Stage ଉପରେ ଏହି ସୁନ୍ଦରୀ ମହିଳା ଗୀତ ସହିତ କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଜଣେ ମହିଳାଙ୍କ ସୁମଧୁର ସଙ୍ଗୀତ ଗାଉ ଥିବାର ଏକ ଭିଡିଓ। ଯାହାକୁ ଦେଖି ଲୋକେ ବହୁତ୍ ଆନନ୍ଦିତ ହେଉଛନ୍ତି।ନିଶ୍ଚିତ ଭାବରେ ଆପଣ ବିଭିନ୍ନ ସ୍ୱାଦର ସଙ୍ଗୀତ ପ୍ରତିଦିନ ଶୁଣିବାକୁ ପାଉଥିବେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ଏହା ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଟିକିଏ ନାଚି ଦେଲେ ଆମକୁ ଖୁସି ଲାଗିଥାଏ।

ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳେ ଆମେ ନାଚିଥାଉ କିଛି ନଭାବି। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଏଠାରେ ଆମେ ଯେଉଁ ଭିଡିଓ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଭିନ୍ନ ସ୍ୱାଦର ସଙ୍ଗୀତ। ଏଠାରେ ମହିଳା ଜଣଙ୍କ ବେଙ୍ଗଲି ଭାଷାରେ ଏକ ସୁନ୍ଦର୍ ଗୀତ ଗାଉଛନ୍ତି। ଆଉ ଏହି ଗୀତକୁ ସେ ବେଶ୍ ଆନନ୍ଦର ସହିତ ଗାଉଛନ୍ତି ଯେ ଯାହା ହୃଦୟକୁ ସ୍ପର୍ଶ କରୁଛି।

ଆପଣ ବି ତାଙ୍କର ଏହି ଗୀତକୁ ଶୁଣିଲେ ଖୁସିରେ ବିଭୋର ହୋଇଯିବେ।ଏତେ ମିଠା ସ୍ଵରରେ ସେ ଏହି ଗୀତକୁ ଗାଉଛନ୍ତି ଯାହାକୁ ଶୁଣି ସେଠାରେ ଉପସ୍ଥିତ ଦର୍ଶକ ଓ ଶ୍ରୋତା ମାନେ ବେଶ୍ ଉତ୍ସାହର ସହିତ ଆଗଭର ହୋଇ ଏହାକୁ ଶୁଣି ପ୍ରଶଂସା କରୁଛନ୍ତି।
ଆପଣ ଏହି ଭିଡିଓ ରେ ଏକ ଭିନ୍ନ ଅନ୍ଦାଜ ର ଭିନ୍ନ ସ୍ୱାଦର ସଙ୍ଗୀତ ଶୁଣିବାକୁ ପାଇବେ। ଯାହା ସେଠାକାର ମାହଲ୍ କୁ ବେଶ୍ ଆକର୍ଷଣୀୟ କରି ଦେଇଛି। ପ୍ରଥମେ ଏହି ମହିଳା ଜଣଙ୍କ ଗୀତ ଗାଇବା ପୂର୍ବରୁ ତାଙ୍କ କଥାରେ କଥାରେ ଲୋକଙ୍କ ମନକୁ କିଣି ନେଉଛନ୍ତି। ମିଠା ମିଠା କଥା ସହିତ ସୁନ୍ଦର୍ ସାୟେରି ବି କହୁଛନ୍ତି।

ପରେ ସେ ତାଙ୍କର ସୁମଧୁର ସ୍ଵରରେ ଗାଉଛନ୍ତି ଏକ ଲୋକପ୍ରିୟ ବଙ୍ଗଳା ଭାଷାର ଗୀତ। ତାଙ୍କ ଗେଟ୍ ଅପ୍ ଏବଂ ସୁନ୍ଦର୍ ଚେହେରା ସାଙ୍ଗକୁ ତାଙ୍କର ଏହି ଗୀତ ଅଧିକ ଆକର୍ଷିତ କରୁଛି ଲୋକଙ୍କୁ। ଆପଣ ବି ଏହାକୁ ଶୁଣିଲେ ଖୁସି ହୋଇଯିବେ। ଯଦିଓ ସଠିକ୍ ଭାବରେ ବଙ୍ଗଳା ଭାଷାକୁ ବୁଝି ହେଉନାହିଁ କିନ୍ତୁ ତାଙ୍କର ମିଠା ସ୍ୱରକୁ ଅନୁଭବ କରି ବେଶ୍ ଖୁସି ଲାଗୁଛି। ତେବେ ମହିଳାଙ୍କ ଏହି ସୀଙ୍ଗୀଙ୍ଗ ଭିଡିଓ କୁ ଏବେ ସୁଦ୍ଧା ପାଖା ପାଖି ୭୦ ଲକ୍ଷ ଲୋକ ଦେଖି ସାରିଲେଣି। ସୋସିଆଲ ମିଡିଆରେ ଏହି ଗୀତକୁ ଲୋକେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment