ଷ୍ଟେଜ ଉପରେ ଆଇଟମ ଗାର୍ଲ Rani Priyadarshini ଙ୍କ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ କୁହାଯାଏ କି ଯାତ୍ରା ଜଗତର ଡାନ୍ସ ଓ କିଛି ମନୋଛୁଆଁ ଭିଡ଼ିଓ ଗୁଡିକ ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ଆଉ ଶୁଣିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପ୍ରିୟଦର୍ଶିନୀ ଙ୍କର ଯାତ୍ରା ମଞ୍ଚରେ ହଟ ଆଇତମ ଡାନ୍ସ ର କମାଲ | ଆଉ ଯେଉଁ ଡାନ୍ସ ର ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

କୁହାଯାଏ କି ଯାତ୍ରା ଜଗତ ଆଜି କାଲି ଅନେକ ଆଗକୁ ଯିବାକୁ ଲାଗିଲାଣି | ଆଉ ଯାତ୍ରା କଳାକାର ମାନେ ଯାତ୍ରା ମଞ୍ଚରେ ସେମାନଙ୍କର ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଛନ୍ତି | ତାହା ସହିତ ଯାତ୍ରା ଜଗତରେ ଭାଇରାଲ ହେଉଥିବା ଅନେକ ସିନ ଦେଖିବାକୁ ପାଉଥିବେ ଯାହାକୁ ଲୋକ ମାନେ ଦେଖି ବେଶ ଖୁସି ହେଵା ସହିତ ଯାତ୍ରା ର ଆଇଟମ ଡାନ୍ସ ସମସ୍ତଙ୍କ ମନକୁ କିଣି ନେଇଥାଏ | ଯାତ୍ରା ଗୋଟିଏ ଏମିତି ଜିନିଷ ଯାହାକୁ ଲୋକ ମାନେ ଦେଖିବା ପାଇଁ ଆଜି କାଲି ଅଧିକ ପସନ୍ଦ କରୁଛନ୍ତି |

ତେବେ ଆଜି କାଲି ଯାତ୍ରା ପୂର୍ବରୁ ଦେଖିବାକୁ ମିଳୁଛି ମେଲୋଡି ର କମାଲ, ଆଉ ଯେଉଁଥି କୁହାଯାଉଛି କି ଯାତ୍ରା ମଞ୍ଚରେ ମେଲୋଡି ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପ୍ରିୟଦର୍ଶିନୀ | ତେବେ ଦେଖିବାକୁ ମିଳିଛି କି ଏହି ହଟ ଡାନ୍ସର ଙ୍କର ଜବରଦସ୍ତ ପୋରଫୋମେନ୍ସ କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଯାତ୍ରା ର ମଞ୍ଚ ଉପରେ |ତାହା ସହିତ କୁହାଯାଉଛି କି ପ୍ରଥମେ ଦିଲବର ଗୀତ ରେ ନିଜର ଜବରଦସ୍ତ ପୋରଫୋମେନ୍ସ ଦେଖାଇଥିଲେ ରାଣୀ ପ୍ରିୟଦର୍ଶିନୀ |

ଆଉ ତାହା ପରେ ମୋର ମନ ଉଡି ଯାଏରେ ଗୀତ ରେ ସୁନ୍ଦର ଭାବରେ ନିଜର ହଟ ଡାନ୍ସ କୁ ଦେଖାଇବାକୁ ଲାଗିଥିଲେ ଯାତ୍ରା ମଞ୍ଚରେ ରାଣୀ ପ୍ରିୟଦର୍ଶିନୀ | ଆଉ ତାଙ୍କର ସେହି ଡାନ୍ସ କୁ ଦେଖି ଦର୍ଶକ ମାନେ ବେଶ ଏନଜୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ତାହା ସହିତ ରାଣୀ ପ୍ରିୟଦର୍ଶିନୀ ଙ୍କର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment