ଷ୍ଟେଜ ଉପରେ ଓଡ଼ିଆ ସୁପରଷ୍ଟାର ସିଙ୍ଗର Prabhupada ଗାଇଲେ ଏମିତି ଗୀତ ” ମାଆ ପରି କିଏ ହବ “… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଅନେକ ସମୟରେ ଆପଣ ମାନେ ବିଭିନ୍ନ ଷ୍ଟେଜ ପ୍ରଗ୍ରାମ ସମୟର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖୁବାକୁ ପାଉଥିବେ ଆପଣ ମାନେ | ଆଉ କୁହାଯାଇଥାଏ କି ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଛା ଆଉ ଆଗ୍ରହ ମଧ୍ୟ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ମଞ୍ଚ ଉପରେ ସିଙ୍ଗର ପ୍ରଭୁପଦ ସୁନ୍ଦର ଗୀତ କୁ ଗାଇକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ତ ପ୍ରଭୁ ପଦ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯିଏ କି ନିଜର ଗୀତ ମାଧ୍ୟମରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ , ଆଉ ଅଡିସନ ଭାଗ ନେଇକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |ତେବେ ସିଙ୍ଗର ପ୍ରଭୁ ପଦ ଙ୍କର କଣ୍ଠ ରେ ରହିଛି ଏକ ନିଆରା ଯାଦୁ ଯାହା ଦର୍ଶକ ମାନଙ୍କ ର ମନକୁ ଖୁସି କରେଇ ଦେଇଥାଏ | ତାହା ସହିତ ଓଡ଼ିଆ ଦର୍ଶକ ମାନେ ମଧ୍ୟ ତାଙ୍କର କଣ୍ଠ ରୁ ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି |

ତାହା ସହିତ କୁହାଯାଉଛି କି ଅନେକ ଓଡ଼ିଆ ଗୀତ ମଧ୍ୟ ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପ୍ରଭୁପଦ ଙ୍କୁ ଦେଖିବାକୁ ମିଳିଛି ଷ୍ଟେଜ ପୋରଫୋମେନ୍ସ କରୁଥିବାର |ଆଉ ଯେଉଁଠି କୁହାଯାଉଛି କି ନଭେଡ଼େଶ୍ୱର ଚଡକ ମହୋତ୍ସବ ରେ ଦେଖିବାକୁ ମିଳିଥିଲା ପ୍ରଭୁ ପଦ ଙ୍କର ଦମଦାର ପ୍ରଗ୍ରାମ | ଆଉ ଯେଉଁଠି କୁହାଯାଉଛି କି ଏକ ସୁନ୍ଦର ମନୋଛୁଆଁ ଗୀତ ” ମା ପରି କିଏ ହେବ ‘ କୁ ମଞ୍ଚ ରେ ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ପ୍ରଭୁ ପଦ ବୋଲି କୁହାଯାଉଛି |

ଆଉ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଗୀତ କୁ ଗାଇ ମଞ୍ଚ ଉପରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |ଆଉ ତାହା ସହିତ ଦେଖିବାକୁ ମିଳିଛି କି ପ୍ରଭୁ ପଦ ଙ୍କର ଗୀତ କୁ ଶୁଣିବା ପରେ ଦର୍ଶକ ମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି | ଆଉ ତାଙ୍କର ଗୀତ କୁ ଏନଜୟ କରିବା ସହିତ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି, ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment