ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ ରୋମାଣ୍ଟିକ Couple କଲେ ହଟ ଡ୍ୟାନ୍ସ… ଦେଖିଲେ ନିଆଯକୁ ସମ୍ଭାଳି ପାରିବେନି..

ବନ୍ଧୁମାନେ ଆଜିର ଅତ୍ୟାଧୁନିକ ସମୟରେ ସୋସିଆଲ ମେଡିଆ ପାଖରେ ଶରଣ ପୋଷିଛନ୍ତି ।ଯିଏ ଯାହା ପାରିଲା ସୋସିଆଲ ମେଡିଆରେ ପୋଷ୍ଟ କରି ପୁପୁଳାର ହେବାକୁ ଚାହୁଁଛନ୍ତି ।ତେବେ ସୋସିଆଲ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ କିନ୍ତୁ ଆଜିର ଲୋକମାନେ ଖୁବ ସ୍ମାର୍ଟ, ତେଣୁ ସେମାନଙ୍କ ଭିତରେ ଯୋଉ ପ୍ରକାର ଟେଲେଣ୍ଟ ଅଛି ତାହାକୁ ସେମାନେ ଲୋକ ଲୋଚନକୁ ଆଣିବା ପାଇଁ ସୋସିଆଲ ପ୍ଲାଟଫର୍ମ ର ଭଲ ଲାଭ ଉଠାଉଛନ୍ତି ।ତେବେ ଯେତେବେଳେ ଡ୍ୟାନ୍ସ ସୋସିଆଲ ମେଡିଆରେ କିଛି ଡ୍ୟାନ୍ସ ଭିଡ଼ିଓ ଦେଖିବାକୁ ମିଳିଥାଏ ତାଗ ବହୁତ ଜଲଦି ଭାଇରଲ ହେଇଥାଏ ।ଯେମିତି ଆଜିର ଏହି ଡ୍ୟାନ୍ସ ଭିଡ଼ିଓ କୁ ଦେଖୁ ନାହାଁନ୍ତି ଯାହାକୁ ଏବେ ଯାଏ 20 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।

ତେବେ ମଣିଷ ଜୀବନ ସବୁବେଳେ ବ୍ୟସ୍ତତା ଭିତରେ ବିତୁଛି ଆଉ ଯେତେବେଳେ ଟିକିଏ ସମୟ ମିଳୁଛି ସେତେବେଳେ ସେ ସୋସିଆଲ ମେଡିଆ ପାଖରେ ସମୟ ଅତିବାହିତ କରୁଛି ।ଆଉ ସେହି ସୋସିଆଲ ମେଡିଆରେ ଅନେକ ଭିଡ଼ିଓ ଦେଖୁଥିବା ଭିତରେ ବି କିଛି ଡ୍ୟାନ୍ସ ଭିଡ଼ିଓ ଗୁଡିକ ବହୁତ ଜଲଦି କାହାର ବି ମନ ଜିତି ଯାଇଥାଏ ।ଯେମିତି ଆଜିର ଏହି ଭାଇରଲ ଭିଡ଼ିଓ ଟି, ଭୋଜପୁରୀ ଗୀତରେ ଯୁବକ ଯୁବତୀ ଯେମିତି ତାଳ ମିଳେଇ ଆଉ ପୁରା ଜୋସ ରେ ଡ୍ୟାନ୍ସ କରୁଛନ୍ତି ତାହା ଦେଖିଲେ ତ ଆଖି ଲାଖି ଯାଉଛି ।

ତେବେ ଆପଣ ଯଦି ଏହି ଡ୍ୟାନ୍ସ ଭିଡ଼ିଓ ଟିକୁ ଦେଖୁଛନ୍ତି ତାହେଲେ ଦେଖନ୍ତୁ ଗୋଟିଏ ସୁନ୍ଦର ଭାବରେ ସଜା ଯାଇଥିବା ଷ୍ଟେଜ ଉପରେ ଜଣେ ଯୁବକ ଓ ଯୁବତୀ ଅଛନ୍ତି ।ଯୁବକ ଜଣକ କଲା ଡ୍ରେସ ରେ ଥିବା ବେଳେ ଯୁବତୀ ଜଣକ କମଳା ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ।ଆଉ ଉଭୟ ଏକ ଭୋଜପୁରୀ ଗୀତରେ ଖୁବ ସୁନ୍ଦର ଭାବେ ଡ୍ୟାନ୍ସ କରିବାରେ ଲାଗୁଛନ୍ତି ।ତା ଛଡା ଉଭୟ ଙ୍କୁ ଦେଖନ୍ତୁ ଡ୍ୟାନ୍ସ ର ଆରମ୍ଭ ରୁ ଶେଷ ଯାଏ ସେମାନେ ଗୀତ ସହିତ ତାଳ ମିଳେଇବା ଡ୍ୟାନ୍ସ କରୁଛନ୍ତି ଆଉ ଏହି ଭିତରେ କାହାର ବି ଟିକିଏ ଏନେର୍ଜି କମୁ ନାହିଁ ।

ବହୁତ ସମୟରେ ବହୁତ ପ୍ରକାରର ଡ୍ୟାନ୍ସ ଦେଖିବାକୁ ମିଳିଥାଏ କିନ୍ତୁ ବେଳେ ବେଳେ କିଛି ଡ୍ୟାନ୍ସ ଭିଡ଼ିଓ ଦେଖିଲେ ବି ସହଜରେ ଆଖି ହଟେଇ ହୁଏ ନାହିଁ ।ଆଉ ଏହି ଯୁବତୀ ଯୁବକ ଙ୍କର ଡ୍ୟାନ୍ସ ଟି ଠିକ ସେମିତି ଅଟେ ସେଥିପାଇଁ ତ ବର୍ତ୍ତମାନ ଯାଏ ଭିଡ଼ିଓ ଟିକୁ 20 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।ଆଉ ବର୍ତ୍ତମାନ ଏହି ଡ୍ୟାନ୍ସ ଭିଡ଼ିଓ ଟି ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ବି ଲାଗିଛି ।ତେବେ ଆପଣ ଯଦି ଭିଡ଼ିଓ ଟିକୁ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment