ନିଶା କରିଦେଲେ ଦର୍ଶକଙ୍କୁ ଘାଇଲା । ନିଶାଙ୍କ ନିଶାରେ ଦର୍ଶକ ହେଲେ ମତୁଆଲା । ଯାତ୍ରା ମଞ୍ଚରେ ନିଶା ଗାଧେଇଲେ ଆଉ ଦର୍ଶକଙ୍କୁ ବି ଗାଧେଇ ଦେଲେ । ଟିପି ଟିପି ବର୍ଷା ପାଣି ଗୀତରେ ନିଶା ନାଚିଲେ ଷ୍ଟେଜ ଧୋହଲାଇ ଦେଲେ । ଦର୍ଶକ ମଧ୍ୟ ନିଜକୁ ସମ୍ଭାଳି ପାରିଲେ ନାହିଁ । କିଏ କହୁଥିଲେ ନିଶା ତ ଆଉ କିଏ କହୁଥିଲେ ଝୁନା କିଏ କହୁଥିଲେ ନିଶା ମହାରଣା ତ ଆଉ କିଏ କହୁଥିଲେ ନିଶା ମଳିକା ।
ହେଲେ ଏ ସବୁ ଭିତରେ ନିଶା ମହାରଣା କାହା କଥାକୁ ନ ଶୁଣି ଷ୍ଟେଜ ଉପରକୁ ଗଲେ ଆଉ ଷ୍ଟେଜ ଉପରେ ନାଚିଲେ ସମସ୍ତଙ୍କୁ ନଚାଇଲେ । ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଅପେରା ଉପରକୁ ଉଠିଛନ୍ତି ନିଶା ମହାରଣା । ଟିପି ଟିପି ବର୍ଷା ପାଣି ଗୀତରେ ନିଜେ ନାଚିଲେ ଭିଜିଲେ ଆଉ ଦର୍ଶକଙ୍କୁ ମଧ୍ୟ ଭିଯାଇଲେ । ନିଶା ଯେତେ ଜୋରେ ନାଚୁଥିଲେ ଦର୍ଶକ ସେତେ ଜୋରେ କହୁଥିଲେ ମ୍ୟାଡ଼ମ ନାଚନ୍ତୁ ଆହୁରି ଜୋରେ ନାଚନ୍ତୁ । ଯେମିତି ଇଚ୍ଛା ହେଉଛି ସେମିତି ନାଚନ୍ତୁ । ନାଚି ନାଚି ଷ୍ଟେଜ ଫଟାଇ ଦିଅନ୍ତୁ । ଯେମିତି ନାଚୁଛନ୍ତି ନାଚନ୍ତୁ କିନ୍ତୁ ଆମକୁ ମନୋରଞ୍ଜନ କରନ୍ତୁ । ଆମକୁ ଖୁସି କରନ୍ତୁ । ଆମେ ଆପଣଙ୍କ ନାଚ ଦେଖି ଏକ ଫିଦା ହୋଇ ଯାଇଛୁ ।
ଆଉ ଶେଷରେ ନିଶାଙ୍କ ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ଲୋକ ଲଜ୍ୟା ଭୟରେ ନିଶାଙ୍କ ବାପା ମା ଗାଁ ଛାଡି ଥିବା ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ନିଶାଙ୍କୁ ନେଇ ଅନେକ ଲୋକେ ଅନେକ ମନ୍ତବ୍ୟ ଦେଲେ । ହେଲେ ନିଶା କିନ୍ତୁ କାହା କଥାକୁ ନ ଶୁଣି ଆଗେଇ ଚାଲିଲେ । କହିଲେ ମୋ ସଫଳତା ପଛରେ ମୋ ବୟଫ୍ରେଣ୍ଡଙ୍କ ହାତ ଅଛି । ଆଉ ଏହା ପରେ ନିଶାଙ୍କୁ ଏବେ ଦେଖିବାକୁ ମିଳିଛି ଯାତ୍ରାରେ ।
ନିଶାଙ୍କ ନାଚ କୁଆଡେ ଯାତ୍ରା ପେଣ୍ଡାଲ ରେ ଖୁବ ଚିତା କର୍ଷକ ଥିଲା । ଯିଏ ଦେଖୁଥିଲା ସେ ନାଚୁଥିଲା ଯିଏ ଦେଖୁ ଥିଲା ସେ ଝୁମୁ ଥିଲା । ସମସ୍ତେ କହୁଥିଲେ ନାଚିବ ତ ଠିକ ଏମିତି ଭାବରେ । ନିଶା ଅଣ୍ଟା ହଲେଇଲେ ଦର୍ଶକ କର ତାଳି ରେ ଷ୍ଟେଜ କମ୍ପାଇ ଦେଉଥିଲେ । ଗୀତ ର ତାଳେ ତାଳେ ପାଦରେ ପାଦ ମିଶାଇ ନିଶା ଷ୍ଟେଜ କୁ ହଲାଇ ଦେଉଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।