଲଡ଼ ଅପରିଷ୍କାର ହେଇଯାଏ ସେତେବେଳେ ଫୋନଗଲ ଇନଫେକସନ ବା ଯାଦୁ ,କାଛୁ, କୁଣ୍ଡିଆ ପରି ସମସ୍ୟାର ଆରମ୍ଭ ହେଇଥାଏ ।ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଏମିତି ଗୋଟିଏ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ର ସମସ୍ୟା ମାତ୍ର 3 ଦିନରେ ଭଲ କରିବ, ତେବେ ଆସନ୍ତୁ ଜାଣିବା କଣ ସେହି ଉପଚାର ।

ଆବଶ୍ୟକ ସାମଗ୍ରୀ:-

-ଅରଖ ରସ
-ସୂତା କପଡା
-କରଞ୍ଜ ତେଲ
-ନଡ଼ିଆ ତେଲ
-କର୍ପୁର
-ଲେମ୍ବୁ
-କାଚ ବୋତଲ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପଚାର ପାଇଁ ଆପଣ ପ୍ରଥମେ କିଛି ଅରଖ ରସ ନେବାର ଅଛି ତେବେ ଏହି ଅରଖ ଗଛର ପତ୍ରକଜ ଛିଡାଇଲେ ଅଠା ବାହାରି ଥାଏ ତାହାକୁ ଗୋଟିଏ ପାତ୍ରରେ କଲେକ୍ଟ କରନ୍ତୁ ।ଏବେ ସେହି ରସରେ ଗୋଟିଏ ଛୋଟ ଓ ସଫା ସୂତା କପଡା ଭିଜେଇ ଦିଅନ୍ତୁ ଆଉ ତାପରେ ସେହି କପଡାକୁ ପୋଡି ତାର ପାଉଁଶ ରଖନ୍ତୁ ।

-ଏବେ ଗୋଟିଏ ଛୋଟ କାଚ ବୋତଲ ନିଅନ୍ତୁ ତାହା ଯେମିତି ପୁରା ପରିଷ୍କାର ହେଇଥିବ ।ଆଉ ସେହି ବୋତଲ ରେ 25 ml କରଞ୍ଜ ତେଲ ଓ 25 ml ଦେଶୀ ନଡ଼ିଆ ତେଲ ରଖନ୍ତୁ ତେବେ କାଛୁ କୁଣ୍ଡିଆ ପାଇଁ ଏହି ଦୁଇୟି ତେଲ ବହୁତ ଉପକାରୀ ଅଟେ ।

-ଏବେ 4ଟି କର୍ପୂର ନିଅନ୍ତୁ ଆଉ ତାହାକୁ ପୁରା ଗୁଣ୍ଡ କରି ନିଅନ୍ତୁ, ଆଉ ସେହି ଗୁଣ୍ଡକୁ ସେବୀ କାଚ ବୋତଲ ଭିତରେ ପୁରେଇ ଦିଅନ୍ତୁ ।ଆଉ ଏବେ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ତାର ରସ ବାହାର କରି ସେହି ବୋତଲରେ ପୁରାନ୍ତୁ ଆଉ ଏବେ ଶେଷରେ ଆମେ ପ୍ରଥମେ ଜଦୁ ଅରଖ ରସ ର ପାଉଁଶ କରିଥିଲୁ ତାହା ସେହି ବୋଟଲର ପୁରେଇ ବୋତଲ ବନ୍ଦ କରି ଦିଅନ୍ତୁ ।ତାପରେ ବୋତଲ କୁ 108 ଥର ପର୍ଯ୍ୟନ୍ତ ଝିଙ୍କିବା ଦ୍ବାରା ତାହା ଭିତରେ ଥିବା ସବୁ ଜିନିଷ ସମ୍ପୂର୍ଣ୍ଣ ମିଶି ଯିବ ।

ବ୍ୟବହାର ପ୍ରଣାଳୀ:-

-ଆପଣ ଯେତେବେଳେ ବି ଏହି ଉପଚାର କୁ ବ୍ୟବହାର କରିବେ ଇନଫେକସନ ରେ ସେତେବେଳେ ବୋତଲ କୁ ଝିଙ୍କିବା ଦରକାର ତାପରେ ସେଥିରୁ ଅଳ୍ପ ଗୋଟିଏ ପାତ୍ରକୁ ବାହାର କରି ଗୋଟିଏ ଗୋଟିଏ ତୁଳାରେ ବୁଡ଼େଇ ଆସ୍ତେ ଆସ୍ତେ ଇନଫେକସନ ଜାଗାରେ ଲଗାନ୍ତୁ ।ତେବେ ଏହା ସବୁବେଳେ ରାତିରେ ଲଗାଇବା ଭଲ ଆଉ ସକାଳେ ଉଷୁମ ପାଣିରେ ଗୋଟିଏ କପଡା ବୁଡାଇ ସେହି ଲେପକୁ ଆସ୍ତେ ଆସ୍ତେ ପୋଛି ଦେବା ଦରକାର ।ଆଉ ଏପରି 3 ଦିନ ରୁ ଏକ ମାସ କଲା ପରେ ଦେଖଗିବେ ଆପଣଙ୍କ ଯାଦୁ କାଛୁ ସମ୍ପୂର୍ଣ୍ଣ ଭଲ ହେଇ ଯାଇ ଥିବ ।

-ଏଥରେ କିଛି ଜ୍ଵଳନ ହୁଏ ନାହିଁ ମାତ୍ର ଯେଉଁ ମାନଙ୍କର ସ୍କିନ ସେନସିଟିଭ ସେମାନେ ଆଜି ଏଲୋଭେର ଜେଲ ଲଗେଇ ଏହାର ବ୍ୟବହାର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.