ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଷ୍ଟେଜ ଉପରେ କଲେ ଖତରନାକ କୁସ୍ତି( Fighting ) ସହ କଲା ଏମିତି…ଦେଖିଲେ ଆଶ୍ଚର୍ଯ୍ୟ ହେବେ

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ | ଆଉ ଭାବିବେ କେଉଁ ଭଳି ଭାବରେ କୁନି କଳାକାର ମାନେ ନିଜ ଭିତରେ ଥିବା ପ୍ରତିଭା କୁ ପ୍ରକାଶ କରୁଛନ୍ତି ଆଉ ବକ୍ସିଙ୍ଗ କମ୍ପିଟିସନ ରେ ପାର୍ଟିପେଣ୍ଟ କରୁଛନ୍ତି |ଆଉ ନିଜର ଦମଦାର ପ୍ରଦର୍ଶନ ଦେଖାଇ ସମସ୍ତଙ୍କର ମନକୁ ଖୁସି ଦେଉଛନ୍ତି | ଆଉ ଛୋଟ ପିଲା ମାନଙ୍କର ଏହିଭଳି ପ୍ରତିଯୋଗିତା ଦେଖିବା ପାଇଁ ମଧ୍ୟ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଚଜି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ମୁଆଇ ଥାଇ ରେ ଛୋଟ ପିଲା ଦୁଇ ଜଣକର ମଧ୍ୟରେ ବକ୍ସିଙ୍ଗ ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା | ଆଉ ଯେଉଠି କୁହାଯାଉଛି କି ସେ ପିଲା ଦୁଇଜଣଙ୍କର ନାଁ ହେଉଛି ରୀନା ଏବଂ ନୁଙ୍ଗ |ଆଉ ଦୁଇଜଣ କୁନି ଝିଅ ମଧ୍ୟ ବେଶ ସୁନ୍ଦର ଭାବରେ ସେମାନଙ୍କର ଦୋମଦାର ପ୍ରଦର୍ଶନୀ ଦେଖାଇବା ପାଇଁ ଆସୁଛନ୍ତି ଷ୍ଟେଜ ଉପରକୁ | ଆଉ ତାହା ସହିତ ନିଜ ଭିତରେ ଥିବା ଏହିଭଳି ପ୍ରତିଭା କୁ ଦେଖାଉଛନ୍ତି |ତେବେ ଆପଣ ମାନେ ଜାଣିଥିବେ ସାଧାରଣତଃ ବଡ଼ ଝିଅ ମାନେ ଏହିଭଳି ବକ୍ସିଙ୍ଗ କମ୍ପିଟିସନ ରେ ଭାଗ ନେଇଥାନ୍ତି ଆଉ ନିଜ ଭିତରେ ରହିଥିବା ଶକ୍ତି କୁ ମଧ୍ୟ ପ୍ରକାଶ କରିଥାନ୍ତି |

ଆଉ ଏଠାରେ ବଡ଼ ଝିଅ ବା ପୁଅ ମାନଙ୍କ ମଧ୍ୟ ଶକ୍ତି ର ପରୀକ୍ଷା ବା ବୋକ୍ସିଙ୍ଗ ର ପ୍ରତିଯୋଗିତା ହେଉନି |ଏଠି ଛୋଟ ଛୋଟ ଦୁଇଜଣ ପିଲା ମାନଙ୍କ ମଧ୍ୟରେ ହେଉଛି | ଆଉ ବକ୍ସିଙ୍ଗ ର ନିୟମ ମୁତାବକ ଜଣେ ଅନ୍ୟ ଜଣଙ୍କ ଉପରେ ଶକ୍ତି ଯାହା ସେମାନଙ୍କ ମଧ୍ୟରେ ରହିଛି ତାହାକୁ ଦେଖାଇବାକୁ ଲାଗିଛନ୍ତି | ଆଉ ଏହି ସବୁ ପାଇଁ ସେମାନଙ୍କୁ ଆଗକୁ ଟ୍ରେନିଂ ଦିଆଯାଇଛି ବୋଲି କୁହାଯାଉଛି | ଆଉ ଛୋଟ ପିଲା ଦୁଇଜଣ ମଧ୍ୟ ସେହିଭଳି ଭାବରେ ନିଜର ପ୍ରଦର୍ଶନୀ କୁ ଦେଖାଇବାକୁ ଲାଗିଛନ୍ତି | ଆଉ ପରସ୍ପର ପରସ୍ପରକୁ ବାଡ଼ଉଛନ୍ତି |

ତାହା ସାହିତ ଏହି କମ୍ପିଟିସନ ରେ ବିଜେତା ହେବା ପାଇଁ ମଧ୍ୟ ଜୋର ସୋର ରେ ନିଜର ଚେଷ୍ଟା କୁ ଜାରି ରଖିଛନ୍ତି ବୋଲି କୁହାଯାଉଛି ଏଠାରେ | ଆଉ ରୀନା ଓ ନୁଙ୍ଗ ଙ୍କର ଏହି ଭଳି ଦମଦାର ପ୍ରଦର୍ଶନୀ କୁ ସମସ୍ତେ ଦେଖିବା ପରେ ବେଶ ପ୍ରସଂଶା ମଧ୍ୟ କରୁଛନ୍ତି | ଆଉ ଛୋଟ ପିଲା ଦୁଇ ଜଣଙ୍କୁ ଉତ୍ସାହିତ ମଧ୍ୟ କରାଉଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment