ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ରେ ଆଜି କାଲି ଅନେକ ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି | ଆଉ ସେହି ଭିଡ଼ିଓ ଗୁଡିକ ଭିତରୁ କିଛି ଏଭଳି ଭିଡ଼ିଓ ଥାଏ ଯାହା ଆମ ମାନଙ୍କର ମନକୁ କିଣି ନେଇଥାଏ ଆଉ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଭଜନ ର ତାଳେ ତାଳେ ପୁରା ପୁରି ଝୁମି ଯାଇଛନ୍ତି ଝିଅ ମାନେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଭଜନ ରେ କିଛି ଏଭଳି ଯାଦୁ ରହିଛି ଯାହା ସମସ୍ତ ଙ୍କର ମନକୁ କିଣି ନେଇଥାଏ | ଆଉ ତାହା ସହିତ ଭଜନ ରେ ଆପଣ ମାନେ ଯଦି ମୋହି ଯିବେ ତାହେଲେ ସେହି ଭଜନ ର ତାଳେ ତାଳେ ସମସ୍ତେ ବେଶ ଖୁସି ହୋଇ ଯାଆନ୍ତି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଗୁରୁ ଙ୍କର କଥା ରେ ଭଜନ ର ତାଳେ ତାଳେ ସମସ୍ତ ଦର୍ଶକ ମାନେ ବେଶ ମୋତୁଆଲା ହୋଇ ଯାଇଛନ୍ତି |
ତାହା ସହିତ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଭଜନ ର ତାଳେ ତାଳେ ଦିୱାନୀ କରି ଦେଇଛନ୍ତି ଆଉ ଝିଅ ମାନେ ଭକ୍ତି ରେ ମୋତୁଆଲା ହେବାକୁ ଲାଗିଛନ୍ତି | ତାହା ସହିତ ଡାନ୍ସ ମଧ୍ୟ କରୁଛନ୍ତି ମନ ଖୋଲିକି | ଆପଣ ମାନେ ଜାଣିଥିବେ କି ଭକ୍ତି ରେ ଶକ୍ତି ରହିଥାଏ, ଆଉ ଯଦି ଆପଣ ମାନେ ମନ ଖୋଲିକି ଭଜନ ର ତାଳେ ତାଳେ ମଜି ଯାଇଥାନ୍ତି ତାହେଲେ ସେହି ଭଳି ଭିଡ଼ିଓ ଗୁଡିକ ଆମ ସମସ୍ତ ନକୁ ବେଶ ପସନ୍ଦ ଆସିଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଠିକ ସେହି ଭଳି କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି |
ତେବେ ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ ଭଜନ ର ତାଳେ ତାଳେ ପୁରା ପୁରି ମଜି ଯାଇଛନ୍ତି, ଆଉ ଗୁରୁ ଙ୍କର ଗୀତ ଓ ଭଜନ ର ତାଳେ ତାଳେ ଡାନ୍ସ ମଧ୍ୟ କରିବାକୁ ଲାଗିଛନ୍ତି ଝିଅ ମାନେ ବୋଲି କୁହାଯାଉଛି | ଆଉ ସମସ୍ତ ଙ୍କର ମନକୁ ଛୁଇଁଲା ଭଳି ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।