Swastik Tv News Odisha

Stage ଉପରେ ଏହି କୁନି ଝିଅ ଗାଇଲେ ” Pucho Zara Pucho ” ଏମିତି ଗୀତ Audiance ହେଲେ Speechless… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ପୁଣି ଏକ ସୁନ୍ଦର୍ ସ୍ୱରର ସଙ୍ଗୀତ ଆଜି ଆମେ ଆପଣଙ୍କୁ ଶୁଣାଇବା ପାଇଁ ଯାଉଛୁ। ଯାହାକୁ ଏକ କୁନି ବାଳିକା ଗାଇଛନ୍ତି। ଯାହାକୁ ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ। କାରଣ ସେ ଏତେ ଚମତ୍କାର ଭାବରେ ଏହି ଗୀତଟିକୁ ଏକ ଷ୍ଟେଜ ରେ ଗାଉଛନ୍ତି। ଆପଣ ମାନେ ଜାଣିଛନ୍ତି ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।

ଗୀତ ଶୁଣିଲେ ମନଟା ଯେମିତି ଝୁମି ଉଠିଥାଏ।ଏହାକୁ ଆମେ ଶୁଣୁ, ଅନୁଭବ କରୁ ଏବଂ ଖୁସି ବି ହେଉ। ଯେଉଁଠି ବି ହେଉ ସଙ୍ଗୀତ ଶୁଣିଲେ ନିରସ କ୍ଳାନ୍ତ ଜୀବନରେ ରସ ଓ ଆନନ୍ଦ ଭରି ଯାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ଗୀତ ଶୁଣି ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ତେବେ ବେଳେବେଳେ କିଛି ଏମିତି କୁନି ପିଲା ମାନଙ୍କର ଗୀତର ପ୍ରତିଭାକୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ।ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ଗାୟିକି ର ଭିଡିଓ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ।

ସେହିପରି ଜଣେ ଛୋଟ ବାଳିକା ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି, ଯାହାର ନାମ ହେଉଛି ପ୍ରୀତି ଭଟ୍ଟାଚାର୍ଯ୍ୟ।ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏକ ରୋମାଣ୍ଟିକ ହିନ୍ଦି ଗୀତକୁ ଷ୍ଟେଜ ରେ ଗାଉଛନ୍ତି ତାକୁ ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି, ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର ରାଜା ହିନ୍ଦୁସ୍ଥାନୀ ର ଏକ ସଙ୍ଗୀତ ପୁଛୋ ଜରା ପୁଛୋ ମୁଝେ କ୍ୟା ହୁଆ ହେ। ଯାହାକୁ ଗାଇଥିଲେ ଆଲକା ଆଗ୍ନିକ୍ ଏବଂ କୁମାର୍ ସାନୁ। ଝିଅ ଜଣଙ୍କ ଯେଉଁଭଳି ଭାବରେ ଏ ଗୀତକୁ ଗାଉଛନ୍ତି ତାକୁ ଶୁଣିଲେ ଆପଣ ବି ତାଙ୍କ ସ୍ୱରର ଦିୱାନା ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.