ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ ରୋମାନ୍ସ ଵାଲା ହଟ ଡ୍ୟାନ୍ସ କଲେ Couple ଯୋଡି….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ସାଧାରଣତଃ ଯେତେବେଳେ ଡାନ୍ସ ର କଥା ଉଠେ ତାହାର ମଜା କିଛି ଅଲଗା ଥାଏ ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଭାଇରାଲ ହେଉଥିବା ଏକ ଡାନ୍ସ ର ଭିଡ଼ିଓ |ଆଉ ମଞ୍ଚ ଉପରେ ଭାଇରାଲ ହେଇଥିବା ଏହି ଭିଡ଼ିଓ ଟି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଲା ଭଳି ହୋଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ପ୍ରକାରର ଡାନ୍ସ ଗ୍ରୁପ ର ପୋରଫୋମେନ୍ସ କୁ ଦେଖିବାକୁ ପାଉଥିବେ |କିନ୍ତୁ ସବୁ ମଧ୍ୟରୁ ଆରୁ ଡାନ୍ସ ଏକାଡେମୀ ର ଡାନ୍ସ ସମ୍ପୂର୍ଣ୍ଣ ନିଆରା ଅଟେ | ଆଉ ଯେଉଁଠି କୁହାଯାଉଛି କି ଏହି ଡାନ୍ସ ର ମଞ୍ଚ ଉପରେ ସୁନ୍ଦର ଭାବରେ ଡାନ୍ସ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ମିସ ସୋନାଲି ଓ ରାଜୁ ବୋଲି କୁହାଯାଉଛି | ଆଉ ଡାନ୍ସ ର ଯାଦୁ ରେ ବେଶ ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନକୁ ଛୁଇଁବା କଥା କୁହାଯାଉଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଏହି ଦୁଇଜଣ ଯୋଡ଼ି ତାଙ୍କର ଡାନ୍ସ ପୋରଫୋମେନ୍ସ କୁ ଦେଖାଇବାକୁ ଲାଗିଛନ୍ତି |

“ରାତ ଦିନ ତୁମହେ ମେ ୟାଦ କୋରତା ହୁ ” ଏହି ଗୀତ ରେ ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଏହି ଡାନ୍ସ କଳକାର ଦୁଇଜଣ |ଆଉ ଯେଉଁଠି ମଞ୍ଚ ଉପରେ ସୁନ୍ଦର ଭାବରେ ଡାନ୍ସ ପ୍ରଫୋମେନ୍ସ ରେ ଦର୍ଶକ ମାନେ ମଧ୍ୟ ବେଶ ଆକୃଷ୍ଟ ହେବା କଥା କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ସୁନ୍ଦର ଭାବରେ ସୋନାଲି ଓ ରାଜୁ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ | ଆଉ ଯାହା କୁ ଦେଖିଲା ପରେ ଦର୍ଶକ ମାନେ ମଧ୍ୟ ମଜା ନେଇଥିବା କଥା ମଧ୍ୟ କୁହାଯାଉଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |

ତେବେ ଆପଣ ମାନେ ଅନେକ ସମୟରେ ଅନେକ ଡାନ୍ସ ପୋରଫୋମେନ୍ସ ଦେଖିବାକୁ ପାଉଥିବେ ମଞ୍ଚ ଉପରେ ପୁଅ ଝିଅ ମାନେ କରୁଥିବାର | ତେବେ ବର୍ତ୍ତମାନ ସୋନାଲି ଓ ରାଜୁ ଙ୍କର ମିଳିମିଶି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି | ଆଉ ସମସ୍ତେ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି ଏହି ଡାନ୍ସ ଭିଡ଼ିଓ କୁ ଦେଖିକି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment