Swastik Tv News Odisha

Special Tips – ଯୋନି ସଂକ୍ରମଣ ହେଲେ କେମିତି କରିବେ ଉପଚାର

0

ସାଧାରଣତଃ ମହିଳା ମାନଙ୍କ ଠାରେ ଡିସଚାର୍ଜ ର ସମସ୍ୟା ଅଧିକ ଦେଖାଯାଏ । ଏଥିପାଇଁ ସେମାନେ ବହୁତ ଚିନ୍ତିତ ରହିଥାନ୍ତି , ବିଭିନ୍ନ ପ୍ରକାର ମେଡିସିନ ମଧ୍ୟ ସେବନ କରିଥାନ୍ତି । ଯେତେବେଳେ ଆପଣ ମାନଙ୍କୁ ଫିଲ୍ ହେଉଛି କି ଡିସଚାର୍ଜା ଅଧିକ ଏମାଉଣ୍ଟରେ ହେଉଛି ବା କୁଣ୍ଡେଇ ହେଉଛି ବା ସ୍ମେଲ କରୁଛି । ତେବେ ଏଭଳି ସମସ୍ୟା ଦେଖା ଯାଉଥିଲେ ନିଜେ କୌଣସି ଟ୍ରିଟମେଣ୍ଟ ନକରି ଆଗ ଡକ୍ଟର ପାଖକୁ ଯାଇ ନିଜର ଟେଷ୍ଟ କରିବା ଜରୁରୀ ଅଟେ ।

ଟେଷ୍ଟ କରିବା ପରେ ଡକ୍ଟର ଆପଣ ମାନଙ୍କୁ ମେଡିସିନ ବା ଜେଲ ରିକ୍ୱାରିମେଣ୍ଟ କରିଥାନ୍ତି । ଯଦି ଆପଣ ମାନଙ୍କର ଫଙ୍ଗଲ ଇନଫେକ୍ସନ ଥାଏ ଫ୍ଲୁକନଜଲ ଟାବ୍ଲେଟ୍ ଖାଇବା ପାଇଁ ଦିଆଯାଇଥାଏ । ଯଦି ମହିଳା ପ୍ରେଗନେଣ୍ଟ ଥାନ୍ତି , ତେବେ ସେମାନଙ୍କୁ ଛୋଟ ଛୋଟ ଭିଜାଇନାଲ କ୍ୟାପସୁଲ ଗୁଡିକ ଦିଆଯାଏ । ଏହାକୁ ଆପଣ ମାନେ 3 ଦିନ ବା 7 ଦିନ ଖାଇବା ପାଇଁ ଦେଇପାରିବେ । ଏହାଛଡା ଆପଣ ମାନେ ବ୍ୟବହାର କରୁଥିବା ଅଣ୍ଡରଗାରମେଣ଼୍ଡ ଗୁଡିକୁ 10 ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ଭିଜାଇ ରଖନ୍ତୁ । ଏହା ପ୍ରପଲ୍ଲି ଡ୍ରାଏ ହେବା ପରେ ୟୁଜ୍ କରନ୍ତୁ । ଯୋନିର ଏରିଆକୁ ନରମାଲ ୱାଟରରେ ୱାସ କରିବେ ।

ଯେତିକି ଟ୍ରାଏ କରିବେ ଏରିଆଟିକୁ ସଫା ଏବଂ ସୁଖିଲା ରଖିବା ପାଇଁ , ଏହାଛଡା କିଛି ଅଏଣ୍ଟମେଣ୍ଟ ବା କିଛି ମେଡିକେସନ ଏରିଆରେ ୟୁଜ କରିବା ପୂର୍ବରୁ ଡକ୍ଟରଙ୍କ ପରାମର୍ଶ ଅନୁସାରେ ୟୁଜ୍ କରିବେ । ଲାକ୍ଟବାସିଲାଇଟ୍ ର ଗ୍ରୋଥ ପାଇଁ ଆପଣ ମାନେ ଭଲସେ ପାଣି ସେବନ କରନ୍ତୁ ଏବଂ ଦହି ଓ ବଟରମିଲ୍କ ଖାଇବା ଦ୍ୱାରା ମଧ୍ୟ ଲାକ୍ଟବାସିଲାଇଟ୍ ର ଗ୍ରୋଥ ବଢିଥାଏ । ଏଥିସହିତ ଆପଣ ମାନଙ୍କର ଅଣ୍ଡର ଗାରମେଣ୍ଡକୁ କ୍ଲିନ ରଖିବେ ଭିଜାଇନାଲ ଏରିଆକୁ ସଫା ରଖିବେ । ଇନଫେକ୍ସନ ଟାଇମ ରେ ଆପଣ ମାନେ ଲୋଜ କଟନ ଅଣ୍ଡରଗାରମେଣ୍ଡ ପିନ୍ଧିବେ ।

କିଛି ବି ମେଡିଟେସନ ନେବା ପୂର୍ବରୁ ଆପଣ ମାନେ ଟ୍ରାଏ କରିବେ କି ପାଖରେ ଥିବା ହସ୍ପିଟାଲ ବା କ୍ଲିନିକ ରେ ଡକ୍ଟରଙ୍କୁ ପରାମର୍ଶ କଲା ପରେ ଆପଣ ମାନେ ମେଡିଟେସନ ନେବେ । କାରଣ ବହୁତ ଏମିତି ମେଡିକେସନ ମାର୍କେଟ୍ ରେ ଏଭେଲେବୁଲ ଥାଏ ଆପଣଙ୍କୁ ମିଳିଯାଇପାରେ । କିନ୍ତୁ ସେଇଟା ଆପଣଙ୍କ ହେଲ୍ଥକୁ ଖରାପ ୱେ ରେ ଇଫେକ୍ଟ କରିପାରିବ ।

ଗର୍ଭବତୀ ଥିବା ମହିଳା ମାନଙ୍କର ଏ ପରି ସମସ୍ୟା ଥିଲେ ସେମାନେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଜେଲ ବା ମେ଼ଡିସିନ ସେବନ କରିବା ଉଚିତ୍ । କାରଣ ଏବା ଗର୍ଭରେ ବଢୁଥିବା ବେବି ଉପରେ ମଧ୍ୟ ଇଫେକ୍ଟ ପକାଇଥାଏ । ତେଣୁ ଯେବେବି ମଧ୍ୟ ମେଡିକେସନ ନେବେ ବା ଆପ୍ଲିକେସନ ପାଇଁ କିଛି ଜେଲ କିମ୍ୱା କ୍ରିମ୍ ନେଉଛନ୍ତି ତେବେ ତାହା ମଧ୍ୟ ଡକ୍ଟରଙ୍କୁ ପଚାରି ୟୁଜ୍ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.