ଶ୍ରମିକଙ୍କ ଏହି ଭିଡ଼ିଓ ଦେଖିଲେ ଛାତି ଫାଟି ଯିବ… ଏମିତି ବି ହୋଇପାରେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଆପଣ ମାନେ ଦେଖିଲେ ଲୋମ ଟାଙ୍କୁରୀ ଉଠିବ ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଲୋକ ଜଣଙ୍କ ଜୀବନକୁ ବାଜି ଲଗାଇ ଉଚ୍ଚ ସ୍ଥାନରେ ବିନା ପ୍ରଟେକ୍ସନ ରେ କରିବାକୁ ଲାଗିଛନ୍ତି କାର୍ଯ୍ୟ ଯାହା କୁ ଦେଖିଲେ ଆପଣ ଙ୍କର ମଧ୍ୟ ଛାତି ଥରି ଉଠିବ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଟି ରେ ଦେଖିବାକୁ ମିଳିଛି କି ଲୋକ ଜଣଙ୍କ ଅତି ଉଚ୍ଚ ସ୍ଥାନରେ ବସିକି କୌଣସି କନଷ୍ଟ୍ରୋକ୍ସନ ସାଇଡ ରେ କରିବାକୁ ଲାଗିଛନ୍ତି କାମ |ଆଉ ନା କୌଣସି ପ୍ରୋଟେକ୍ସନ ରହିଛି ନା ଅନ୍ୟ ହେଲିମେଟ କୌଣସି ସୁବିଧା ଯୋଗାଇ ଦିଆ ଯାଇନି | କୁହାଯାଉଛି କି ଯଦି ଭୁଲ ରେ ବି ଲୋକ ଜଣଙ୍କ ପାଦ ଖସି ଯାଏ ତାହେଲେ ଯୁବକ ଙ୍କର ଜୀବନ ଯିବାର ସମ୍ଭାବନା ରହିଛି ବୋଲି |ଆଉ ଏହି ଘଟଣା ଟିକୁ ଆପଣ ମାନେ ମଧ୍ୟ ଦେଖିଲେ ଭାବିବେ କି ଲୋକ ଜଣଙ୍କୁ କିଏ ଏମିତି କାମ କରାଉଛି ଆଉ କାହିଁକି ଲୋକ ଜଣଙ୍କ ମଧ୍ୟ ନିଜର ଜୀବନକୁ ବାଜି ଲଗାଇ ଏହି ଭଳି ଏକ ବିପଦ ପୂର୍ଣ୍ଣ କାମ କରିବାକୁ ଲାଗୁଛି |

ଆଉ ଏହି ଭଳି ଭାବରେ ବ୍ୟକ୍ତି ଜଣଙ୍କର କାମ କରୁଥିବାର ଭିଡ଼ିଓ ଟି କୁ ଶ୍ରୀନଗର ର ଏକ ଡକ୍ଟର ସକତ ସାହା ତାଙ୍କର ଟୁଇଟର ଏକାଉଣ୍ଟ ରେ ସେୟାର କରିବାକୁ ଲାଗିଛନ୍ତି |ଆଉ ଯାହା କୁ ଦେଖିବା ପରେ ଲୋକ ମାନଙ୍କର ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି | ଆଉ ଯାହା କୁହାଯାଉଛି କି ନିଜର ପରିବାର କୁ ଚଳାଇବା ପାଇଁ ଲୋକ ଜଣଙ୍କ ଏହି ଭଳି ଭାବରେ କଠିନ ରୁ କଠିନ ତର କାର୍ଯ୍ୟ କରିବାକୁ ଲାଗିଛନ୍ତି ବୋଲି , ଯାହା ସହିତ ପରିବାର ପାଇଁ ନିଜର ଜୀବନକୁ ବାଜି ଲଗାଇବା କଥା ମଧ୍ୟ ଉଠୁଛି |

ତାହା ବ୍ୟତୀତ ଆଉ କେହି କେହି କମେଣ୍ଟ କରିଛନ୍ତି ବିନା ପ୍ରୋଟେକ୍ସନ ରେ ଏହି ଭଳି ଭାବରେ ବିନା ହେଲିମେଟ ରେ କାମ କରିବାକୁ ଦେଇଥିବା ମାଲିକ ଙ୍କ ନା ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ | ଆଉ ଲୋକ ଜଣଙ୍କ ର ଜୀବନ କୁ ବାଜି ଲଗାଇ ଏହି ଭଳି କାମ କରିବାକୁ ଦେବାରୁ ଏହି ଖବର କୁ ପୋଲିସ ପାଖରେ ପହଂଚାଇବା ପାଇଁ ମଧ୍ୟ କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment