Star Bharat ରେ କୃଷ୍ଣ କେମିତି କାଳିଆ ନାଗର ଲାଞ୍ଜ କୁ ଧରି କରୁଥିଲେ Hazel Gaur… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବା ର | ତେବେ ଅନେକ ସମୟରେ ଆପଣ ମାନେ ଦେଖୁବାକୁ ପାଉଥିବେ କି ସୁଟିଂ ସମୟର କେତେକ ଭିଡ଼ିଓ ସୁଟିଂ ସେଟ ରୁ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ଆଉ ବର୍ତ୍ତମାନ ସେହିଭଳି କିଛି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯାହା ହେଉଛି କୃଷ୍ଣ ବେଶରେ କାଳିଆ ନାଗ କୁ ବଦ୍ଧ କରୁଥିବାର ଭିଡ଼ିଓ | ଆଉ ସୁଟିଂ ସମୟର ଏହିଭଳି ଭିଡ଼ିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ ଅନେକ ପ୍ରକାରର ଭିଡ଼ିଅ ମାନ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନଙ୍କୁ ଖୁସି ଲାଗିବ | ତାହା ସହିତ ଛୋଟ ପିଲା ଟିର ଏହିଭଳି ଭାବରେ କୃଷ୍ଣ ବେଶରେ ଅଭିନୟ କରୁଥିବାର ସମସ୍ତ ଦର୍ଶକ ମାନଙ୍କୁ ବେଶ ମନକୁ ଛୁଇଁଛି ବୋଲି କୁହାଯାଉଛି | ତେବେ ଆମେ ମାନେ ସାଧାରଣତଃ ବେଶ ଭଲ ଭାବରେ ଜାଣିଥିବ କି ଯେତେ ବି ଭିଡ଼ିଓ ଭାଇରାଲ ହେଉ ନାଁ କାହିଁକି ଯେତେବେଳେ ଛୋଟ ଛୋଟ ଛୁଆଁ ମାନଙ୍କ ର ଫୋଟ ଆଉ ଭିଡ଼ିଓ କଥା ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ |

ଆଉ ଯାହା କୁହାଯାଉଛି କି ଛୋଟ ପିଲା ଟି ଅଭିନୟ କରିବାକୁ ଲାଗିଛି କାଳିଆ ନାଗ ଉପରେ ଛିଡା ହେଇକି ସାପ କୁ ମାରୁଥିବାର କିଛି ଦୃଶ୍ୟ, ଆଉ ଯାହା ବେଶ ସୁନ୍ଦର ଭାବରେ ସୁଟିଂ ସମୟର କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଛୋଟ ପିଲା ଟି ନାଗ ର ଲାଞ୍ଜ ଉପରେ ଛିଡା ହୋଇଛି ଆଉ ଲାଞ୍ଜ ଉପରେ ଢ଼େଇ ବାକୁ ଲାଗିଛି | ଆଉ ସାପ ର ମୁହଁକୁ ମୋଡି ମାରିବାର ଅଭିନୟ ମଧ୍ୟ କରିବାକୁ ଲାଗିଛି ସୁନ୍ଦର ଭାବରେ |

ଆଉ ଛୋଟ ପିଲା ଟି ଏହିଭଳି ଭାବରେ କାଳିଆ ନାଗ କୁ ମାରୁଥିବାର କିଛି ଭିଡ଼ିଓ ସୁଟିଂ ହେଉଥିବାର ଦେଖିବାକୁ ମିଳିଥିଲା | ଆଉ ଏହି ଭଳି ସୁନ୍ଦର ଭାବରେ ସୁଟିଂ ହେଉଥିବା କୃଷ୍ଣ ଙ୍କର ଭିଡ଼ିଓ ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି | ଆଉ ଯେଉଁ ଭିଡ଼ିଓ କୁ ଦେଖିବା ପରେ ଲୋକ ମାନଙ୍କ ର ଅଗ୍ରହ ମଧ୍ୟ ବଢିବାକୁ ଲାଗିଥିଲା ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment