ଦେଖନ୍ତୁ viral ଭିଡ଼ିଓ : ଷ୍ଟେଜ୍ ରେ ନାଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେହି ଭିଡିଓ କୁ ଦେଖିଲେ ଆପଣ ଙ୍କର ମନ ଖୁସି ହୋଇଯିବ | ଆଉ ଆପଣ ମାନେ ଭାରତର ରାଷ୍ଟ୍ରପତି ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଆମ ସମସ୍ତଙ୍କର ପ୍ରିୟ ଓଡ଼ିଆ ଝିଅ ଦ୍ରୌପଦୀ ମୂର୍ମୁ ଙ୍କ ପାଇଁକି ବହୁତ ଗର୍ବିତ ମଧ୍ୟ ହେବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜର କଳା ଆଉ ସଂସ୍କୃତି କୁ ନ ଭୁଲି କଳାକୁ ସଂମ୍ମାନ ଦେବାକୁ ଯାଇ ନାଚିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଜନ୍ମ ଗ୍ରହଣ କରିଥିଲେ | ନିଜ ଭିତରେ ଥିବା ପ୍ରତିଭା କୁ ସେ ପିଲା ଦିନରୁ ପ୍ରକାଶ କରି ଆସୁଥିଲେ | ଆଉ ଯାହା ଫଳରେ ସେ ନିଜର ମନକୁ କେବେବି ଦୁର୍ବଳ କରି ନ ଥିଲେ ଆଉ ଚେଷ୍ଟା ଜାରି ରଖିଥିଲେ ଆଉ ଯାହା ଫଳରେ ସେ ଆଜି ଏତେ ବଡ଼ ଗୋଟିଏ ପଦବୀ ରେ ପ୍ରତିଷ୍ଠିତ ହେଇ ପାରିଛନ୍ତି ବୋଲି କୁହାଯାଉଛି |ଆଉ ଆଦିବାସୀ ପରିବାରରୁ ଜନ୍ମ ହେଇକି ସେ ଭାରତର ଦାୟିତ୍ୱ କୁ ଆଜି ନିଜ ମୁଣ୍ଡକୁ ନେଇଛନ୍ତି ଆଉ ରାଷ୍ଟ୍ରପତି ଭାବରେ ତାଙ୍କୁ ଚୟନ କରାଯାଇଛି |
ତେବେ ଯାହା କୁହାଯାଉଛି କି ଆମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଭୁବନେଶ୍ୱର ଆସିକି ପଢା ପଢି କରିଥିଲେ | ଆଉ ସେ ରାଜଧାନୀ କେପିଟାଲ ଗାର୍ସ ହାଇ ସ୍କୁଲ ରେ ପଢିଥିଲେ ଓ ପରେ ସେ ରମାଦେବୀ କଲେଜ ରେ ମଧ୍ୟ ତାଙ୍କର ଅଧୟନ କରିଥିଲେ | ଆଉ ବର୍ତ୍ତମାନ ଦ୍ରୌପଦୀ ମୂର୍ମୁ ତାଙ୍କର ସେହି ଗାଁ ମାଟି କୁ ଆସିଛନ୍ତି ରାଷ୍ଟ୍ରପତି ହେବା ପରେ | ଆଉ ତାଙ୍କର ସ୍କୁଲ କଲେଜ କୁ ଯିବା ସହିତ ତାଙ୍କର ସାଙ୍ଗ ମାନଙ୍କ ସହିତ ମଧ୍ୟ ଦେଖା କରିବା ସହିତ ବହୁତ ଖୁସି ମଜ୍ଞ ହୋଇଛନ୍ତି |ଆଉ ତାହା ସହିତ ରାଷ୍ଟ୍ରପତି ଦ୍ରୌପଦୀ ଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି |


ଆଉ ଯେଉଁଠି ଦେଖିବାକୁ ମିଳିଛି କି ଆମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ତଥା ଆମ ଓଡ଼ିଆ ଝିଅ ନିଜର କଳା ଆଉ ସଂସ୍କୃତି କୁ ନ ଭୁଲି ହାତ ରେ ହାତ ଦେଇ କାନ୍ଧ ମେଳାଇ ନାଚିବାକୁ ଲାଗିଛନ୍ତି | ଆଉ ଯାହା ଫଳରେ ସେ ବହୁତ ଖୁସି ଥିବାର ମଧ୍ୟ ଜଣା ପଡିଛି | ଆଉ ଦ୍ରୌପଦୀ ଙ୍କର ଓଡ଼ିଆ ଆସିବା ସହିତ ତାଙ୍କର ସ୍କୁଲ ଓ କଲେଜ ବୁଲିବା ଠାରୁ ନେଇକି ନାଚିବା ଭଳି ସମସ୍ତ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment