ହଁ ଦର୍ଶକ ବନ୍ଧୁ ସଂଗୀତ ଦୁନିଆ ରେ ନିଜକୁ ହଜାଇଦେଇଥିବା ଆଜି ଏହି ବାଳକ ଜଣଙ୍କ ସମସ୍ତ ଙ୍କୁ ପଛରେ ପକାଇ ସଂଗୀତ ଦୁନିଆରେ ସବୁଠୁ ଉପରେ ନିଜ ନାଁ କୁ ପ୍ରତିଷ୍ଠିତ କରିଛନ୍ତି ଦେବ ଓ ତାଙ୍କର ସେହି ସ୍ୱରର ଏମିତି ଯାଦୁ ଅଛି ଯେ ଯିଏ ଥରେ ଶୁଣିଛି ସେ ପୁରା ମୋତୁଆଲା ହେଇଯାଇଛି |ଆଉ ଯିଏ କେହି ବି ତାଙ୍କର ଗୀତକୁ ଶୁଣିବ ସେ ତାଙ୍କର ସ୍ୱରର ପ୍ରସଂଶା ନ କହି ରହିପାରିବ ନାହିଁ |
ସେ ଆଉ କେହି ନୁହନ୍ତି ଓଡିଶା ର ଜଣେ ଯୁବ କଳାକାର ଯିଏ କି 2005 ମସିହା ରେ କେଉଁଝର ଜିଲ୍ଲା ଜନ୍ମ ଗ୍ରହଣ କରିଥିଲେ ଓ ପିଲାଟି ଦିନରୁ ସେ ସଂଗୀତ ପ୍ରତି ତାଙ୍କର ଏତେ ଭଲ ପାଇବା ଦେଖା ଦେଇଥିଲା ଯେ ସେ ନିଜକୁ ଏବେ ଗୋଟିଏ ବଡ଼ କଳାକାର ଭାବରେ ମଧ୍ୟ ତିଆରି କରିନେଇଛନ୍ତି| ସେ ନିଜେ ଗୀତ ଲେଖିବା ସହିତ ତାହାର ମିଉଜିକ ମଧ୍ୟ୍ୟ ନିଜେ ତିଆରି କରିଛନ୍ତି | ସେ ହେଉଛନ୍ତି ଆମ ସମସ୍ତ ଙ୍କ ର ଅତି ପ୍ରିୟ ଅତି ଆପଣାର ଓଡ଼ିଆ ପୁଅ ସତ୍ୟଜିତ ଜେନା |
ସତ୍ୟଜିତ ଜେନା ଯିଏ 2017 ମସିହା ରେ ସାରେ ଗାମା ପା ଲିଟିଲ ଚାମ୍ପ. ରେ ଭାଗ ନେଇଥିଲେ ଓ ସେଠାରେ ଉପସ୍ଥିତ ଥିବା ଜଜ ମାନଙ୍କ ମନ ଜିତିବା ସହିତ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କର ସ୍ୱର ର ଯାଦୁରେ ସଂଗୀତ ଦୁନିଆରେ ହଜେଇ ଦେଇଥିଲେ |ଜ଼ୀ ଟିଭି ର ବହୁ ଖ୍ୟାତି ଅର୍ଜନ କରିଥିବା ସାରେ ଗାମା ପା ଲିଟିଲ ଚାମ୍ପ ରେ ସେ ଟପ 15 ସ୍ଥାନ ଅଧିକାର କରିଥିଲେ ସେହି କୁନି କଳାକାର ଜଣଙ୍କ |ହେଲେ କୌଣସି କାରଣ ରୁ ତାଙ୍କୁ ସେହି ପ୍ଲାଟଫର୍ମକୁ ଛାଡିବାକୁ ପଡିଥିଲା |ହେଲେ ସିଏ ଏବେ ଵି ହାରମାନିନଥିଲେ , ଆଉ ନିଜର ଚେଷ୍ଟା ଚଳେଇ ଆସିଥିଲେ ଓ ଭବିଷ୍ୟତ ରେ ନିଜକୁ ଗୋଟିଏ ବଡ କଳାକାର ଭାବେ ତିଆରି କରିବା ପାଇଁ ଓ ତାଙ୍କର ନିଜର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିୱାନା ବନେଇବା ପାଇଁ |
ସତ୍ୟଜିତ ଜେନା ଏହି କିଛି ଦିନ ପୂର୍ବରୁ ମଞ୍ଚ ଉପରେ ଚାଁହୁଙ୍ଗା ମେ ତୁଝେ ହର ପଲ ତୁ ମେରୀ ଜିନ୍ଡେଗି ହେ…. ଏହି ହିନ୍ଦୀ ଗୀତ ରେ ନିଜର ସ୍ୱର ନିଜର ଶବ୍ଦ ଏମିତି ଦେଖାଇ ଥିଲେ ଯେ ଯାହା ଯିଏ କେହି ଶୁଣିଛନ୍ତି ତାରିଫ ନ କରି ରହିପାରିନାହଁ | କାରଣ ସତ୍ୟଜିତ ଜେନା ସ୍ୱର ଏତେ ମଧୁର ଯେ ତାହା ଯିଏ କେହି ଶୁଣିବ ସିଏ ବାରମ୍ବାର ତାଙ୍କ ସ୍ୱର ଶୁଣିବାକୁ ଚାହିଁବ |ଏତେ କମ ବୟସ ରେ ତାଙ୍କର ସ୍ୱରର ଯାଦୁ ଏତେ ଅଧିକ ଥିଲା କି ତାଙ୍କର ସ୍ୱରର ମଧୁରତା ରେ ସମସ୍ତେ ପାଗଳ ହେଇଯାଉଥିଲେ |ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି ଓ ଲୋକଙ୍କର ବହୁ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି ସତ୍ୟଜିତ ଜେନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।