ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ବିଭିନ୍ନ ପ୍ରକାରର ଚେନାଲ ଆଉ ବିଭିନ୍ନ ପ୍ରକାରର ଶୋ ହେଉଛି | ଆଉ ଯାହା ଓଡିଶା ରେ ଥିବା ଲୋକ ମାନଙ୍କ ପାଇଁ ଗୋଟିଏ ସୁଯୋଗ ସୃଷ୍ଟି କରୁଛି ସେମାନଙ୍କର ପ୍ରତିଭା କୁ ଦେଖାଇବା ପାଇଁ | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ କଳାକାର, ଯାହା ଙ୍କର ଅଭିନୟ ର ଯାଦୁ ଦେଖିବା ପାଇଁ ସମସ୍ତେ ପାଗଳ ଥାଆନ୍ତି, ପିଲା ଠାରୁ ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରିବା ସହିତ ଭଲ ପାଇବା ଦେଉଥିବା ସିଦ୍ଧାନ୍ତ ମହାପାତ୍ର ଓ ଅଲିଉଡ ର ଚୁଲବୁଲି ଓ ସୁନ୍ଦରୀ ନାୟିକା ଅନୁ ଚୌଧୁରୀ ଙ୍କ ବିଷୟରେ | ଆଉ ଯେଉଁଠି ଷ୍ଟାର ମ୍ୟୁଜିକ ର ଏକ ସେମି ଫାଇନାଲ ଶୋ ରେ ଦେଖିବାକୁ ମିଳିଛି ସେମାନଙ୍କର ଅଭିନୟ ର ଝଲକ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ର ଏକ ଆଇକନ ଯୋଡ଼ି ଭାବରେ ଯିଏ ସାରା ଓଡିଶା ରେ ପ୍ରସଂଶିତ ସେହି ଯୋଡ଼ି ହେଉଛନ୍ତି ସିଦ୍ଧାନ୍ତ ଆଉ ଅନୁ ଚୌଧୁରୀ ଙ୍କ ର ଯୋଡ଼ି | ଆଉ ଯେଉଁ ଯୋଡ଼ି କୁ ପିଲା ଠୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି | ତେବେ ବହୁତ ସାରା ବ୍ଲକ ବଷ୍ଟର ଫ୍ଲିମ ମଧ୍ୟ ଏକାଠି ସେମାନଙ୍କ ର ଆସିଛି ଓ ଓଡ଼ିଆ ଦର୍ଶକ ମାନଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ସେମାନେ |ଆଉ ବର୍ତ୍ତମାନ ସେହି ସିଦ୍ଧାନ୍ତ ଆଉ ଅନୁଭବ ର ଅଭିନୟ ର ଝଲକ ଦେଖିବାକୁ ମିଳିଛି ଷ୍ଟେଜ ଉପରେ |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି “ସିନେ ଷ୍ଟାର ର ଖୋଜ “ର ଏହି ମହା ମଞ୍ଚରେ ରେ ଅଡିଏନ୍ସ ମାନଙ୍କ ଅଭିନୟ କେମିତି ଜୀବନ୍ତ ହେବା ଉଚିତ ତାହାର କିଛି ତା ଝଲକ ଦେଖାଇବାକୁ ଲାଗିଥିଲେ ସିଦ୍ଧାନ୍ତ ଆଉ ଅନୁ ଚୌଧୁରୀ | ଆଉ ଆଦିଶନ ରେ ଭାଗ ନେବାକୁ ନେଇକି ପ୍ରେମିକ ଓ ପ୍ରେମିକା ଙ୍କ ମଧ୍ୟରେ କଥା କୁ ନେଇକି କୋନଭିନ୍ସ କୁ ନେଇକି ଏକ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇବା କଥା ମଧ୍ୟ କୁହାଯାଉଛି |

ତେବେ ରୋମାଣ୍ଟିକ ଯୋଡ଼ି ଭାବରେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଙ୍କ ର ଏହି ରୋମାଣ୍ଟିକ ଅଭିନୟ କୁ ଦେଖିବା ପରେ ଉପସ୍ଥିତ ଦର୍ଶକ ମାନେ ପୁରା ପୁରି ମୋତିଆଲା ହେଇ ଯାଇଛନ୍ତି ତାଙ୍କର ଅଭିନୟ ରେ | ଆଉ ଏହିଭଳି ଅଭିନୟ ର ଯାଦୁ ରେ ସମସ୍ତ ଙ୍କୁ ମୋତୁଆଲା କରିଛନ୍ତି ସିଦ୍ଧାନ୍ତ ଆଉ ଅନୁ ଙ୍କର ଯୋଡ଼ି ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ଓ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment