ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ତ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିଥିବେ | ତାହା ଛଡା ଅନେକ ଅଭିନେତା ଆଉ ଅଭିନେତ୍ରୀ କଳାକାର ମାନଙ୍କର ଅଭିନୟ ର ଝଲକ ମଧ୍ୟ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ କଳାକାର, ଯାହା ଙ୍କର ଅଭିନୟ ର ଯାଦୁ ଦେଖିବା ପାଇଁ ସମସ୍ତେ ପାଗଳ ଥାଆନ୍ତି, ପିଲା ଠାରୁ ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରିବା ସହିତ ଭଲ ପାଇବା ଦେଉଥିବା ସିଦ୍ଧାନ୍ତ ମହାପାତ୍ର ଓ ଅଲିଉଡ ର ଚୁଲବୁଲି ଓ ସୁନ୍ଦରୀ ନାୟିକା ଅନୁ ଚୌଧୁରୀ ଙ୍କ ବିଷୟରେ | ତେବେ ଦୁଇଜଣଙ୍କର ମିଳିତ ଭାବରେ ଏକ ଅଭିନୟ ର ଝଲକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁ ଗୋଟିଏ ବର ଦାନ ସଦୃଶ୍ୟ ହେଉଛନ୍ତି ସିଦ୍ଧାନ୍ତ ଆଉ ଅନୁ ଚୌଧୁରୀ ଙ୍କ ର ଯୋଡ଼ି | ଆଉ ଯେଉଁ ଯୋଡ଼ି କୁ ପିଲା ଠୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି | ତେବେ ବହୁତ ସାରା ବ୍ଲକ ବଷ୍ଟର ଫ୍ଲିମ ମଧ୍ୟ ଏକାଠି ସେମାନଙ୍କ ର ଆସିଛି | ଆଉ ବର୍ତ୍ତମାନ ସେହି ସିଦ୍ଧାନ୍ତ ଆଉ ଅନୁଭବ ର ଅଭିନୟ ର ଝଲକ ଦେଖିବାକୁ ମିଳିଛି ଷ୍ଟେଜ ଉପରେ |

ଆଉ ଯେଉଁଠି କୁହାଯାଉଛି କି “ସିନେ ଷ୍ଟାର ର ଖୋଜ “ର ଏହି ମହା ମଞ୍ଚରେ ରେ ଅଡିଏନ୍ସ ମାନଙ୍କ ଅଭିନୟ କେମିତି ଜୀବନ୍ତ ହେବା ଉଚିତ ତାହାର କିଛି ତା ଝଲକ ଦେଖାଇବାକୁ ଲାଗିଥିଲେ ସିଦ୍ଧାନ୍ତ ଆଉ ଅନୁ ଚୌଧୁରୀ | ଆଉ ଆଦିଶନ ରେ ଭାଗ ନେବାକୁ ନେଇକି ପ୍ରେମିକ ଓ ପ୍ରେମିକା ଙ୍କ ମଧ୍ୟରେ କଥା କୁ ନେଇକି କୋନଭିନ୍ସ କୁ ନେଇକି ଏକ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇବା କଥା ମଧ୍ୟ କୁହାଯାଉଛି |

ତେବେ ସେ ଯାହା ହେଉ ନାଁ କାହିଁକି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଙ୍କ ର ଏହି ରୋମାଣ୍ଟିକ ଅଭିନୟ କୁ ଦେଖିବା ପରେ ଉପସ୍ଥିତ ଦର୍ଶକ ମାନେ ପୁରା ପୁରି ମୋତିଆଲା ହେଇ ଯାଇଛନ୍ତି ତାଙ୍କର ଅଭିନୟ ରେ | ଆଉ ଏହିଭଳି ଭାବରେ ଜୀବନ୍ତ ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ସିଦ୍ଧାନ୍ତ ଆଉ ଅନୁ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ଓ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment