Vivekam Kids ଦ୍ୱାରା ବହୁତ ସୁନ୍ଦର ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ |ଆପଣ ତ ଜାଣିଥିବେ ନିଶ୍ଚିତ ଯେ ଏବେ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ଯାଏଁ ସମସ୍ତେ କେମିତି କଳା ଜଗତକୁ ଗୋଡ଼ ବଢ଼େଇଲେନି |ଆଜିର ଏହି କୁନି କୁନି ପିଲାମାନେ ବହୁତ ଛୋଟ ବେଳୁ କେତେ ସୁନ୍ଦର ତାଳ ପକେଇ ଡ୍ୟାନ୍ସ କରୁଛନ୍ତି |ମୁଁ ଆଜି ଆପଣଙ୍କୁ କେତେକ କୁନି ପିଲା ସୁନ୍ଦର ଭାବରେ ଗ୍ରୁପ ଡ୍ୟାନ୍ସ କରୁଛନ୍ତି ସେ ବିଷୟରେ ଜଣେଇବି, ଯାହାକୁ ଦେଖିଲେ ଆପଣଙ୍କ ଓଠରେ ହସ ଫୁଟିବ |ଆସନ୍ତୁ ଏହି କୁନି ପିଲାଙ୍କ ଡ୍ୟାନ୍ସ ବିଷୟରେ ଜାଣିବା |
ବର୍ତମାନ ଯୋଗ କେତେ ଆଗିଲାନି ସମସ୍ତ ପରିବାର ପିଲାମାନେ ଯେ କେବଳ ଶିକ୍ଷା କ୍ଷେତ୍ରରେ ଆଗେଇଲେଣି ତାହା ନୁହଁ, ଏମାନେ ନାଚ ଗୀତ ଓ ଅଭିନୟ ଆଦି ପାଇଁ ମଧ୍ୟ ବହୁତ ଇଂଟରେଷ୍ଟଏଡ ଅଛନ୍ତି |ପ୍ରତ୍ୟେକ ଘରର ପିଲାମାନଙ୍କୁ ସ୍କୁଲରେ ପାଠ ପଢିବା ସହିତ କଳାକେନ୍ଦ୍ର ମାନଙ୍କରେ ମଧ୍ୟ୍ୟ ଛଡା ଯାଉଛି | ଆଉ ଏହି ଛୋଟ ପିଲାମାନଙ୍କ କୁନି ପାଦର ସେ ଡ୍ୟାନ୍ସ ଦେଖିବା ପାଇଁ ବହୁତ ଖୁସି ଲାଗେ |ଏହି ପିଲାମାନେ କେବଳ ସ୍କୁଲ ମାନଙ୍କରେ ନୁହଁ ଟିଭି ରେ କେତେକ ଶୋରେ ମଧ୍ୟ୍ୟ ଏମାନଂକ କଳା ଦେଖିବାକୁ ମିଳିଥାଏ |ବିଭିନ୍ନ ପ୍ରୋଗ୍ରାମ ରେ ମଧ୍ୟ୍ୟ ବହୁତ ଛୋଟ ପିଲାମାନେ ନାଚୁଥାନ୍ତି ଯାହାକି ଦର୍ଶକ ମନକୁ ବେଶ ଛୁଇଁ ଥାଏ,ଏହି ପରି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ବିବେକାନନ୍ଦ କିଡ ସ୍କୁଲ ରେ, ଏହି ସ୍କୁଲରେ କେତେକ ଛୋଟ ପିଲାମାନଙ୍କୁ ନେଇ ଗ୍ରୁପ ଡ୍ୟାନ୍ସ ହେଉଥିଲା |

ଏହି କୁନି କୁନି ପିଲାମାନେ ତାଙ୍କକୁନି କୁନି ପାଦରେ ତାଙ୍କ ଅଣ୍ଟାକୁ ହଲାଇ କେତେ ଅଙ୍ଗ ଭଙ୍ଗୀ ଓ ଠାଣିରେ ସୁନ୍ଦର ଭାବରେ ନାଚୁଛନ୍ତି |ଏହି ଗ୍ରୁପ ରେ ସବୁ ପିଲା ପ୍ରାୟ ଏକ ରଙ୍ଗର ଡ୍ରେସ ପିନ୍ଧିଛନ୍ତି, ତାଙ୍କର ଏହି ସେମ କଲର ଡ୍ରେସ ତାଙ୍କ ସୌନ୍ଦର୍ଯ୍ୟ କୁ ଆହୁରି ବଢ଼ି ଦେଇଛି |ଏହି ନାଚକୁ ଦେଖିବା ପାଇଁ ଅନେକ ଦର୍ଶକ ବହୁତ ସମୟ ରୁ ଅପେକ୍ଷା କରି ରହିଥିଲେ, ବର୍ତମାନ ସେହି କୁନି କୁନି ପିଲା ମାନକ ନାଚକୁ ଦେଖି ଦର୍ଶକ ମାନଙ୍କର ମନ ବେଶ ଆକୃଷ୍ଟ ହେଉଛି |ଆଉ ସେମାନେ ଏହି ଡ୍ୟାନ୍ସ କୁ ବହୁତ ଆନନ୍ଦ ରେ ଦେଖୁଛନ୍ତି ଏବଂ ଏହି ନାଚ ଦେଖି ସେମାନେ ଏତେ ଏନଜୟ କରୁଛନ୍ତି ଯେ ତାଙ୍କ ମୁଁହରୁ ହସ ଝରିବା ସହ ମନ ପୁରି ଉଠୁଛି |

କୁନି ପିଲା ମାନଙ୍କର ଏହି ନାଚକୁ ଦେଖି ଦର୍ଶକ ପ୍ରସଂଶା ନକରି ରହିପାରୁ ନାହାନ୍ତି |ଏହି କୁନି ପିଲାମାନଙ୍କର ସେ ମାନେ ଭୁରି ଭୁରି ପ୍ରସଂଶା କରିଛନ୍ତି |ଭିବେକାନନ୍ଦ ସ୍କୁଲ ର ଏହି କୁନି ପିଲାମାନଙ୍କ ପ୍ରୋଗ୍ରାମ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment