ଷ୍ଟେଜ ଉପରେ ଏମିତି Scene ଦେଖି ସହି ପାରିଲେନି ଦର୍ଶକ, ଆଉ ତା’ ପରେ କଣ ହେଲା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଡାନ୍ସ ର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ମାନ ଆମ ମାନ ଙ୍କ ସାମ୍ନା କୁ ଆସିଥାଏ ଯାହା ଦର୍ଶକ ମାନଙ୍କର ମନକୁ କିଣି ନେବା ସହିତ ଦର୍ଶକ ମାନଙ୍କୁ ଡାନ୍ସ ର ଯାଦୁ ରେ ଝୁମେଇ ଦେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଲି ଏକ ଜବରଦସ୍ତ ଡାନ୍ସ ର ଧମାଲ ଦେଖିବାକୁ ମିଳିଛି ମଞ୍ଚ ଉପରେ | ଆଉ ସେହି ଭଳି ଏକ ମନୋଛୁଆଁ ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ତେବେ ଯେତେବେଳେ ଗୀତ ଆଉ ଡାନ୍ସ ର ଭିଡ଼ିଓ ଆମ ମାନଙ୍କର ସାମ୍ନା କୁ ଆସିଥାଏ ସେତେବେଳେ ସେହିଭଳି ଭିଡ଼ିଓ କୁ ଦେଖିବାର ଇଚ୍ଛା ଅଧିକ ବଢି ଯାଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ଯୁବକ ଓ ଯୁବତୀ ଜଣଙ୍କ ସୁନ୍ଦର ଭାବରେ ହଟ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ଆଏଗା ମଜା ଅବ ବର୍ଷାତ କା ” ଏହି ଭଳି ଏକ ସୁନ୍ଦର ଗୀତ ରେ ନିଜର ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଝିଅ ମାନଙ୍କ |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ବର୍ଷା ରେ ଭିଜି ଭିଜି ମଞ୍ଚ ଉପରେ କରିବାକୁ ଲାଗିଛନ୍ତି ହଟ ଡାନ୍ସ | ଆଉ ଝିଅ ପୁଅ ମାନେ ପୁରା ପୁରି ଭାବରେ ମଜି ଯାଇଛନ୍ତି ସେହି ଭଳି ଏକ ହଟ ଗୀତ ର ଜବରଦସ୍ତ ଡାନ୍ସ ପୋରଫୋମେନ୍ସ କୁ ଦେଖି | ଯେଉଁଠି ଦର୍ଶକ ମାନେ ମଧ୍ୟ ସମସଙ୍କର ମନକୁ କିଣି ନେଇଛନ୍ତି ତାଙ୍କର ସେହିଭଳି ଏକ ଜବରଦସ୍ତ ଡାନ୍ସ ପୋରଫୋମେନ୍ସ କୁ ଦେଖିଲା ପରେ ଓ ସମସ୍ତେ ଯୁବକ ଓ ଯୁବତୀ ଙ୍କର ମଧ୍ୟ ପ୍ରସଂଶା କରିବାକୁ ଲାଗିଛନ୍ତି |

ତେବେ ଆପଣ ମାନେ ଜାଣିଥିବେ ଗୀତ ହେଉ ଵା ଡାନ୍ସ ଯଦି ସମସ୍ତ ଙ୍କର ମନକୁ ଛୁଇଁଲା ଭଳି ହୋଇଥାଏ ତାହେଲେ ସେହି ଭଳି ଡାନ୍ସ କୁ ଦେଖିବା ପାଇଁ ଆଗ୍ରହ ବଢିବାକୁ ଲାଗିଥାଏ | ତେବେ ମଞ୍ଚ ଉପରେ ସେହି ଭଳି ଜବରଦସ୍ତ ହଟ ଡାନ୍ସ ଦେଖିବାକୁ ମିଳିଥିଲା ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଉଥିଲା କି ବର୍ଷା ପାଣି ପକାଇ ସେଥିରେ ଭିଜି ଭିଜି ପୁଅ ଝିଅ ଦୁଇଜଣ ଡାନ୍ସ କରୁଥିଲେ | ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବା ସହିତ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment